Latest Odisha News

BREAKING NEWS

Browsing Category

ସହର

City

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେଵଳ ତିନି ରଥରେ କପଡା ପକାଯିବା କାର୍ଯ୍ୟ ଚାଲୁ ରହିଛି। ତେବେ ରଥ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ହେବ ସେ ନେଇ ପୁରୀ ଜିଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାପାଳ ଙ୍କ ସୂଚନା ଅନୁଯାୟୀ src ଙ୍କ…

ଶେଷ ଦେବଦାସୀ ପରଶମଣିଙ୍କ ପରୋଲୋକ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି । ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ପରଲୋକ ଘଟିଛି । ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା।  ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର…

ରେଳ ଫାଟକରେ ଭିଡ

କଟକ : ରେଳ ଫାଟକରେ ନାହିଁ ନଥିବା ଭିଡ । କଟକ ପାରାଦୀପକୁ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଲୋକମାନଙ୍କୁ। କଟକ ଗୋଶାଳା ରେଳଫାଟକର ଦୃଶ୍ୟ । ନୂଆବଜାର ଛକରୁ ଗୋଶାଳା ଓ ନୂଆପଡା,ଖପୁରିଆ ଦେଇ ଜାତୀୟ ରାଜପଥର ପ୍ରେସ୍ ଛକକୁ ସଂଯୋଗ କରୁଥିବା ରାସ୍ତା ।…

ରଥଯାତ୍ରାରେ ତିନି ରଥ ପାଇଁ ସୋଲ ଫୁଲ ଟାହିଆ

ଖୋର୍ଦ୍ଧା: ରଥଯାତ୍ରା ପାଇଁ ତିନି ରଥରେ ଲାଗିବ ସୋଲ ଫୁଲ ।  ବଡ ଦାଣ୍ଡରେ ତିନି ରଥ ଗଲାବେଳେ ରଥରେ ଝଟକୁ ଥାଏ ସୋଲ ଫୁଲ । ଏହି ଫୁଲ ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇ ସାହି ର ରାଜ କିଶୋର ପ୍ରସ୍ତୁତ କରି ଲଗାଇଥାନ୍ତି । କାରୋନା କଟକଣା ରେ ମଧ୍ୟ ସେବାରୁ ବିରତ ହୋଇନାଂହାତି ।   ଧଳା ରଙ୍ଗର ସେବତୀ,…

ପୁଣି ହାତୀ ଉପଦ୍ରବ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲାର କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ମୁଖ୍ୟ ସମସ୍ୟା ଦେଖାଦେଇଛି। କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପାଖରୁ ଦୁଇଟି ହାତୀପଲ କରଞ୍ଜିଆ ବନବିଭାଗରେ ମୁଣ୍ଡ ବିନ୍ଧା କାରଣ ପାଳିଟିଛି । ପ୍ରତ୍ୟେକ ଦିନ ସଂନ୍ଧ୍ୟା ହେଲେ ଆଖପାଖ ଗାଁରେ ହାତୀ ପଲ ପଶି ଲୋକଙ୍କ ଘରଦ୍ୱାର…

ପେଟ ପାଇଁ ସବୁ ନାଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଅବାଧରେ ଚାଲିଛି ଦେଶୀ ମଦ ପ୍ରସ୍ତୁତି । ବଣ୍ଡା ଘାଟି ଠାରୁ ଆରମ୍ଭ କରି ବାଲିମେଳା ,ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି କାଲିମେଳା ସବୁଠି ଗାଁ ଗାଁରେ ଆଦିବାସୀ ଲୋକେ ଏପରି ଅବାଧରେ ମଦ ପ୍ରସ୍ତୁତି କରୁଛନ୍ତି । କରୋନା ମହାମାରୀ ସମୟରେ ଆର୍ଥିକ ମେରୁଦଣ୍ଡ…

IDBPପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ

ଭୁବନେଶ୍ୱର : ଆଇବିଡିପି ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ବାଜିମାତ । ଇଣ୍ଟରନାସ୍‍ନାଲ୍‍ ବାକାଲରେଟ୍‍ ଡିପ୍ଲୋମା ପ୍ରୋଗ୍ରାମ୍‍ (ଆଇବିଡିପି) ପରୀକ୍ଷାରେ କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ମଙ୍ଗଳବାର…

ଘର ଭିତରୁ ୪ ଫୁଟ ଲମ୍ବର ଗୋଧି ଉଦ୍ଧାର

ଭୁବନେଶ୍ୱର : ପାଇଖାନା ଭିତରୁ ବିରାଟକାୟ ଗୋଧି ଉଦ୍ଧାର ।  ଗୋଧି ପାଇଁ ୫ ଦିନ ବନ୍ଦ ରହିଲା ଗାଧୁଆ ଘରେ । ଭୁବନେଶ୍ୱର ପଳାଶୁଣି କପିଳେଶ୍ୱର ବିହାର ଲେନ-୬ ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ଗୋଧି । ଗୋଧିଟି ବାହାର କାନ୍ଥରେ ଲାଗିଥିବା ପ୍ଲାଷ୍ଟିକ ପାଇପକୁ…

କୋଭିଡ୍ ଟିକା ହେରଫେର୍ ସହ ଅନିୟମିତତା ଅଭିଯୋଗ

କଟକ : ସରକାରଙ୍କ ନିୟମର ଖୁଲମଖୁଲା ଉଲ୍ଲଘଂନ । ସକାଳରୁ ଅପରାହ୍ନ ଯାଏଁ ଟିକା କେନ୍ଦ୍ରରେ ଟିକା ଦେବା ପାଇଁ ନିୟମ କରିଛନ୍ତି ସରକାର । ମାତ୍ର କଟକର ତିନିଘରିଆ ଠାରେ ଥିବା ନୂଆବଜାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତିରେ ଟିକା ଦିଆଯାଉଥିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ରାତି…

ଚମକିବ ବାଉଁଶରେ ତିଆରି ଗହଣା

ରାୟଗଡା :: ଦେଶ ବିଦେଶରେ ଚମକିବ ଏବେ ବାଉଁଶରେ ତିଆରି ଗହଣା । ଆଧୁନିକ ଯୁଗରେ ଆଧୁନିକ ପସନ୍ଦ୍ । ତେବେ ଆଜିକାଲି ଫ୍ୟାସନ କୁ ନେଇ ଆଦିବାସୀ ମୂଳକର ଝିଅ ତିଆରି କରିଛନ୍ତି ଗହଣା । ତା ପୁଣି ବାଉଁଶରେ । ପ୍ରକୃତିର ଉପାଦାନ ବାଉଁଶ ରେ ଅଳଙ୍କାର ପ୍ରସ୍ତୁତ କରି ଆଦିବାସୀ ଏବେ ସ୍ଵାବଲମ୍ବୀ…