Latest Odisha News

BREAKING NEWS

Browsing Category

ଫିଚର

ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଅବପାତର ରୂପ ନେଉଛି । ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ…

ସିଲିଣ୍ଡର୍ ଫାଟି ଅଗ୍ନିକାଣ୍ଡ, ମାଆ-ଝିଅ ଜଳିଗଲେ

ଭୁବନ: ଢେଙ୍କାନାଳ ଜିଲ୍ଲାର ଭୁବନର ଗୋଡ଼ିପାଟଣା ଗାଁ’ରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ଜଳିଯାଇଛନ୍ତି । ଘଟଣାରୁ ପ୍ରକାଶ, ଗୋଡ଼ିପାଟଣା ଗ୍ରାମର ଦୁର୍ଯ୍ୟୋଧନ ପୋଥାଳଙ୍କ ରୋଷେଇ ଘରେ ଏହି ମର୍ମନ୍ତୁଦ ଗ୍ୟାସ ଅଗ୍ନିକାଣ୍ଡ ଘଟିଛି । ସକାଳେ ରୋଷେଇଘରେ…

ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ପୁରୀ ସମେତ ୫ଟି ପୌରାଞ୍ଚଳରେ ନିଷିଦ୍ଧ ହେବାକୁ ନେଇ ରାଜ୍ୟ ସରକାର ଆଜି ଏକ ଡ୍ରାଫ୍ଟ ସହ ନିର୍ଦ୍ଦେଶନାମା ଜାରି କରଛନ୍ତି । ଫଳରେ ରାଜ୍ୟର ୬ଟି ସ୍ଥାନରେ ମ୍ୟୁନିସିପାଲିଟି ପକ୍ଷରୁ ଧାର୍ଯ୍ୟ ସୀମା ବାହାରେ ପ୍ଲାଷ୍ଟିକର ବ୍ୟବହାର ହୋଇପାରିବ…

କଳାହାଣ୍ଡିରେ ଗୁଣି ଗାରେଡ଼ି ସନ୍ଦେହରୁ ହତ୍ୟା, ୩ ଗିରଫ

ଭବାନୀପାଟଣା: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣ ଲୋକ ଜଣେ ବ୍ୟକ୍ତିକୁ ହତ୍ୟା କରିବା ଘଟଣା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଏହି ଘଟଣାରେ ଗିରଫ ହୋଇଥିବା…

ଝଡ଼ତୋଫାନ ସହ ୨୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ଯୋଗୁଁ ରାଜ୍ୟର ୨୫ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ…

ଏକ୍ସପାଏରୀ ଇଞ୍ଜେକସନକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାପା ଉତ୍ତେଜନା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏମ.ଭି ୧୯ ଗ୍ରାମରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକସନ ଦେବା ନେଇ ସାଧାରଣରେ ଉତ୍ତେଜନା ଦେଖାଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଗୋପାଳ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅସୁସ୍ଥତା କାରଣରୁ ଏହି…

ଟ୍ରେନ୍ ପଛରେ କାହିଁକି ଥାଏ ଛକି ଚିହ୍ନ ? ଜାଣନ୍ତୁ କାରଣ…

ଅନେକ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବାଆସିବା କରିଥାନ୍ତି । ଟ୍ରେନର ଶେଷ ଆଡକୁ ଥିବା ଡବା ପଛରେ ଅଙ୍କା ଯାଇଥିବା ଚିହ୍ନ ଉପରେ ସମସ୍ତଙ୍କର ନଜର ପଡିଥିବ । କେହିକେହି ଚିହ୍ନକୁ ଦେଖିଥିବେ ତ ଆଉ କାହାର ନଜର ସେ ଦିଗ ଆଡେ ଯାଇନଥିବ । ବଗି ଗୁଡିକର କନେକ୍ସନରେ କୌଣସି ଯାନ୍ତ୍ରିକ…

ଆସିଲା ସୁପ୍ରିମ ରାୟ: ସହମତିରେ ସମଲିଙ୍ଗୀ ସମ୍ପର୍କ ଆଇନସିଦ୍ଧ

ନୂଆଦିଲ୍ଲୀ: ସହମତିରେ ସମଲିଙ୍ଗୀ ଯୌନ ସମ୍ପର୍କ ଅପରାଧ ନୁହେଁ ! ସମ୍ବିଧାନର ଧାରା ୩୭୭ ଉଚ୍ଛେଦ କରିବା ପରି ଏକ ଐତିହାସିକ ଶୁଣାଣି କରିଛନ୍ତି ଆଜି ସୁପ୍ରିମକୋର୍ଟର ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ । ଏବେ ଭାରତରେ ସମଲିଙ୍ଗୀ ସମାଜ ସମଲିଙ୍ଗୀ ଯୌନ ସମ୍ପର୍କ ରଖିପାରିବେ, ଏବେ ଏହା…

ପ୍ରବଳ ବର୍ଷାରେ କଟକ-ଭୁବନେଶ୍ୱର ବେହାଲ୍, ସ୍କୁଲ-କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଗତ ୩୬ ଘଣ୍ଟା ଧରି ଲଗାଣ ବର୍ଷାରେ କଟକ-ଭୁବନେଶ୍ୱର ଜଳାର୍ଣ୍ଣବ ହୋଇପଡ଼ିଛି । ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ଜୀବନଯାତ୍ରା ଏକରକମ ବ୍ୟାହତ ହୋଇପଡ଼ିଛି । କଟକର ଜନଗହଳିପୂର୍ଣ୍ଣ ବାଦାମବାଡ଼ିରେ ବର୍ଷାଜଳ ୨ ଫୁଟ ଉଚ୍ଚରେ ରହି ରାସ୍ତା ଉପରେ ବହି ଚାଲିଛି ।…

ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ୪୦୧.୯୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ମଞ୍ଜୁର କରିଛନ୍ତି । କେନ୍ଦ୍ର ସରକାର ଏଥିଲାଗି ୪୦୧.୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଠାରେ…