Latest Odisha News
Browsing Category

ନ୍ୟୁଜ ମେକର

ପାଇଲଟ୍ ପ୍ରୋଜେକ୍ଟ

ଭୁବନେଶ୍ୱର : ୟଙ୍ଗ ପଲିଟିକାଲ ଲିଡର୍ ଲେଫ୍ଟନାଣ୍ଟ ସଚିନ୍ ରାଜେଶ ପାଇଲଟ୍ । ରାଜସ୍ଥାନ ପ୍ରଦେଶ କମିଟିର ପୂର୍ବତନ ସଭାପତି ସଚିନ୍ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୬ ଅନୁଗତ ପାଇଁ ମନ୍ତ୍ରୀ ପଦବୀ ଦାବି କରି ବସିଛନ୍ତି । ନିଜ ଜିଦ୍ ସହ ରାଜସ୍ଥାନ ରାଜନୀତିରେ ନିଜର ଦବଦବା ନେଇ ପ୍ରୟାସ…

ମନୋଜ ମ୍ୟାଜିକ୍ …

ଭୁବନେଶ୍ୱର : ମୋଷ୍ଟ ପପୁଲାର ବଲିଉଡ଼ ଆକ୍ଟର ମନୋଜ ବାଜପାୟୀ । ୱେବ୍ ସିରିଜ୍ ଅଭିନୟ ସାଙ୍ଗକୁ କରୋନା ସଚେତନତା ନେଇ ପାଲଟିଛନ୍ତି ରୋଲ୍ ମଡେଲ୍ । ୱେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ୍ -୨’ରେ ଦମଦାର ଆକ୍ଟିଂରେ ସମସ୍ତଙ୍କ ଫେଭରେଟ ପାଲଟିଯାଇଛନ୍ତି । ତା ସହିତ ଏଥିରେ ସରକାର ମଧ୍ୟ ପ୍ରଭାବିତ…

ସ୍ମୃତିରେ ସୁଶାନ୍ତ. . .

ଭୁବନେଶ୍ୱର : ସ୍ମୃତିରେ ସମସ୍ତଙ୍କର ଅତି ପ୍ରିୟ  ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ଏବେ ବି ପ୍ରତିଟି ହୃଦୟରେ ରାଜ୍ କରୁଛନ୍ତି ସୁଶାନ୍ତ । ଆଜି ବି ୁଦଜୀବୀତ ହୋଇ ରହିଛି ତାଙ୍କ ନିଖୁଣ ଅଭିନୟ । ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ସୁଶାନ୍ତଙ୍କ ଆଜି ଝୁରୁଛି ସାରା ଦେଶ । ଆଜି ଜୁନ୍ ୧୪ରେ…

ବୋରିସଙ୍କ ବିବାହ

ଭୁବନେଶ୍ୱର : ବ୍ରିଟେନ ରାଜନୀତିର ଭିନ୍ନ ବ୍ୟକ୍ତିତ୍ୱ ପ୍ରଧାନମନ୍ତ୍ରୀ ବୋରିସ । ବ୍ରିଟିସ୍ ପଲିଟିସିଆନ୍ ଆଲେ୍‌ଜାଣ୍ଡର ବୋରିସ୍ ଜନସନ୍ । କିଛି ନା କିଛି ଘଟଣା ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରୁହନ୍ତି ବୋରିସ୍ । ଏଇ ନିକଟରେ ନିଜଠାରୁ ୨୩ବର୍ଷ ସାନ କ୍ୟାରି ସାଇମଣ୍ଡସଙ୍କୁ ବିବାହ କରିିଛନ୍ତି ।…

ଯୋଶ୍‌ରେ ୟଶ୍

ଫୁଲ୍ ଯୋଶ୍‌ରେ ମାଡି ଆସୁଛି ୟଶ୍ । ସାମୁଦ୍ରିକ ଝଡ଼ ୟଶ୍ ପାରାଦୀପ-ସାଗରଦୀପ ମଝିରେ ଲ୍ୟାଣ୍ଡ ଫଲ୍ କରିବା ନେଇ ସବୁଆଡେ ସତର୍କ ସୂଚନା । ଆଗକୁ ପୁର୍ଣ୍ଣିର୍ିର୍ମା ଥିବାରୁ ବିପଦ ବଢିବାର ଆଶଙ୍କା କରାଯାଉଛି । ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସହ ପବନ ବହିବ । ସେହିଭଳି ବାତ୍ୟା ସମୟରେ…

