Latest Odisha News
Browsing Category

କ୍ରିକେଟ

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଡେଲ ଷ୍ଟେଇନ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ମହାନ ବୋଲର ଡେଲ ଷ୍ଟେଇନ କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କହିଛନ୍ତି । ୩୮ ବର୍ଷୀୟ ଏହି ପେସ ବୋଲର ତାଙ୍କ କ୍ୟାରିୟରରେ ୯୩ ଟେଷ୍ଟ, ୧୨୫ ଦିନିକିଆ ଓ ୪୭ ଟି୨୦ ମ୍ୟାଚ ଖେଳିଛନ୍ତି । ଏବେ ସେ ବେଶ୍ କିଛି ଦିନ ହେବ ଆଘାତ ସମସ୍ୟାରେ ପଡିଥିଲେ । ଟେଷ୍ଟ…

କ୍ରିକେଟକୁ ଅଲବିଦା କହିଲେ ଭାରତୀୟ ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି

ମାଡ୍ରାସ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ଷ୍ଟୁଆର୍ଟ ବିନ୍ନି ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୬ ଟେଷ୍ଟ, ୧୪ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଥିବା ବିନ୍ନି ତାଙ୍କ ଶେଷ ମ୍ୟାଚ ୨୦୧୬ରେ ଖେଳିଥିଲେ । ବାଂଲାଦେଶ ବିପକ୍ଷରେ ସେ ୨୦୧୪ରେ ସେ ମାତ୍ର ୪…

ଭାରତର ଇନିଂସ ପରାଜୟ

ଲିଡ୍ସ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୭୬ ରନରେ ଭାରତକୁ ଶୋଚନୀୟ ଭାବେ ପରାଜିତ କରିଛି । ଚଳିତ ବର୍ଷ ଭାରତର ଏହା ସବୁଠାରୁ ଖରାପ ପ୍ରଦର୍ଶନ । ଇଂଲଣ୍ଡ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିବାରେ ସଫଳ ହୋଇଛି । ପ୍ରଥମ ଇନିଂସରେ…

ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୫୪ ରନର ଅଗ୍ରଣୀ

ଲିଡ୍ସ: ଏଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟର ତୃତୀୟ ଦିବସରେ ଭାରତର ପ୍ରଥମ ଇନିଂସ ସ୍କୋର ୭୮ ରନ ଜବାବରେ ଇଂଲଣ୍ଡ ୪୩୨ ରନ କରି ଅଲଆଉଟ ହୋଇଯାଇଛି । ଜୋ ରୁଟଙ୍କ ଶତକ (୧୨୧ରନ) ବଳରେ ଘରୋଇ ଦଳ ସୁବିଧାଜନକ ସ୍ଥିତିରେ ରହିଛି । ରୟ ବର୍ଣ୍ଣସ (୬୧), ହସିବ ହମୀଦ (୬୮) ଓ ଡାୱିଦ ମଲାନ (୭୦)…

ପରଲୋକରେ ଇଂଲଣ୍ଡର ମହାନ କ୍ରିକେଟର ଟେଡ ଡେକ୍ସଟର

ଲଣ୍ଡନ: ଇଂଲଣ୍ଡ କ୍ରିକେଟର ମହାନ ଖେଳାଳି ଟେଡ ଡେକ୍ଟଟରଙ୍କୁ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକଙ୍କ ବୟସ ୮୬ ବର୍ଷ ହୋଇଥିଲା । ଏହି ଅଲରାଉଣ୍ଡରଜଣକ ୧୯୫୮ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ସହ ଓଭରାଲ ୬୨ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୬୧-୬୨…

ପାକିସ୍ତାନ କୋଚ ମିସବାଙ୍କୁ କରୋନା

ଲାହୋର: ପାକିସ୍ତାନ କ୍ରିକେଟ ଦଳର ମୂଖ୍ୟ କୋଚ ମିସବା ଉଲ ହକ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ଦଳର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିଛି । ମିସବା ଏବେ ଲାହୋର ପ୍ରତ୍ୟାବର୍ତନ କରିପାରିବେ ନାହିଁ ବୋଲି…

ଅଲୋଡା ପ୍ରଦର୍ଶନ: ୭୮ରେ ଟିମ ଇଣ୍ଡିଆ ଅଲଆଉଟ

ଲିଡ୍ସ: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ନାଟକୀୟ ଢ଼ଙ୍ଗରେ ଟିମ ଇଣ୍ଡିଆ ମାତ୍ର ୭୮ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡିଥିଲେ । ରୋହିତ ଶର୍ମା ୧୯…

ଆସନ୍ତୁ ଜାଣିବା ମିଆଁଦାଦଙ୍କ ପଛରେ ଜୋତା ନେଇ କାହିଁକି ଗୋଡାଇଥିଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ଟିମର ପୂର୍ବତନ ଖେଳାଳି ଜାଭେଦି ମିଆଁଦାଦ ପଡିଆରେ ଅନେକ ଥର ବିବାଦ ସୃଷ୍ଟି କରିଛନ୍ତି । ନିକଟରେ ଭାରତୀୟ କ୍ରିକେଟ ଦଳର କୋଚ ରବି ଶାସ୍ତ୍ରୀ ତାଙ୍କ ପୁସ୍ତକ ଷ୍ଟାରଗେଜିଙ୍ଗ: ଦି ପ୍ଲେୟାର୍ସ ଇନ ମାଇ ଲାଇଫ ପୁସ୍ତକରେ ଏକ ମଜାଦାର ଘଟଣା ବର୍ଣ୍ଣନା କରିଛନ୍ତି । ଏଥିରେ…

ମାଷ୍ଟର ବ୍ଲାଷ୍ଟର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି: ମୁରଲୀଧରନ

ନୂଆଦିଲ୍ଲୀ: ବିଶ୍ୱର ସଫଳ ବୋଲର ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ମତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଫ ସ୍ପିନ ଖେଳିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସଚିନ ଯେଉଁ ଭଳି ଢ଼ଙ୍ଗରେ ଲେଗ ସ୍ପିନକୁ ଖେଳନ୍ତ ସେ ଭଳି ଅଫ ସ୍ପିନ ବୋଲିଂରେ ଦେଖିବାକୁ ମିଳେ ନାହିଁ । ମୋ ବ୍ୟତୀତ…

ଆଫଗାନିସ୍ତାନ ଟି୨୦ ବିଶ୍ୱକପ ଖେଳିବା ନେଇ ସଂଶୟ ଜାରୀ !

କାବୁଲ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଏବେ ଆଗାମୀ ଟି୨୦ ବିଶ୍ୱକପରେ ଦଳ ଖେଳିବା ନେଇ ସଂଶୟ ଜାରୀ ରହିଛି । ଅବଶ୍ୟ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପରେ ଜାତୀୟ ଦଳ ଖେଳିବେ ବୋଲି ସ୍ପଷ୍ଟ କରିଛି । ମିଡିଆ ମ୍ୟାନେଜର ହିକମତ ହାସନଙ୍କ ମତରେ ଆମେ ଏଥିପାଇଁ ଦୀର୍ଘ ଦିନ ଅଭ୍ୟାସ…