Latest Odisha News

BREAKING NEWS

Browsing Category

ଫିଚର

ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଶତାଧିକ ବ୍ୟକ୍ତିଙ୍କ ବିଜେଡ଼ିରେ ଯୋଗଦାନ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର, ପଟାଙ୍ଗୀ, ସେମିଳିଗୁଡ଼ା ବ୍ଲକର ୨୦୦ରୁ ଊଦ୍ଧ୍ୱର୍ ନେତା, କର୍ମୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ପ୍ରଶାସକ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନାଏବ ସରପଞ୍ଚ, କୃଷକ ନେତା, ମହିଳା ନେତ୍ରୀ, ଯୁବ ଓ…

ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡ଼ି

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡ଼ି ସରକାର ଆଗୁଆ ନିର୍ବାଚନ ସପକ୍ଷରେ ଆଜି ନିର୍ବାଚନ କମିଶନରଙ୍କ ନିକଟରେ ମତ ପୋଷଣ କରିଛନ୍ତି । ନିର୍ବାଚନ କମିଶନ ଯଦି ଆଗୁଆ ନିର୍ବାଚନ କରୁଥାଆନ୍ତି ତେବେ ଓଡ଼ିଶାକୁ ଏଥିରେ ଅନ୍ତଭୃକ୍ତ କରିବାକୁ ବିଜେଡ଼ି ପ୍ରସ୍ତାବ ଦେଇଛି । ଏ ସମ୍ପର୍କରେ…

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଖୁବ୍ ଶିଘ୍ର ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଏହି ପ୍ରସଙ୍ଗରେ ୨୩ ସେପ୍ଟେମ୍ବର ୨୦୧୩…

ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ, ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୮-୧୯ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା । ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ରାଜ୍ୟର ଶିକ୍ଷା, କୃଷି, ଗ୍ରାମୀଣ…

କଟକ: ‘ମୋମୋ’ ଖେଳରୁ ଜୀବନ ଗଲା, ଫାଶିଦେଇ ଯୁବକ ମୃତ

କଟକ: ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ମୋମୋ ଖେଳ ନଖେଳିବାକୁ ଗତ ସପ୍ତାହରେ ସତର୍କ ରହିବାକୁ ସଚେତନତା ମୂଳକ ନିର୍ଦ୍ଦେଶ ଜାରି କରିଥିଲେ । ସରକାର ଏହି ଖେଳ ନଖେଳିବାକୁ ଯେତେ ବାରଣ କରୁଥିଲେ ମଧ୍ୟ ଯୁବଗୋଷ୍ଠୀ ଏହି ମରଣାନ୍ତକ ଖେଳ ‘ମୋମୋ’ ଜାଲରେ ଫସୁଛନ୍ତି । କଟକ…

ରାୟଗଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକର ବିଭିନ୍ନ ଅଞ୍ଚଳରେ ହିଂସାକୁ ନିନ୍ଦା କରି ମାଓବାଦୀ ବିରୋଧୀ ପୋଷ୍ଟର କାନ୍ଥରେ ଛପାଯାଇଛି । ଏହି ପୋଷ୍ଟର୍ ଗୁଡ଼ିକ ମେଡ଼ିକାଲ୍ ବଜାର, ଦହସିଲ ଅଫିସ ସହିତ ଅନେକ ଅଞ୍ଚଳରେ ମରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ପୋଷ୍ଟର ଗୁଡ଼ିକୁ ସମ୍ପୂର୍ଣ୍ଣ…

ଗୁରୁଦିବସକୁ ଆନ୍ଦୋଳନରତ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ‘କଳାଦିବସ’ ଭାବେ ପାଳନ

ଭୁବନେଶ୍ୱର: ଦାବି ପୂରଣ ଲାଗି ଗତ ଅଗଷ୍ଟ ୧୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନରତ ବ୍ଲକ ଗ୍ରାଣ୍ଟଶିକ୍ଷକମାନେ ଗୁରୁଦିବସକୁ କଳାଦିବସ ରୂପେ ପାଳନ କରିଛନ୍ତି । ତେବେ ଦାବୀ ପୂରଣ ହେବାକୁ ଓଡ଼ିଶା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଶିକ୍ଷକମାନେ ଏପରି ପନ୍ଥା ଅବଲମ୍ବନ କରିଛନ୍ତି ବୋଲି…

ରାଜଧାନୀରେ ନୀଳ ମାଧବଙ୍କ ଫିଲ୍ମ ‘ହାଲକା’ର ସ୍ପେଶାଲ୍ ସ୍କ୍ରିନିଂ

ଭୁବନେଶ୍ୱର / ଦିଲ୍ଲୀ: ବୟସ୍କମାନେ ଛୋଟ କଥାକୁ ଜଟିଳ କରି ଦେଇଥାଆନ୍ତି । କିନ୍ତୁ କୋମଳମତି ଛୋଟ ଛୋଟ ପିଲାମାନଙ୍କର ହୃଦୟ ବେଶ୍ ସ୍ୱଚ୍ଛ ରହିଥାଏ । ପିଲାମାନଙ୍କର ପ୍ରତ୍ୟେକ ଚିନ୍ତାଧାରାରେ ରହିଥାଏ ନିର୍ଦ୍ଦୋଷତା । ସେମାନେ ସତ୍ୟକୁ ଠିକ୍ ରୂପେ ଉପଲବ୍ଧୀ କରିପାରିଥାଆନ୍ତି । ଗୁରୁବାର ଦିନ…

ମୋଦି ସରକାର କଂଗ୍ରେସ ପରି ଋଣଭାର ଲଦୁ ନାହାଁନ୍ତି: ବିଜେପି

ଭୁବନେଶ୍ୱର: ତୈଳଦର ବୃଦ୍ଧି ନେଇ ବିଜେଡ଼ି ଆସନ୍ତା ୭ ତାରିଖରେ ଯେଉଁ ୩ଦିନିଆ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସେନେଇ ରାଜ୍ୟ ବିଜେପି ନାପସନ୍ଦ କରିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କଂଗ୍ରେସ ଓ…

ପେଟ୍ରୋଲ-ଡ଼ିଜେଲ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶା କଂଗ୍ରେସର ସମାଲୋଚନା

ଭୁବନେଶ୍ୱର: ପେଟ୍ରୋଲ ଦର ବୃଦ୍ଧି ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏକ ବିବୃତିରେ ସେ କହିଛନ୍ତି, ଦେଶରେ ପେଟ୍ରୋଲ, ଡିଜେଲ ଦର ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି । ଅଥଚ କେନ୍ଦ୍ର ସରକାର ତାହାକୁ…