ଅତ୍ରଙ୍ଗୀ ଅକ୍ଷୟ

ଭୁବନେଶ୍ୱର : ବଲିଉଡ଼ର ଷ୍ଟାର ଅକ୍ଷୟ କୁମାର । ଯିଏ କି ଖିଲାଡି କୁମାର ନାଁରେ ବେଶ ଜଣାଶୁଣା । ଜଣେ ଷ୍ଟାର ଭାବେ ନୁହେଁ ସମାଜ ସେବାରେ ସବୁଠୁ ଆଗରେ ରହିଛନ୍ତି । ଲୋକଙ୍କ ପ୍ରତିଟି ବିପଦ ସମୟରେ ସହଯୋଗର ହାତ ବଢାଇଛନ୍ତି । ସେ କରୋନା ସମୟରେ ଅକ୍ସିଜେନ୍ ଦେବା ହେଉ କି ମହାରାଷ୍ଟ୍ରରେ ମରୁଡ଼ି…

ଯୁଗ ପୁରୁଷ ସୁନ୍ଦରଲାଲ

ଭୁବନେଶ୍ୱର :ପରପାରିରେ ପ୍ରକୃତି ପ୍ରେମୀ ସୁନ୍ଦରଲାଲ ବହୁଗୁଣା । ଚିପକୋ ଆନ୍ଦୋଳନର ମୂଖ୍ୟ ପୁରୋଧା ତଥା ଯୁଗ ପୁରୁଷ ସୁନ୍ଦରଲାଲ । ପରିବେଶ ସୁରକ୍ଷା ପାଇଁ ସାରା ଜୀବନ ଉତ୍ସର୍ଗ କରିଦେଇଥିବା ସାଧା ସିଧା ମଣିଷଟିଏ । ଗାନ୍ଧୀଙ୍କ ଅହିଂସା ନୀତି ନେଇ ଆନ୍ଦୋଳନ ଜାରି ରଖିଥିଲେ । ଆଉ ତାଙ୍କ…

ରାହୁଲ ରିଟର୍ଣ୍ଣସ୍

ଭୁବନେଶ୍ୱର:  ପୁଣି ଭାରତୀୟ ଦଳ ସହିତ ଯୋଡି ହୋଇଛନ୍ତି ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ । ଦୀର୍ଘ ୭ବର୍ଷ ପରେ ଟିମ୍ ର କୋଚ ଭାବେ ଫେରିଛନ୍ତି । ଆସନ୍ତା ଜୁଲାଇରେ ଟିମ୍ ଶ୍ରୀଲଙ୍କା ଗସ୍ତ କରୁଥିବା ବେଳେ ଦ୍ଵିତୀୟ ଥର ପାଇଁ ରାହୁଲ ସିନିୟର୍ ଦଳରେ ଯୋଗଦାନ କରୁଛନ୍ତି । ତେବେ ଜୁଲାଇ ୫ରେ…

ବିବାଦୀୟ ପ୍ରିନ୍ସ ହ୍ୟାରୀ

ଭୁବନେଶ୍ୱର:ବିବାଦୀୟ ପ୍ରିନ୍ସ ହ୍ୟାରୀ ଓରଫ ହେନେରୀ ଚାର୍ଲ୍‌ସ ଆଲବର୍ଟ ଡେଭିଡ । ରାଜକୀୟ ପରିବାରରେ ଜୀବନ ହେଉଛି ବନ୍ଦୀ ଜୀବନ । ଏଥିରୁ ବାହାରି ମୁକ୍ତ ଜୀବନ ଜୀଇଁବାକୁ ୨୦୧୫ ରେ ସେ ରାଜପରିବାରଠାରୁ ଦୁରେଇଯାଇଥିଲେ । ତା ସହିତ ଅଭିନେତ୍ରୀ ମେଗନ ମାର୍କେଲଙ୍କୁ ବିବାହ କରି ଆହୁରି…

ଚର୍ଚ୍ଚାରେ ନେତାନ୍ୟହୁ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟହୁ । ଦେଶରେ ଏବେ ସଙ୍କଟ କାଳରେ ବିରୋଧର ଶିକାର ହେବାରେ ଲାଗିଛନ୍ତି । ପାଲେଷ୍ଟାଇନ ଆକ୍ରମଣର କଡ଼ା ଜବାବ୍ ଦେବାକୁ ଫୁଲ୍ ଦମ୍ ରେ ତୟାର୍ । ଖୁବଶିଘ୍ର ସଂଘର୍ଷର ଘଟିବ ଅନ୍ତ ,ଶତ୍ରୁତାର ଅବସାନ ଘଟାଇବା ନେଇ ତାଙ୍କର ପ୍ରୟାସ ଜାରି ରହିଛି ।…