Latest Odisha News

BREAKING NEWS

Browsing Category

ସହର

City

ପୁରୀରେ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ । ପୁରୀରେ ବିମାନବନ୍ଦର ନେଇ ଟିମର ସର୍ଭେ ଆରମ୍ଭ କରିଛନ୍ତି । ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର୨ ଜଣ ବିମାନ ବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗା ବୁଲି…

ପାଇଲଟ୍ ପ୍ରୋଜେକ୍ଟ

ଭୁବନେଶ୍ୱର : ୟଙ୍ଗ ପଲିଟିକାଲ ଲିଡର୍ ଲେଫ୍ଟନାଣ୍ଟ ସଚିନ୍ ରାଜେଶ ପାଇଲଟ୍ । ରାଜସ୍ଥାନ ପ୍ରଦେଶ କମିଟିର ପୂର୍ବତନ ସଭାପତି ସଚିନ୍ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୬ ଅନୁଗତ ପାଇଁ ମନ୍ତ୍ରୀ ପଦବୀ ଦାବି କରି ବସିଛନ୍ତି । ନିଜ ଜିଦ୍ ସହ ରାଜସ୍ଥାନ ରାଜନୀତିରେ ନିଜର ଦବଦବା ନେଇ ପ୍ରୟାସ…

ମାଷ୍ଟରକ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ରାଜଭବନକୁ ଉଠିଯିବ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତି ସ୍ଥାନାନ୍ତର ହେବ । ରାଜଭବନ ଛକକୁ ଏହାକୁ ସ୍ଥାନାନ୍ତର କରାଯିବ । ସ୍ମାର୍ଟ ସିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ପ୍ରଶସ୍ତୀକରଣ କରିଯାଉଥିବାରୁ ଘୋଡ଼ାକୁ ସ୍ଥାନାନ୍ତର କରାଯିବ । ଛଅ ମାସ ତଳେ…

ପ୍ରକୃତି କୋଳକୁ ଫେରିଲେ ନାଗ ସାପ ଛୁଆ

ଭୁବନେଶ୍ୱର : ପ୍ରକୃତି କୋଳକୁ ଫେରିଲେ ନାଗ ଛୁଆ । ୨୦ଟି ଅଣ୍ଡାର ଛୁଆ ବାହାରିଛନ୍ତି । ୨୧ଟି ଅଣ୍ଡାରୁ କୃତ୍ରିମ ଉପାୟରେ ସାପ ଛୁଆ ବାହାର କରାଯାଇଛି । ୨୩ରରୁ ୨୬ ଦିନରେ ଦୁଇଟି ପର୍ଯ୍ୟାୟରେ ଏହି ଅଣ୍ଡା ସବୁ ବାହାରିଛନ୍ତି । ଜୁନ୍ ମାସରେ ସମସ୍ତ ଅଣ୍ଡାରୁ ଛୁଆ ବାହାରିଥିଲା । ତେବେ କୌଣସି…

ବାରିପଦାରେ ରଥଯାତ୍ରାକୁ ଅନୁମତି ଦାବିରେ ପଦଯାତ୍ରା

ବାରିପଦା: ପୁରୀ ଭଳି କୋଭିଡ୍ କଟକଣାରେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି । ଏନେଇ ଆଜି ବାରିପଦାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା । ମଠମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ…

ଓଳଟିଲା କାଙ୍କଡ଼ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହି ନେଲେ

ଭୁବନେଶ୍ୱର: ଓଲଟିଲା କାଙ୍କଡ଼ ବୋଝେଇ ଟ୍ରକ୍ । ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ ନିକଟରେ ଏକ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ସେଥିଲେ ଥିବା କାଙ୍କଡ ବୋଝେଇ ବସ୍ତା ସବୁ ଏଣେତେଣେ ପଡ଼ିଲା । ଏହାର ଫାଇଦା ନେଇ ରାସ୍ତାରେ ଯାଉଥିବା ଲୋକମାନେ ଘରକୁ ବୋହି ନେଲେ କାଙ୍କଡ଼ । କିଏ ବ୍ୟାଗରେ…

ବାହୁଙ୍ଗିରେ ବୁହାହେଲା ରୋଗୀ , ଅଧାରାସ୍ତାରେ ମୃତ୍ୟୁ

ମହାକାଳପଡ଼ା : ରାସ୍ତା ନଥିବାରୁ ପୁଣି ଏକ ଦୁଃଖଦ ଚିତ୍ର ସାମନାକୁ ଆସିଛି । ଆମ୍ବୁଲାନ୍ସ ପାଖକୁ ଗଲା ବେଳକୁ ଚାଲିଗଲା ରୋଗୀର ଜୀବନ । ଏହିଭଳି ଏକ ଘଟଣା ଘଟିଛି ମହାକାଳପଡ଼ା ଲୁଣିମାଠିଆ ଗାଁରେ । ଏହି ଗାଁ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଖୋଦ୍ କେନ୍ଦ୍ରାପଡା ଜିଲ୍ଲାରେ । ଗାଁର ନରୋତ୍ତମ…

ଘରୁ ଡାକିନେଇ ଧାନ ବ୍ୟବସାୟୀଙ୍କୁ ବୋମା ମାଡ

ଭୁବନେଶ୍ୱର: ବେଆଇନ୍ ଅସ୍ତ୍ରଶସ୍ତ୍ରର ଅବାଧ କାରବାର ରାଜଧାନୀରେ ଅପରାଧୀଙ୍କର ସାହାସ ବଢାଇଛି । ଦିନ ହେଉ ଅବା ରାତି, ଅପରାଧ ଘଟାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି ଅପରାଧୀ । ବାଲିଅନ୍ତା ଥାନା ଅନ୍ତର୍ଗତ କୁଳସାହିରେ ଧାନ ବ୍ୟବସାୟୀଙ୍କୁ ରାତି ଅଧରେ ହୋଇଛି ବୋମା ମାଡ । ମିଳିଥିବା ସୂଚନା…

ଲକ୍ ଡାଉନରେ ଲୁଟ୍ ପାଟ

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ଲୁଟ୍ । ଦିନ ଦିପହରରେ ବି ଚାଲିଛି ଲୁଟ୍ ପାଟ । ଲକ୍ ଡାଉନ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ବହୁ ଲୁଟ ପାଟ ହେଉଥିବା ଅଭିଯୋଗ ହୋଇଛି । କିଛି ଦିନ ବ୍ୟବଧାନରେ ଏବେ ପୁଣି ସେକ୍ଟର -୨୧ ଅଞ୍ଚଳରେ ଚୋରି । ସେଠାରେ ଥିବା ଏକ ଜାତୀୟ ଗଣମାଧ୍ୟମ…

କଟକଣା ଭିତରେ ଦେବ ଦମ୍ପତିଙ୍କ ବାହାଘର

ସମ୍ବଲପୁର : ମହମାରୀ ଭିତରେ ବି ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । କୋଭିଡ କଟକଣା ଭିତରେ ସମସ୍ତ ରୀତିନୀତି ସହକାରେ କରାଯାଇଛି ବିବାହ । ସମ୍ବଲପୁରର ଝାଡୁଆପଡାରୁ ନେଇ ମୁଦିପଡା ଓ ବଡ଼ବଜାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିରରେ ମହାଦେବଙ୍କ ମହାଆଳତୀ କରାଯାଇ…