Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କମଲ ହାସନ, ରାଜାମୌଲିଙ୍କ ବୈଠକରେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା

ଭୁବନେଶ୍ୱର: ବାବୁସାନ ଅଭୀନିତ 'ଦମନ୍' ଏବଂ ନିକଟରେ ରିଲିଜ ହୋଇଛି ପ୍ରତୀକ୍ଷା ଫିଲ୍ମ ବା ଚଳଚ୍ଚିତ୍ର। ଦୁଇଟି ଫିଲ୍ମ ଲୋକଙ୍କ ମନକୁ ଛୁଇଁଛି। ଆଉ ଏହିପରି ଫିଲ୍ମ ଯଦି ଓଲିଉଡରେ ଆସିବ ତାହେଲେ ଆଗାମୀ ଦିନରେ ଓଡ଼ିଆ ସିନେମାରେ ଅନେକ ପରିବର୍ତ୍ତନ ଆସିବ ଅନେକ କଳାକାର ନିଜର ଗୌରବ…

ଆଶୀକ ୩ରେ କାର୍ତିକଙ୍କ ସହ ସ୍କ୍ରିନ ଶେୟାର କରିବେ ନୂଆ ମୁହଁ

ମୁମ୍ବାଇ: ଆଶୀକ, ଆଶୀକ ୨ର ଅପୂର୍ବ ସଫଳତା ପରେ ଏକାର ମେକର୍ସ ଏବେ ତୃତୀୟ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଶୀକରେ ରାହୁଲ ରାୟ ଓ ଅନୁ ଅଗ୍ରୱାଲ ଏବଂ ଆଶୀକ ୨ରେ ଆଦିତ୍ୟ ରାୟ କାପୁର ଓ ଶ୍ରଦ୍ଧା କାପୁର ଏହି ଫିଲ୍ମ ମାଧ୍ୟମରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଆଶୀକ…

ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ପାନ୍ ଇଣ୍ଡିଆ’ କଥା ଉଠିଲେ, ସିନେପ୍ରେମୀଙ୍କ ମନକୁ ଆସନ୍ତି ଅଭିନେତ୍ରୀ ଲକ୍ଷ୍ମୀ

ନୂଆଦିଲ୍ଲୀ : ୭୦ଦଶକରେ ଲୋକଙ୍କ ହୃଦୟ ଜିତିଥିଲେ । ଭାରତୀୟ ସିନେମାରେ ଇତିହାସ ରଚିଥିଲେ । ହିନ୍ଦି, ତାମିଲ, ତେଲୁଗୁ, ମାଲାୟାଲମ ଓ କନ୍ନଡ ଭାଷାରେ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ । ପାଞ୍ଚ ପାଞ୍ଚଟି ଭାଷାରେ ଅଭିନୟ କରି ଫିଲ୍ମ ଫେୟାର ଆଓ୍ୱାର୍ଡ ଜିତିବାରେ ସେ ହେଉଛନ୍ତି ଜଣେ ମାତ୍ର…

ଷ୍ଟେଜରେ ଆଣ୍ଠେଇ ପଡ଼ି କୁନି ପ୍ରତିଯୋଗୀଙ୍କୁ ଜୋତା ପିନ୍ଧାଇଲେ ଅମିତାଭ

ମୁମ୍ବାଇ: ଆଜି ବି ବଲିଉଡରେ ରହିଛି ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଦବଦବା । ରିଲ ଲାଇଫରେ ମେଗାଷ୍ଟାର ଅମିତାଭ ବଚ୍ଚନ ଯେତିକି ସାଧାସିଧା ରିଅଲ ଲାଇଫରେ ସେତିକି ଅମାୟିକ । କୌନ ବନେଗା କରୋଡପତିରେ ବିଗ ବି ଓ କଣ୍ଟେଷ୍ଟାଣ୍ଟଙ୍କ ସହ ତାଙ୍କର ଥଟ୍ଟା ମସ୍ତି ଦର୍ଶକଙ୍କ ମନକୁ ଛୁଇଁଛି ।…

ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ବୟକଟ ପଠାନ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମ ଏବେ ଚର୍ଚ୍ଚାରେ । ତେବେ ବଲିଉଡ ପାଇଁ ଗ୍ରହଣ ସାଜିଥିବା ବୟକଟ ଟ୍ରେଣ୍ଡ ପଠାନକୁ ଗ୍ରାସ କରିବାକୁ ଆସିଛି । ରିପୋର୍ଟ ମୁତାବକ ବେଶରମ ଗୀତ ରିଲିଜ ହେବା ପରେ ବୟକଟ ପଠାନ ଟ୍ରେଣ୍ଡ କରିବାରେ ଲାଗିଛି । ଯାହାକି ମେକର୍ସଙ୍କ ମୁଣ୍ଡ ବ୍ୟାଥାର କାରଣ…

ଗୋଲ୍ଡେନ ଗ୍ଲୋବ୍ସ ଆୱାର୍ଡ୍ସ: ୨ଟି ବିଭାଗରେ ଆରଆରଆରକୁ ନୋମିନେଶନ

ମାଡ୍ରାସ: ଦେଶ ପରେ ଏବେ ବିଦେଶରେ ଧୂମ ମଚାଉଛି ଆରଆରଆର । ବ୍ୟବସାୟୀକ ସଫଳତା ପରେ ଏସଏସ ରାଜମୌଲୀଙ୍କ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ଆନ୍ତର୍ଜାତୀୟ ସମ୍ମାନ ପାଇବାରେ ଲାଗିଛି । ଲସ ଆଞ୍ଜେଲ୍ସ ଫିଲ୍ମ କ୍ରିଟିକ୍ସ ଆସୋସିଏଶନ ପୁରସ୍କାର ପରେ ଏବେ ଗୋଲ୍ଡେନ ଗ୍ଲୋବ ଆୱାର୍ଡ୍ସର ୨ଟି ବିଭାଗ ପାଇଁ…

୧୦ ବର୍ଷ ପରେ ପିତା ହେବାକୁ ଯାଉଛନ୍ତି ରାମଚରଣ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରାମଚରଣ ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି । ରାମଚରଣଙ୍କ ବାପା ଚିରଞ୍ଜିବୀ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ରାମଚରଣ ଓ ଉପାସାନା ପରସ୍ପରକୁ ଭଲ ପାଇବା ପରେ ୧୪ ଜୁନ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ…

ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍

ଭୁବନେଶ୍ୱର : ଓଡ଼ିଆ ସିନେ ପ୍ରେମୀଙ୍କ ପାଇଁ ଆଉ ଏକ ଭେଟି, ତୋର ମୋର କଟି । ଓଡ଼ିଆ ମୁଭି ‘ତୋର ମୋର କଟି’ର ଅଡିଓ ରିଲିଜ୍ ହୋଇଛି । ଝିଲିକ ମୋସନ୍ ପିକଚର୍ସର ତୃତୀୟ ଭେଟି, ତୋର ମୋର କଟି ।  ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ୍ ହୋଇଛି । ଅଭିନେତ୍ରୀରୁ ପ୍ରଯୋଜିକା…

ପଠାନ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌

ନୂଆଦିଲ୍ଲୀ : ରିଲିଜ୍‌ ହେଲା ପଠାନ୍‌ ଫିଲ୍ମର ପ୍ରଥମ ଗୀତ  । ପ୍ରଥମେ ପୋଷ୍ଟର ପରେ ଟିଜର ବର୍ତ୍ତମାନ ପଠାନ୍‌ର ପ୍ରଥମ ଗୀତ ରିଲିଜ ହୋଇଛି  । ଯେଉଁଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ ଏବଂ ଦୀପିକା  । ଶାହାରୁଖ ଏବଂ ଦୀପିକାଙ୍କ ଏହି ଲୁକ୍‌କୁ ଦର୍ଶକମାନେ ଖୁବ୍‌ ପସନ୍ଦ…

ଦିଲ୍ଲୀପ କୁମାରଙ୍କ ଜନ୍ମଜୟନ୍ତୀରେ ଭାବବିହ୍ୱଳ ହେଲେ ସାଇରା ବାନୁ

ନୂଆଦିଲ୍ଲୀ : ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ତମ ଜନ୍ମ ବାର୍ଷିକୀ  । ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ହିରୋ ଦିଲୀପ କୁମାର ହିରୋ ନାମକ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ହୋଇଥିଲା  । ଶନିବାର ସାଇରା ବାନୁ ଚଳଚ୍ଚିତ୍ର…