Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ?

ଭୁବନେଶ୍ୱର: ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ? ମଣ୍ଡପରେ ଅନୁଭବଙ୍କ ସାତ ଘେରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବର୍ଷାଙ୍କ ସହ ପାରିବାରିକ ବିବାଦକୁ ନେଇ ଅନୁଭବ ଛନ୍ଦି ହୋଇ ପଡ଼ିଥିବା ବେଳେ ବିବାହ ବିଚ୍ଛେଦ…

ପଠାନ୍ ଝଡ଼କୁ ନେଇ କିଙ୍ଗ ଖାନଙ୍କ ସମର୍ଥନରେ ସାଉଥ୍ ଷ୍ଟାର କହିଲେ, ‘କିଛି ବି ହେଇଯାଉ ଆମେ ସକରାତ୍ମକ ରହିବୁ’

ନୂଆଦିଲ୍ଲୀ: ପଠାନ୍ ଫିଲ୍ମରେ ଦୀପିକା ପାଡୁକୋନଙ୍କ ପୋଷାକକୁ ନେଇ ବିରୋଧ ଜାରି ରହିଛି । ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’ ଗୀତ ଓ ଦୀପିକାଙ୍କ ଲୁକ୍ କୁ ଖୁବ୍ ନିନ୍ଦା କରାଯାଉଛି । ଏପରିକି ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ କୁହାଯାଇଛି । ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ୍ ଉପରେ ରୋକ୍…

ଅମିତାଭ ବଚ୍ଚନଙ୍କୁ ଭାରତ ରତ୍ନ ମିଳୁ ଦାବି କଲେ ମମତା

କୋଲକାତା: 28 ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସମାରୋହ ଗୁରୁବାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଅଭିନେତା ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହରୁଖ…

ପଠାନକୁ ନେଇ ବିବାଦ ପରେ ଜବାବ ରଖିଲେ ଶାହରୁଖ ଖାନ୍

କୋଲକାତା: ବଲିଉଡ କଳାକାର ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନର ବେସରାମ ରଙ୍ଗ ଗୀତକୁ ନେଇ ବିବାଦ ଦେଖାଦେଇଛି। ଏପରିକି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠିଛି। ବର୍ତ୍ତମାନ କୋଲକାତା ଚଳଚ୍ଚିତ୍ର ମହୋତ୍ସବରେ ଶାହରୁଖ ଖାନ ଏହି ବିଷୟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି…

ଜାନୁୟାରୀ ୨୬ରେ ରିଲିଜ ହେବ ରାଜକୁମାର ସନ୍ତୋଷୀଙ୍କ ଗାନ୍ଧୀ-ଗଡସେ ଏକ ଯୁଦ୍ଧ ଫିଲ୍ମ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମ ମେକର ରାଜକୁମାର ସନ୍ତୋଷୀ ୯ ବର୍ଷର ବ୍ରେକ ପରେ ତାଙ୍କ ଆଗାମୀ ଫିଲ୍ମ ନେଇ ଆସିଛନ୍ତି । ଗାନ୍ଧୀ-ଗଡସେ ଏକ ଯୁଦ୍ଧ ନାମକ ଏହି ଫିଲ୍ମ ଏବେଠାରୁ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ଏହା ରିଲିଜ ହେବ । ଭାରତରେ ମହାତ୍ମା ଗାନ୍ଧୀ ଏବଂ…

‘ପଠାନ’ରେ ବିକିନ ରଙ୍ଗ ପ୍ରଶ୍ନର ମୁହଁତୋଡ ଜବାବ ଦେଲେ ଦୀପିକା, ଭିଡିଓ ଭାଇରାଲ

ମୁମ୍ବଇ : ରିଲିଜ ପୂର୍ବରୁ ବିବାଦରେ ଫସିଗଲାଣି ଶାହାରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହାମଙ୍କ ଫିଲ୍ମ ‘ପଠାନ’  । ଫିଲ୍ମର ଗୀତ ବେଶର୍ମ ରଙ୍ଗ.. ରିଲିଜ ହେବା ପରେ ଏହି ବିବାଦ ଘନେଇଛି । ଗୀତରେ ବିକିନ ଲୁକକୁ ନେଇ ବେଶ ଟ୍ରୋଲ ହେଉଛନ୍ତି ଦୀପିକା । ଏପରିକି ମଧ୍ୟ ପ୍ରଦେଶର…

ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ:ଅଫିସିଆଲ ସିଲେକସନ ପାଇଁ ଶର୍ଟଲିଷ୍ଟ ହେଲା ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ପୁଣି ଚର୍ଚ୍ଚାରେ । ବ୍ୟବସାୟିକ ସଫଳତା ପରେ ଏବେ ଏହି ଫିଲ୍ମ ସମ୍ମାନଜନକ ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲର ଅଫିସିଆଲ ସିଲେକ୍ସନ ଶର୍ଟଲିଷ୍ଟରେ ସ୍ଥାନ ପାଇଛିି । ୧୯୯୦ ଦଶକରେ କଶ୍ମୀରରେ କିପରି କଶ୍ମୀର ପଣ୍ଡିତଙ୍କ…

ଅକ୍ଷୟ, କାର୍ତିକଙ୍କୁ ନେଇ ଅଡୁଆରେ ମେକର୍ସ, ହେରାଫେରୀ ୩ ପାଇଁ ଲକ କଲେ ୨ଟି ସ୍କ୍ରିପ୍ଟ

ମୁମ୍ବାଇ: ହେରାଫେରୀ ୩ ଫିଲ୍ମ ଆରମ୍ଭରୁ ଚର୍ଚ୍ଚାର କାରଣ ସାଜିଛି । ପ୍ରଡ୍ୟୁସର ଫିରୋଜ ନାଡିୟାଡୱାଲା ବର୍ତମାନେ ଏହି ଫିଲ୍ମ ପାଇଁ ୨ଟି ସ୍କ୍ରିପ୍ଟ ଲକ କରିଛନ୍ତି । ଅକ୍ଷୟ କୁମାର ଏବଂ କାର୍ତିକ ଆର୍ଯ୍ୟନଙ୍କୁ ନେଇ ଏହି ବିବାଦ ଉପୁଜିବାରୁ ମେକର୍ସ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁଲ…

‘ପଠାନ’ ଫିଲ୍ମରେ ଦୀପିକାଙ୍କ ନାରଙ୍ଗୀ ବିକିନିକୁ ବିରୋଧ, ମନ୍ତ୍ରୀ କହିଲେ ରିଲିଜ୍ ହେବାକୁ ଦେବୁନି…

ମୁମ୍ବାଇ: ରିଲିଜ୍ ପୂର୍ବରୁ ବିରୋଧ । ଦୀପିକା ପାଦୁକୋନଙ୍କ ବିକିନିକୁ ନେଇ ତେଜୁଛି ବିବାଦ । ଶାହରୁଖଙ୍କ ପ୍ରତୀକ୍ଷିତ ପଠାନ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଥିବା ବେଳେ ଫିଲ୍ମ ବିବାଦ ଘେରକୁ ଆସିଛି । ପଠାନ ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି । ଲୋକେ…

‘ଦ କଶ୍ମୀର ଫାଇଲ’କୁ ମିଳିଲା ଏଇ ୨ ସଫଳତା, ଖୁସି ଜାହିର କଲେ ବିବେକ

ମୁମ୍ବାଇ:ପୁଣି ଚର୍ଚ୍ଚାକୁ ଆସିଲା ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ । ଉକ୍ତ ଫିଲ୍ମକୁ ଲାଗ ଲାଗ ୨ଟି ସଫଳତା ମିଳିଛି । ଦିନକ ପୂର୍ବରୁ ବିବେକ ଅଗ୍ନହୋତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇ କହିଥିଲେ, ‘ଦ କଶ୍ମୀର ଫାଇଲ’ ସ୍ୱିଜରଲାଣ୍ଡ ଅନ୍ତର୍ଜାତୀୟ ଫିଲ୍ମ…