Latest Odisha News

BREAKING NEWS

Browsing Category

ଫିଚର

ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ମହଦାଠାରେ ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକ ହେଲେ ମହଦା ଗାଁର ୨୨ ବର୍ଷୀୟ ତ୍ରିଲୋଚନ ଭୋଇ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଘଟଣାଟି ଗୁରୁବାର ସନ୍ଧ୍ୟାରେ ଘଟିଥିବା ଜଣାପଡିଛି।…

କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ହିରୋ ଏସିଆନ ହକି ଚାମ୍ପିୟନସିପ୍ ଟ୍ରଫି-୨୦୨୩…

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ମର୍ଯ୍ୟାଦାଜନକ “ହିରୋ ଏସିଆ ହକି ଚାମ୍ପିଅନ୍ସ ଟ୍ରଫି-୨୦୨୩ର ଟ୍ରଫିକୁ ଉନ୍ମୋଚନ କରିଛନ୍ତି । ଚେନ୍ନାଇରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ…

୨୦ ଜୁଲାଇ ୨୦୨୩ ରେ ପାରମ୍ପରିକ ଔଷଧ ସମ୍ପର୍କିତ ଏସିଆନ୍ ରାଷ୍ଟ୍ର ସମୂହଙ୍କ ସମ୍ମିଳନୀ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ: ବିଦେଶ ମନ୍ତ୍ରଣାଳୟ, ଏସିଆନରେ ଭାରତୀୟ ମିଶନ୍ ଏବଂ ଏସିଆନ୍ ସଚିବାଳୟର ସହଯୋଗରେ ୨୦ ଜୁଲାଇ ରେ ନୂଆ ଦିଲ୍ଲୀ, ବିଜ୍ଞାନ ଭବନରେ ଆୟୁଷ ମନ୍ତ୍ରଣାଳୟ ପାରମ୍ପରିକ ଚିକିତ୍ସା ପଦ୍ଧତି ଉପରେ ସମ୍ମିଳନୀର ଆୟୋଜନ କରିବ। ଏସିଆନ୍ (ଦକ୍ଷିଣ ପୂର୍ବ ଦେଶର ସଙ୍ଗଠନ) ଭିଏତନାମ, କାମ୍ବୋଡିଆ…

ହତ୍ୟା ମାମଲାର ଦୋଷୀ ପୋଲିସକୁ ଚକମା ଦେଇ କୋର୍ଟ ପରିସରରୁ ଚମ୍ପଟ

ସମ୍ବଲପୁର: ହତ୍ୟା ମାମଲାରେ ଜଣେ ଦୋଷା ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ସମ୍ବଲପୁର କୋର୍ଟ ପରିସରରୁ ପୁଲିସ ହେପାଜତରୁ ଖସି ଯାଇଛି। ଗୁଲଗୁଲା ଖାଁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୧ରେ ଜେଲ ଦଣ୍ଡ ଭୋଗିଥିଲା। ୨୦୧୦ରେ ତାଙ୍କୁ ଏହି ସର୍ତ୍ତରେ ଜାମିନ ପ୍ରଦାନ କରାଯାଇଥିଲା।…

ସାଧାରଣ ନିର୍ବାଚନ ପାଇଁ ବିଜେପି-ବିଜେଡି ପ୍ରସ୍ତୁତି, ଅପରାଜିତାଙ୍କ ଆସନ ଉପରେ ଶାସକ ଦଳର ନଜର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଗୁରୁବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶା ସମେତ ପୂର୍ବ ଭାରତର ୧୨ଟି ରାଜ୍ୟ ପାଇଁ ପ୍ରସ୍ତୁତି ଏବଂ ରଣନୀତି ଉପରେ ଆଲୋଚନା କରିବା ପାଇଁ ଗୌହାଟୀରେ ବିଜେପିର ବୈଠକ ପରେ ତାଙ୍କ ଗସ୍ତକୁ…

ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ‘ଦେଶ ବାହାରେ ଭାରତ ମାତା କି ଜୟ ଶୁଣିବା ପରେ ଲାଗୁଛି ନିଜ ଘରକୁ…

ପ୍ୟାରିସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା 'ଅତୁଟ ବନ୍ଧୁତ୍ୱ' ଉପରେ ଆଲୋକପାତ କରିଛନ୍ତି। ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନଙ୍କ ସହ ବିମାନ ବନ୍ଦରରେ ପହଞ୍ଚିବା ପରେ…

ଦେଓଧର ଟ୍ରଫି: ପୂର୍ବାଂଚଳ ଦଳରେ ଓଡିଶାର ଶୁଭ୍ରାଂଶୁ

ଭୁବନେଶ୍ୱର: ଦେଓଧର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଗୁରୁବାର ପୂର୍ବାଂଚଳ ଦଳ ଘୋଷଣା କରାଯାଇଛି । ୧୫ ଜଣିଆ ଦଳରେ ଓଡିଶା ରଣଜୀ ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତି ସ୍ଥାନ ପାଇଛନ୍ତି । ଜୁଲାଇ ୨୪ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ପୁଡୁଚେରୀରେ ଏହି ୫୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯିବ । ଓଡିଶାର…

ଜମ୍ମୁକାଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼

ଶ୍ରୀନଗର: ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ପ୍ରବାସୀ । ଜମ୍ମୁକାଶ୍ମୀରର ଶୋପିଆନରେ ଗୁରୁବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି । ଆତଙ୍କବାଦୀ ୩ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳିମାଡ଼ କରିଥିବା ବେଳେ ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀଙ୍କ ଆକ୍ରମଣରେ ଅନୱର, ହୀରାଲାଲ୍ ଓ…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ହର୍ଡଲ୍ସରେ ସ୍ୱର୍ଣ୍ଣ ଜିତିଲେ ଜ୍ୟୋତି

ବ୍ୟାଙ୍କକ: ଭାରତର ଉଦୀୟମାନ ଆଥଲେଟ ଜ୍ୟୋତି ୟାରାଜୀ ଏଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ଆନ୍ଧ୍ରପ୍ରଦେଶର ଜ୍ୟୋତି ୧୦୦ ମିଟର ହର୍ଡଲ୍ସରେ ପ୍ରଥମ ଭାରତୀୟ ଭାବେ ଏହି ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଛନ୍ତି । ସେ ୧୩.୦୯…

ଟେସଲା ଆଣିବ ୨୦ ଲକ୍ଷର ଇଲେକ୍ଟ୍ରିକ୍ କାର, ଭାରତରେ ବସାଇବ କାରଖାନା

ନୂଆଦିଲ୍ଲୀ: ଅରବପତି ବ୍ୟବସାୟୀ ଏଲନ ମସ୍କଙ୍କ କମ୍ପାନୀ ଟେସଲା ଭାରତରେ ବାର୍ଷିକ ୫ ଲକ୍ଷ ଇଲେକ୍ଟ୍ରିକ୍ କାର ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବ । ନିବେଶ ନେଇ ଟେସଲା ପକ୍ଷରୁ ସରକାରଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ,…