Latest Odisha News

BREAKING NEWS

Browsing Category

ସହର

City

ସାମ୍ବାଦିକ,ପର୍ବତାରୋହିଙ୍କ ବାଇକ ଯାତ୍ରା

ବରଗଡ଼ : ସଚେତନତା ସୃଷ୍ଟି କରୁଥିବା ବାଇକ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା । ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁରୀରୁ ଲେହ ଲଦାକ୍ ଯାତ୍ରା କରିଥିବା ଦୁଇ ଜଣିଆ ମୋଟର ସାଇକେଲ ଯାତ୍ରୀ ଦଳଙ୍କୁ ବରଗଡ଼ ମା ସମଲେଇ ମନ୍ଦିର ଠାରେ ସମ୍ବର୍ଦ୍ଧନା ଦିଆଯାଇଛି।…

ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ,ଫୋକସ୍‌ରେ ପଞ୍ଚାୟତ ନିର୍ବାଚନ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାର ବହୁ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ ଉପରେ ଆଲୋଚନା କରିଥିଲେ । ବାଇପାସ ସ୍ଥିତ ସଙ୍ଗମ ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଜୁ…

ବିଶ୍ୱକର୍ମା ମୂର୍ତ୍ତିରେ ଶେଷ ସ୍ପର୍ଶ

ପୁରୀ : ଆଉ ଦିନକ ପରେ ବିଶ୍ୱକର୍ମାଙ୍କ ପୂଜା ପାଳିତ ହେବ l କାରିଗର ମାନେ ବିଶ୍ୱକର୍ମା ମୂର୍ତ୍ତି ନିର୍ମାଣରେ ଶେଷ ସ୍ପର୍ଶ ଦେଉଛନ୍ତି l ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ମୂର୍ତ୍ତି କାରିଗର ମାନେ ହାତ ବାନ୍ଧି ବସିଥିବାବେଳେ ଚଳିତବର୍ଷ କରୋନା କଟକଣା ସାମାନ୍ୟ ଆଶ୍ବସ୍ତି କରାଯାଇଛି l…

ଘାଟିରେ ଓଲଟିଲା ଟ୍ରକ୍ ,୨ ଆହତ

ଜୟପୁର : ଘାଟିରେ ଓଲଟିଲା ଟ୍ରକ। ଜୟପୁର ଘାଟିରେ ଭାରସାମ୍ୟ ହରାଇ କୋଇଲା ବୋଝେଇ ଟ୍ରକ୍ ଟି ଓଲଟି ପଡ଼ିଥିବା ସୂଚନା ମିଳିଛି । ଫଳରେ ଟ୍ରକ୍ ପାର୍ଶ୍ଵ ଦେଇ ଯାଉଥିବା ଏକ ୧୦୭ ପିକ୍ଅପ୍ ଗାଡି ଓ ବୁଲେଟ ଟ୍ରକ୍ ତଳେ ଚାପି ହୋଇଯାଇଥିଲା । ଫଳରେ ପକ୍ଅପ୍ ଗାଡି ଡ୍ରାଇଭର ବୁଲେଟ ଚକ ତଳେ ଚାପି…

ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୂରାବସ୍ଥା

କଟକ : କଟକ ନୂଆବଜାରର ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୃଶ୍ୟ । ଟିକିଏ ବର୍ଷା ହେଲେ ରାସ୍ତାଘାଟ ବଡବଡ ଗାତମାନ ସୃଷ୍ଟି ହେଉଛି । ଏହି ରାସ୍ତାର ଦୂରବସ୍ଥା କହିଲେ ନସରେ । ବାଇକ, କାର୍, ସାଇକେଲ ସମେତ ଅନ୍ୟ ବଡ ମାଲ୍ ବୋଝେଇ ଗାଡି ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ହେଲେ କମ୍ପାନୀର…

ବନ୍ୟା ପାଣିରେ ବୁଡିଲା କାର

ଆଠଗଡ଼ : ବନ୍ୟା ଜଳରେ ବୁଡିଗଲା କାର୍। କଟକ ସମ୍ବଲପୁର ରାସ୍ତାର ଆଠଗଡ଼ ଦହିସେରା ପାଖରେ କାରଟି ବନ୍ୟା ଜଳରେ ଭାସିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ କାର କୁ ଉଦ୍ଧାର କରି ରାସ୍ତାକୁ ଆଣିଛନ୍ତି । ଦହିସେରା ରାସ୍ତାରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବା ବେଳେ କାରଟି ପାଣିରେ ପଶି…

ସାପୁଆ, କଣ୍ଟିଆ ନଦୀରେ ବନ୍ୟା

ଆଠଗଡ: ଆଠଗଡ଼ରେ ସାପୁଆ ଓ କଣ୍ଟିଆ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି। ସାପୁଆ ନଦୀରେ ରାସ୍ତାରୁ ମାତ୍ର ଏକ ଫୁଟ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁ ଦୁଇ ନଦୀରେ ବନ୍ୟା ଆସିଛି  ।  ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ଲକ୍‌ରେ ୩ ହଜାର ହେକ୍ଟରରୁ…

ବିଜେଡିରେ ଯୋଗଦେଲେ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ ପର୍ବ । ଆଜି କଂଗ୍ରେସ ହାତ ଛାଡି ବିଜେଡିରେ ଯୋଗଦେଲେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ର ଶେଖର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହୋଇଛନ୍ତିା ନିଜ…

ଇତିହାସ ପାଲଟିବ ସାତଭାୟା, ଲୀନ ହୋଇଯିବି ମା’ ପଞ୍ଚୁ ବରାହି ମନ୍ଦିର

କେନ୍ଦ୍ରାପଡା : ଇତିହାସ ପାଲଟିବ ସାତଭାୟା । ସମୁଦ୍ର ଗର୍ଭରେ ଲୀନ ହୋଇଯିବି ମା’ ପଞ୍ଚୁ ବରାହିଙ୍କ ମନ୍ଦିର । ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା’ ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ…

ବ୍ରାହ୍ମଣୀରେ ଘାଇ, ଲୋକେ ଜଳବନ୍ଦୀ

ଯାଜପୁର: ବ୍ରାହ୍ମଣୀ ନଦୀରେ ଘାଇ ।ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ଏବେ ବନ୍ୟା ପାଣି ଘେରରେ। ବରୀ ବ୍ଲକ ସାହୁପଡ଼ା ପଞ୍ଚାୟତର ମାଟିଆପଡ଼ା ନିକଟରେ ବ୍ରାହ୍ମଣୀ ନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ସାହୁପଡ଼ା ଏବଂ ଧାରପୁର ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି ହୋଇଛି। ଅନେକ ଅଞ୍ଚଳ ଜଳମଗ୍ନ…