Latest Odisha News

BREAKING NEWS

Browsing Category

ସହର

City

ରାଉରକେଲାକୁ କୋଭିଡମୁକ୍ତ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି: କମିଶନର

ରାଉରକେଲା: ରାଉରକେଲାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକୀୟ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉଛି। "ଯେଉଁସବୁ ଅଞ୍ଚଳରେ ଟେଷ୍ଟିଂ ବେଳେ ଅଧିକ ସଂଖ୍ୟାରେ ପଜିଟିଭ୍ କେସ୍ ଆସୁଛି ସେହି ସ୍ଥାନରେ ସଂକ୍ରମଣକୁ ରୋକିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ…

କରୋନାକୁ ପରାସ୍ତ କଲେ ୯୮ ବର୍ଷୀୟା ବୃଦ୍ଧା

ଭୁବନେଶ୍ୱର: ପରିଣତ ବୟସ ଓ ଦୃଢ ମନୋବଳ ଆଗରେ ହାର ମାନିଲା କରୋନା ସଂକ୍ରମଣ । କେଭିଡ୍‌-୧୯ର ଦ୍ୱିତୀୟ ଲହରକୁ ଚିରି ବିଜୟୀ ହୋଇଛନ୍ତି ଜଣେ ୯୮ ବର୍ଷୀୟା ବୃଦ୍ଧା । କରୋନାରେ ସଂକ୍ରମିତ ହୋଇ ଏହି ବୃଦ୍ଧା ଜଣକ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅନ୍ନପୂର୍ଣ୍ଣା…

କରୋନାରେ ଆଖି ବୁିଜିଲେ ଆଉ ଜଣେ ସାମ୍ବାଦିକ

ରାଉରକେଲା: ଖବର ସଂଗ୍ରହ ପାଇଁ ଦିନ ରାତି ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ବ୍ୟକ୍ତି ଆଜି ନିଜେ ଫଟୋ ପାଲଟିଯାଇଛନ୍ତି । ରାଉରକେଲାର କନକ ନ୍ୟୁଜର କ୍ୟାମେରାମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ୫୦ ବର୍ଷୀୟ ସୁମନ୍ତ ଗତ କିଛି ଦିନ…

ଅନ୍‌ଲାଇନ୍ ଅଛନ୍ତି ପପୁ ପମ୍‌ପମ୍ !

ଭୁବନେଶ୍ୱର: ଓଡିଶାର ଅନନ୍ୟ ହାସ୍ୟ ଅଭିନେତା ପପୁ ପମ୍‌ପମ୍ । ପ୍ରକୃତ ନାଁ ତତ୍ତ୍ୱପ୍ରକାଶ ଶତପଥୀ । ଖାସ କରି ଇନଷ୍ଟାଣ୍ଟ କମେଡି ପାଇଁ ଏହି ଅଭିନେତା ଜଣକ ବେଶ ଜଣାଶୁଣା । ଓଡିଶାରେ ଆଜି ପର୍ଯ୍ୟନ୍ତ କମେଡି ମାମଲାରେ ପପୁଙ୍କୁ ଟକ୍କର ଦେବାକୁ ବୋଧ ହୁଏ କେହି ସମର୍ଥ ହୋଇଥିବେ । ନିଜ…

ପାରାଦ୍ଵୀପରେ ଆମ୍ବୁଲାନ୍ସ ସେବା

ପାରାଦ୍ଵୀପ:ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ସଙ୍କଟ ଜଣକ ରହିଛି । ଦିନକୁ ଦିନ ସ୍ଥିତି ବିଗିଦିବାରେ ଲାଗିଛି । ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିବା ସହିତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସ…

ଖଣି ଅଞ୍ଚଳରେ ସଂସ୍କାର

ବେଙ୍ଗାଲୁରୁ: କରୋନା ସ୍ଥିତି ବେଶ୍ ଭୟଙ୍କର ହେବାରେ ଲାଗଛି । ମହାମାରୀ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି ।ସବୁଠୁ ବଡ଼ ଦୟନୀୟ ଚିତ୍ର ହେଉଛି ମୃତ ଦେହ ଦାହ ପାଇଁ ମିଳୁନି ଜାଗା । ଦେଶର କିଛି ରାଜ୍ୟରେ ମୃତ ଦେହ ସତ୍କାର କରିବାରୁ ଶ୍ମଶାନରେ…

ନୀରବିଗଲେ ଆଙ୍କର ଓ ଆର୍‌ଜେ ସବନମ୍

ଭୁବନେଶ୍ୱର: ଆରପାରିରେ ସବନମ୍ ସିରିନ୍ । ଅନେକ ଲୋକ ଏହି ଖବରକୁ ବିଶ୍ୱାସ କରିପାରୁନାହାନ୍ତି । ଓଡିଶା ଗଣମାଧ୍ୟମରେ ସବନମ୍‌ଙ୍କ ନାଁ ବେଶ ଜଣାଶୁଣା । ହେଲେ ଆଜି ସେ ସମସ୍ତଙ୍କୁ ଟିକେ ଅଧିକ ମନେ ପଡିଛନ୍ତି । କାହିଁକି ନା କରୋନାରେ ସଂକ୍ରମିତ ହୋଇ ସବନମ୍ ଚାଲିଯାଇଛନ୍ତି ଆରପାରିକୁ । କନକ…

ରାଉରକେଲା ମହାନଗରରେ ଆଜିଠୁ ୧୮-୪୪ ବର୍ଷ ବର୍ଗଙ୍କୁ ଟିକାକରଣ

ରାଉରକେଲା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଜିଠାରୁ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ପଞ୍ଜିକରଣ କରିଥିବା ବ୍ୟକ୍ତି ନିଜ ସ୍ଲଟ୍ ଅନୁଯାୟୀ ନିର୍ଦ୍ଦିଷ୍ଟ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇପାରିବେ ।…

ଏକ ନମ୍ବର ହାଟ ପାଇଁ ନୂଆ ସମୟ, ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ ହୋଲସେଲ ବେପାର

ଭୁବନେଶ୍ୱର: କରୋନା ସମୟରେ ଭିଡକୁ ଦୃଷ୍ଟିରେ ରଖି ଏକ ନମ୍ବର ହାଟରେ ହୋଲସେଲ ବ୍ୟବସାୟର ସମୟକୁ ପରିବର୍ତ୍ତନ କରାଯାଇଛି । ଭୁବିନେଶ୍ୱର ମହାନଗର ନିଗମ, କମିଶନରେଟ୍ ପୋଲିସ ଓ ବ୍ୟବସାୟଙ୍କ ମଧ୍ୟରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାତି ତିନିଟାରୁ ସକାଳ ସାଢେ ଛଅ ଯାଏଁ…

କଟକ ଜବହାରଲାଲ ନେହରୁ ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଦ୍ୱିତୀୟ ଡୋଜ୍ ଟିକାକରଣ ଶିବିର

କଟକ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଟିକାକରଣ ଅଭିଯାନ ବି ଜୋରଦାର ହୋଇଛି । ଆଜିଠାରୁ କଟକରେ ଆରମ୍ଭରେ ହୋଇଛି ମେଗା ଟିକାକରଣ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ଟିକାକରଣ ଆରମ୍ଭ ହୋଇଛି । ସକାଳ ୯ଟାରୁ ଚାଲିଛି…