Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ୧୩ରୁ କାର୍ତ୍ତିକ ମାସ ଆରମ୍ଭ, ହବିଷ୍ୟାଳୀଙ୍କ ରହିବା ଲାଗି ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ଆସନ୍ତା ଅକ୍ଟୋବର ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପବିତ୍ର କାର୍ତ୍ତିକ ମାସ ଅବସରରେ ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ପ୍ରଦାନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଛି । ବିଶେଷତଃ ହବିଷ୍ୟାଳୀମାନେ ପ୍ରାୟ ୧ମାସ ଧରି ପୁରୀରେ ରହିବା…

କିନ୍ନର ବେଶରେ ଟ୍ୱିଟରରେ ଫଟୋ ସେୟାର କଲେ ଅକ୍ଷୟ କୁମାର

ମୁମ୍ବାଇ: ପ୍ରତିଟି ଚଳଚ୍ଚିତ୍ରରେ ଭିନ୍ନଭିନ୍ନ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରୁଥିବା ଖିଲାଡି ବୟ ସୁପରଷ୍ଟାର ଅକ୍ଷୟ କୁମାରଙ୍କର ଆଗାମୀ ସିନେମାର ପୋଷ୍ଟର ରିଲିଜ ହୋଇଛି । ଅକ୍ଷୟ କୁମାର ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଓ କାହାଣୀରେ କାମ କରୁଥିବା ଯୋଗୁଁ ବେଶ ଚର୍ଚ୍ଚାରେ ମଧ୍ୟ…

ମଧ୍ୟରାତ୍ରୀ ଯାଏଁ ବାଜିବ ଟ୍ଵିନସିଟିରେ ମାଇକ୍ !

ଭୁବନେଶ୍ବର: ଟ୍ଵିନସିଟିରେ ମଧ୍ୟରାତ୍ରୀ ଯାଏଁ ବାଜିବ ମାଇକ୍ । ଶାରଦୀୟ ଦୁର୍ଗାପୂଜା ଅବସରରେ କଟକ ଓ ଭୁବନେଶ୍ୱରର ପୂଜା କମିଟି ଗୁଡିକକୁ ମଧ୍ୟରାତ୍ରୀ ଯାଏଁ ମାଇକ୍ ବଜାଇବାକୁ ଅନୁମତି ପ୍ରଦାନ କରିଛନ୍ତି କମିଶନରେଟ ପୋଲିସ । ଏନେଇ ଟ୍ଵିନସିଟି କମିଶନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା…

ବଲାଙ୍ଗିରରେ ମାଓବାଦୀ କ୍ୟାମ୍ପ ଠାବ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ଥିବା ଏକ ଜଙ୍ଗଲରେ ଶନିବାର ସକାଳେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସର କହିବା ଅନୁଯାୟୀ, ହରିଶଙ୍କର ମନ୍ଦିର ଅଞ୍ଚଳରେ ମାଓବାଦୀ ମାନେ ପ୍ରଶିକ୍ଷଣ ଶିବିର ସ୍ଥାପନା କରିଥିବା ଖବର ପାଇବା ପରେ…

ଜାଣନ୍ତୁ, ଓଡ଼ିଶାର ଏହି ମୁସଲିମ ଦେବୀଭକ୍ତଙ୍କୁ ଯିଏକି ପ୍ରତିବର୍ଷ କରନ୍ତି ଦୁର୍ଗାପୂଜା !

ଭୁବନେଶ୍ୱର: କୋହିନୂର୍ ଇସଲାମ ମୁସଲମାନ ଧର୍ମାବଲମ୍ବୀ ହେଲେ ମଧ୍ୟ ଆଜକୁ ଦୀର୍ଘ ଏକତିରିଶ ବର୍ଷ ଧରି ନିଜ ଗାଁରେ ଦୁର୍ଗା ପୂଜୋତ୍ସବ ଆୟୋଜନ କରି ଆସୁଛନ୍ତି । ନମାଜ ପାଠ କରିବା ସହିତ ସେ ଘରେ ଗୀତା, ଭାଗବତ, ବେଦ ଉପନିିଷେଦ ତଥା ଶ୍ରୀଦୁର୍ଗାଙ୍କ ଚଣ୍ଡିତତ୍ତ୍ୱ ପଢିବାକୁ ଭୁଲନ୍ତି ନାହିଁ ।…

କଟକ ଦଶହରା; କଣ ରହିଛି ଏଥରର ବିଶେଷତ୍ୱ

କଟକ: ଧରାବତରଣ କରି ସାରିଛନ୍ତି ମା’ ଦୁର୍ଗତିନାଶିନୀ। ଜମିଲାଣି ଉତ୍ସବ ଓ ଉତ୍ସାହର ପଟୁଆର। ପୂଜା ମଣ୍ଡପକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଆଖି ପାଉନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜ୍ଜା ଉଲ୍ଲସିତ ହେଉଛି ତନ ଓ ମନ। ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାପାଉଥିବା ବେଳେ…

ଭୁବନେଶ୍ୱର ପୂଜା ମଣ୍ଡପ ଗୁଡିକରେ ଏଥର କଣ ରହିଛି ସ୍ୱତନ୍ତ୍ରତା, ଜାଣନ୍ତୁ

ଭୁବନେଶ୍ବର: ସମସ୍ତ ପୂଜା ମଣ୍ଡପରେ ଆଜି ଅନୁଷ୍ଠିତ ହେଉଛି ମାଆଙ୍କ ମହାସପ୍ତମୀ ପୂଜା। ମାଆଙ୍କ ମହା ସପ୍ତମୀ ପୂଜା ପାଇଁ ଚଳଚଞ୍ଚଳ ସମସ୍ତ ପୂଜା ମଣ୍ଡପ । ପୂଜା ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ଦେବୀ ପୀଠ ଗୁଡିକରେ ଆଜି ଅଷ୍ଟମୀ ପୂଜା ପାଉଛନ୍ତି ମାଆ ଜଗଦମ୍ବା । ଶାରଦୀୟ…

ଶାରଦୀୟ ଦୁର୍ଗାପୂଜା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ୧୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର:ପୂଜା ଛୁଟି ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିବା ବେଳେ ନିୟମିତ ଯାତାୟାତ କରୁଥିବା ଟ୍ରେନ ଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ…

ଓଡିଶାର ୧୦ଟି ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପାଖାପାଖି ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ । ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ନନ୍ କେପଟିଭ୍ ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମସିହା…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…