Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କୁ ଭଲ ମନ୍ଦ କରି କହିଲେ ଗାଭାସ୍କର

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ତାଙ୍କ ବୟାନ ନେଇ ଭର୍ତ୍ସନା କରିଛନ୍ତି । ଟି୨୦ କ୍ରିକେଟରେ କୋହଲିଙ୍କ ଷ୍ଟ୍ରାଇକ ରେଟକୁ ନେଇ ଏବେ ସବୁଠି ଆଲୋଚନା ଚାଲିଛି । କିଛି ଦିନ ତଳେ କୋହଲି ଏ…

ରୋହିତ ଶର୍ମା ଆଘାତପ୍ରାପ୍ତ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଘାତପ୍ରାପ୍ତ ହୋଇଥିବ ଖବର ପ୍ରଶଂସକଙ୍କୁ ବ୍ୟସ୍ତ କରାଇଛି । ଜୁନ ୧ରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଭାରତୀୟ ଦଳର ଘୋଷଣା ମଧ୍ୟ କରାଯାଇ ସାରିଛି । ତେବେ କେକେଆର…

ରୋହିତ କହିଲେ ‘ସରି ରିଙ୍କୁ’!

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନ ହୋଇସାରିଛି। ହେଲେ ଏବେବି ଚୟନକୁ ନେଇ ଲାଗି ରହିଛି ବିବାଦ। ଏ ବିବାଦ କେବଳ ଜଣେ ଖେଳାଳିଙ୍କୁ ବାଦ୍ ଦେବାକୁ ନେଇ। ଏବେବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ରିଙ୍କୁ ସିଂ। ବିଶ୍ଵକପ ଟିମରେ କାହିଁକି ରିଙ୍କୁଙ୍କୁ ମିଳିଲାନି ସ୍ଥାନ,…

ମୁମ୍ବାଇ-କୋଲକାତା ମ୍ୟାଚରେ ଟସକୁ ନେଇ ବିବାଦ

ମୁମ୍ବାଇ: ୱାଙ୍ଖେଡ ଷ୍ଟାଡିୟମରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଚଳିତ ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଉଛି । ତେବେ ଏହି ମ୍ୟାଚରେ ଟସକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ହାର୍ଦ୍ଦିକ ପାଣ୍ଡ୍ୟା ଟସ ପକାଇଥିଲେ । କଏନ ତଳେ…

ଆଇସିସି ର‌୍ୟାଙ୍କିଙ୍ଗ: ଦିନିକିଆ, ଟି୨୦ରେ ଭାରତ ନମ୍ବର ୱାନ

ନୂଆଦିଲ୍ଲୀ: ସୀମିତ ଓଭର ବିଶିଷ୍ଟ କ୍ରିକେଟରେ ଭାରତର ତାର ପ୍ରାଧାନ୍ୟ ବଳବତର ରଖିଛି । ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଭାରତ ଉଭୟ ଦିନିକିଆ ଓ ଟି୨୦ରେ ଶୀର୍ଷ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ଟେଷ୍ଟରେ ଏକ ନମ୍ବର ସ୍ଥାନ ହାସଲ କରିଛି । ଭାରତ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।…

ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା

ନୂଆଦିଲ୍ଲୀ:ରିଙ୍କୁ ସିଂ, କେଏଲ ରାହୁଲଙ୍କ ପରି ଖେଳାଳି ଭଲ ପ୍ରଦର୍ଶନ କରିବା ସତ୍ୱେ ଘୋଷିତ ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇ ପାରି ନାହାନ୍ତି । ରିଙ୍କୁଙ୍କ ବାପାଙ୍କ କହିବା ଅନୁସାରେ ଏହା ତାର ମନ ଭାଙ୍ଗି ଦେଇଛି । କେବଳ ରିଙ୍କୁ ନୁହେଁ ଏହି ୫ଜଣ ଖେଳାଳି ଭଲ ପ୍ରଦର୍ଶନ ସତ୍ୱେ ବିଶ୍ୱକପ…

ଆସନ୍ତୁ ଜାଣିବା କିଏ କହିଲେ ଦଳରେ ଚୟନ ନ ହେବା ପଛରେ ରିଙ୍କୁଙ୍କ କୌଣସି ଭୁଲ ନାହିଁ

ମୁମ୍ବାଇ: ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ଗୁରୁବାର ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ ଅଧିନାୟକ ରୋହିତ ଶର୍ମା ପତ୍ରକାରଙ୍କ ସମସ୍ତ ପ୍ରଶ୍ନର ଉତର ଦେଇଛନ୍ତି । ବିଭିନ୍ନ ପ୍ରଶ୍ନ ମଧ୍ୟରେ ରିଙ୍କୁ ସିଂଙ୍କୁ କାହିଁକି ସାମିଲ କରା ନ ଗଲା ଦୃଷ୍ଟି ଆକର୍ଷଣ କରିଥିଲା । ଅଗରକର…

ଭାରତୀୟ ମହିଳା ହକି ଦଳ ଘୋଷଣା: ଓଡିଶାରୁ ଜ୍ୟୋତି, ସୁନେଲିତା

ଭୁବନେଶ୍ୱର: ବେଲଜିୟମ ଓ ଇଂଲଣ୍ଡରେ ହେବାକୁ ଥିବା ଏଫଆଇଏଚ ପ୍ରୋ ଲିଗ ପାଇଁ ଗୁରୁବାର ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ମିଡଫିଲ୍ଡର ସଲୀମା ଟେଟେଙ୍କୁ ଅନୁଭବୀ ସବିତା ପୁନିଆଙ୍କ ବଦଳରେ ୨୪ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ନବନୀତ କୌର ଉପ ଅଧିନାୟିକା ଦାୟିତ୍ୱ…

ଏ ପର୍ଯ୍ୟନ୍ତ ସମସ୍ତ ଟି୨୦ ବିଶ୍ୱକପରେ ଖେଳିଛନ୍ତି ରୋହିତ

ନୂଆଦିଲ୍ଲୀ: ରୋହିତ ଶର୍ମା ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ନେତୃତ୍ୱ ନେବେ । ଦଳ ଘୋଷଣା ପରେ ରୋହିତଙ୍କ ନାମରେ ଏକ ନିଆରା ରେକର୍ଡ ଯୋଡି ହୋଇ ଯାଇଛି । ସେ ଭାରତର ପ୍ରଥମ ଖେଳାଳି ଭାବେ ୨୦୦୭ ପରଠାରୁ ସମସ୍ତ ଟି୨୦ ବିଶ୍ୱକପ ଖେଳି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୪ର ପ୍ରଥମ…

ଏଥର ୩୦୦ ପାର୍‌, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍‌ !

ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲ ଭିତରେ ‘ଅବ୍ କି ବାର୍ ୪୦୦ ପାର୍‌’ ନାରା ତ ଶୁଣିଥିବେ । ହେଲେ ଏବେ କ୍ରିକେଟ୍ ମଇଦାନରେ ବି କିଛି ଏଭଳି ଶୁଣିବାକୁ ମିଳିଲାଣି । କ୍ରିକେଟ୍‌ରେ ଏବେ ଟ୍ରେଣ୍ଡ କରୁଛି ‘ଅବ୍ କି ବାର୍ ୩୦୦ ପାର୍‌’ । ତେବେ ଏହି ୩୦୦ ପାର୍ ନାରା କ’ଣ? ୩୦୦ ପାର୍ ମାନେ ୩୦୦ ରନ୍…