Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଦିନ ୧୦ଟା ୧୫ମି.ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପହଞ୍ଚିଛନ୍ତି । ଉପରାଷ୍ଟ୍ରପତି ‘ରାଜଦୂତ’ ନାମକ ଏକ ସ୍ୱତନ୍ତ୍ର ବିମାନରେ ଆସି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ଶିରୋମଣି ନିରଞ୍ଜନ କର

ଭୁବନେଶ୍ୱର: ପାଲା ଜଗତରେ ସର୍ବୋଚ୍ଚ ଶିଖରେ ପହଞ୍ଚିଥିବା ବ୍ୟକ୍ତି ତଥା ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇଥିବା ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗାୟକ ଶିରୋମଣି ନିରଞ୍ଜନ କର । ନିରଞ୍ଜନଙ୍କ ପୂର୍ବରୁ ପାଲା ଥିଲା ଅନ୍ୟ ଏକ ରୂପରେ, କିନ୍ତୁ ଗାୟକ ରତ୍ନ…

ଛତର ଯାତ୍ରାରେ ଚଳଚଞ୍ଚଳ ଭବାନୀପାଟଣା, ରକ୍ତରଞ୍ଜିତ ହେଲା ପୀଠ

ଭବାନୀପାଟଣା: ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଏହି ପୂଜା ଅବସରରେ କଳାହାଣ୍ଡି ଜିଲ୍ଲାରେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆଜି ଛତର ଯାତ୍ରା ଅନୁଷ୍ଠିତ…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୨)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଆଜି ମା’ଙ୍କ ମହାଷ୍ଟମୀ ପୂଜା, ମହାଗୌରୀ ବେଶରେ ପୂଜା ପାଇବେ ଦେବୀ ଦୁର୍ଗା

ଭୁବନେଶ୍ୱର: ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତିନାଶିନୀ। ଆଜି ମାଆଙ୍କର ମହାଷ୍ଟମୀ ପୂଜା । କୁହାଯାଏ ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା' ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୧୦-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ ମସିହା ଅକ୍ଟୋବର ତା ୬ରିଖ ରବିବାର ଆଶ୍ବିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର:-ମେଷ ରାଶିର…

ଉପବାସ ପରେ କେଉଁସବୁ ଖାଦ୍ୟ ଖାଇବା ଉଚିତ, ଜାଣନ୍ତୁ

ଭୁବନେଶ୍ୱର: ପାର୍ବଣର ଏହି ସମୟରେ ଅନେକ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। ମାଆଙ୍କ ନବରାତ୍ର ଉପାସ ମଧ୍ୟ ଏହା ମଧ୍ୟରେ ପଡୁଛି । ତେବେ ଉପବାସ ଶେଷ କରି ଖାଇବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ, ଯାହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ। ପ୍ରଚୁର…

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’

ସିଂହବାହିନୀ ଶକ୍ତି ପ୍ରଦାୟିନୀ ମା’ ସୂର୍ଯ୍ୟ ଦେଓ ଆପଣମାନେ ଜାଣନ୍ତିଯେ ଓଡ଼ିଆ ଚଳଚ୍ଚିତ୍ରର ଜନ୍ମ ସମୟରୁ ହିଁ ଏହାର ଗୀତ ଭିନ୍ନ ଭିନ୍ନ ଭାତି ଓ ଭାବରେ ଓଡ଼ିଆମାନଙ୍କୁ ପ୍ରଭାବିତ ଓ ପୁଲକିତ କରିଆସିଛି । ଭାଷାଶୈଳୀ ଦୃଷ୍ଟିରୁ ଏହି ଗୀତିଧାରାକୁ ସତୁରି ଦଶକର ଶେଷ ଭାଗ ପର୍ଯ୍ୟନ୍ତ ମୁଖ୍ୟତଃ…

ଭାରତୀୟ ବଜାରରେ ଲଞ୍ଚ୍ ହେଲା ବେନେଲ୍ଲି ଲିଓନ୍ସିନୋ ୨୫୦

ମୁମ୍ବାଇ: ଭାରତୀୟ ମୋଟର୍ ସାଇକେଲ୍ କମ୍ପାନୀ ବେନେଲ୍ଲି ଶନିବାର ଦିନ ଭାରତୀୟ ବଜାର ଲାଗି ଲଞ୍ଚ୍ କରିଛି ଲିଓନ୍ସିନୋ ୨୫୦ ନୂଆ ମୋଟର୍ ସାଇକେଲ । ଏହି ନୂଆ ଲିଓନ୍ସିନୋ ୨୫୦ ମୋଟର ସାଇକେଲଟି ୨୪୯ ସିସିଯୁକ୍ତ । ଏଥିରେ ରହିଛି ସିଙ୍ଗଲ୍ ସିଲିଣ୍ଡର ଏବଂ ଲିକୱିଡ଼ କୁଲଡ଼ ମୋଟର୍ ଯାହାଦ୍ୱାରା ୨୫.…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ମୟୁରଭଞ୍ଜ,  ବାଲେଶ୍ବର, କେନ୍ଦୁଝର, ଢେଙ୍କାନାଳ,…