Latest Odisha News

BREAKING NEWS

Browsing Category

କଟକ

Cuttack

ବଡ଼ ଖବର: କଟକରେ ଖୋଲିଲା ଗାର୍ମେଣ୍ଟ୍ ମଲ୍ !

କଟକ: ଓଡ଼ିଶା ସମେତ ସାରା ଭାରତରେ ଜାରି ରହିଛି ଲକ୍‌ଡାଉନ୍ । ଲକ୍‌ଡାଉନ୍ କଟକଣା ଯୋଗୁଁ ଦୀର୍ଘ ଦିନ ବନ୍ଦ ରହିବା ପରେ ଆଜି କଟକରେ ଖୋଲିଛି ଗାର୍ମେଣ୍ଟ୍ ମଲ୍ । ମିଳିଥିବା ସୂଚନାନୁଯାୟୀ, କଟକ ସହରର ବ୍ୟାବସାୟିକ ପେଣ୍ଠସ୍ଥଳ ଭାବେ ପରିଚିତ ବାଦାମବାଡ଼ି, ଦୋଳମୁଣ୍ଡାଇ ନୂଆପାଟଣା ଏବଂ…

ସାବଧାନ! ସନ୍ଧ୍ୟା ୭ଟା ପରେ ବାହାରେ ବୁଲୁଛି ଭୂତ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲାଗିଛି କର୍ଫ୍ୟୁ । ଏହି ସମୟରେ ଦୋକାନ ବଜାର ବନ୍ଦ ସହ ଯାତାୟତ ଉପରେ ବି କଟକଣା ଲାଗିଛି । ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ବାର୍ତ୍ତା ଦିଆଯାଇଛି । ସନ୍ଧ୍ୟା ୭ଟାରୁ ସକାଳ…

ଅନ୍ତରୀଣ ଜାମିନକୁ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର: ବିଚାର ବିଭାଗୀୟ ଅନ୍ତରୀଣ ଜାମିନ ଆବେଦନକୁ ମଙ୍ଗଳବାର ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଜୁନ୍ ୧୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଅଦାଲତଙ୍କ କହିବାନୁଯାୟୀ, ଭାରତୀୟ ପିଙ୍ଗଳ କୋର୍ଡ଼ ଧାରା ୪୩୯ ଅନୁସାରେ ସେସନ କୋର୍ଟ ଗୁଡ଼ିିକ ଦ୍ୱାରା ଅନ୍ତରୀଣ ଜାମିନ ପ୍ରଦାନ କରାଯାଉଥିଲା ।…

କରୋନା ଜୋନ ଅନୁଯାୟୀ କାମ କରିବ କୋର୍ଟ

ଭୁବନେଶ୍ୱର : କୋର୍ଟ କାର୍ଯ୍ୟକ୍ଷମ ନେଇ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ । କରୋନା ପ୍ରଭାବିତ ଅଂଚଳ ଦୃଷ୍ଟିରୁ ବିଭକ୍ତ ହୋଇଥିବା ଜୋନ ଅନୁଯାୟୀ କୋର୍ଟ ଖୋଲା ରହିବ । ହାଇକୋର୍ଟରେ ଆସନ୍ତାକାଲିଠାରୁ ସମସ୍ତ ୫ଟି କାର୍ଯ୍ୟ ଦିବସରେ ସିଙ୍ଗଲ ବେଂଚ ଏବଂ ମଙ୍ଗଳବାର ଓ…

ଓଲଟିଲା କରୋନା ପଜିଟିଭଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

କଟକ: ଓଏମ୍‌ପି ଛକରେ ଓଲଟିଲା କରୋନା ସଂକ୍ରମଣ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ଆଜି ଯାଜପୁରରୁ ଚିହ୍ନଟ ନୂଆ ୧୪ ଜଣ କରୋନା ପଜିଟିଭ ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରର ଏକ କୋଭିଡ୧୯ ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା…

ଜଷ୍ଟିସ୍ ମହମ୍ମଦ ରଫିକ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗୁରୁବାର ଦିନ ଜଷ୍ଟିସ୍ ମହମ୍ମଦ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି । ବର୍ତ୍ତମାନ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ…

ବିଶିଷ୍ଟ ଲେଖକ ତଥା ଶିକ୍ଷାବିତ୍ ଡକ୍ଟର ରତ୍ନାକର ଚଇନିଙ୍କ ପରଲୋକ

କଟକ : ବିଶିଷ୍ଟ ଲେଖକ, ନାଟ୍ୟକାର ତଥା ଶିକ୍ଷାବିତ୍ ଡକ୍ଟର ରତ୍ନାକର ଚଇନି ଆଜି କଟକ ବାଦାମବାଡି ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଗତ ଦୁଇବର୍ଷ ହେଲା ସେ ଅସୁସ୍ଥ ଥିଲେ । ସାହିତ୍ୟ କ୍ଷେତ୍ରରେ ତାଙ୍କର କୃତିତ୍ୱ ପାଇଁ…

ଭୁବନେଶ୍ୱର ଓ କଟକରେ ନିଃସହାୟଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ବଂଟନ

ଭୁବନେଶ୍ୱର: ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି…

କଟକରୁ ହଟିଲା କ୍ଲଷ୍ଟର କଂଟେନମେଣ୍ଟ ଜୋନ କଟକଣା

କଟକ: କଟକର ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବାପରେ ସହରର ପଟାପୋଲ ଅଂଚଳରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣା ରବିବାର ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସିଏମ୍‌ସି କମିଶନର । ତେବେ ଏଠାରେ ବତ୍ତମାନ ଚାଲିଥିବା…

ବ୍ରିଟେନରେ କରୋନା ଚିକିତ୍ସା କରୁଥିବା ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ !

ଲଣ୍ଡନ: ସାରା ବିଶ୍ୱରେ କରୋନା ମହାମାରୀର ଭୟାବହତା ବଢି ବଢି ଚାଲିଛି । ଆମେରିକା ଓ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ଗତ ୨ ଦିନ ହେଲା ବୃଦ୍ଧି ପାଇଛି । ବ୍ରିଟେନରେ କରୋନା ରୋଗ ଚିକିତ୍ସା କରୁଥିବା ୨ ଜଣ ଭାରତୀୟ ଡାକ୍ତରଙ୍କ ଏହି ଭୂତାଣୁ ସଂକ୍ରମଣରେ…