Latest Odisha News

BREAKING NEWS

Browsing Category

ସହର

City

ବିନା ମାସ୍କରେ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ଡ୍ୟାନ୍ସରେ ମତୁଆଲା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମେ ୨୧ ତାରିଖରେ…

ଜମିରେ ପଡିଛି ଧାନ, ଚିନ୍ତାରେ ଚାଷୀକୁଳ

କଳାହାଣ୍ଡି : କୃଷି ଓ କୃଷକ କଲ୍ୟାଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ…

ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ…

ଉପାନ୍ତ ଜଙ୍ଗଲରେ ଜୀବିକାର ମାଧ୍ୟମ

ପାଟଣାଗଡ: ଉପାନ୍ତ ଜଙ୍ଗଲରେ ବେଆଇନ ମଦ ପ୍ରସ୍ତୁତ ସାଜିଛି ଜୀବନ ଜୀବିକାର ମାଧ୍ୟମ । କରୋନା ମହାମାରୀରେ ସାରା ଦେଶ କବଳିତ ।। ତା ସହିତ ଲକଡାଉନ ସଟଡାଉନ ପାଇଁ ଲୋକଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବିତ ହୋଇଛି । ଏହି ସମୟରେ ଲୋକେ କାମଧନ୍ଦା ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ତପୁଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ୱର: ମହାମାରୀ କରୋନା କବଳରେ ସେଲିବ୍ରିଟି । କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଥିବା ବେଳେ ଅମ୍ଳଜାନ ସ୍ତର ଖସିବାରେ ଲାଗିଛି । ତପୁଙ୍କର ଏବେ ଲମ୍ବା ସମୟ ଧରି…

ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୁବର୍ଣ୍ଣପୁର : ଦେବଦମ୍ପତିଙ୍କ ବିବାହ ଶେଷ ହୋଇଥିବା ବେଳେ ଆଜି ଯୁଗଳ ଦର୍ଶନ । କରୋନା କଟକଣା ଭିତରେ ଶୀଳଷଷ୍ଠୀ ଯାତ୍ରା ଶେଷ ହୋଇଛି ।ସୁବର୍ଣ୍ଣପୁର ଥାନପତି ପଡାର ଚନ୍ଦ୍ରଶେଖର ମନ୍ଦିରରୁ ବରାନୁଗମନ କରି କନ୍ୟା ପିତା ଘରକୁ ବରାତ୍ ପହଞ୍ଚିବା ପରେ, କନ୍ୟା ପିତାଙ୍କ ବାସଭବନରେ ବିବାହ…

ପୁରୀରେ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ । ପୁରୀରେ ବିମାନବନ୍ଦର ନେଇ ଟିମର ସର୍ଭେ ଆରମ୍ଭ କରିଛନ୍ତି । ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର୨ ଜଣ ବିମାନ ବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗା ବୁଲି…

ପାଇଲଟ୍ ପ୍ରୋଜେକ୍ଟ

ଭୁବନେଶ୍ୱର : ୟଙ୍ଗ ପଲିଟିକାଲ ଲିଡର୍ ଲେଫ୍ଟନାଣ୍ଟ ସଚିନ୍ ରାଜେଶ ପାଇଲଟ୍ । ରାଜସ୍ଥାନ ପ୍ରଦେଶ କମିଟିର ପୂର୍ବତନ ସଭାପତି ସଚିନ୍ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୬ ଅନୁଗତ ପାଇଁ ମନ୍ତ୍ରୀ ପଦବୀ ଦାବି କରି ବସିଛନ୍ତି । ନିଜ ଜିଦ୍ ସହ ରାଜସ୍ଥାନ ରାଜନୀତିରେ ନିଜର ଦବଦବା ନେଇ ପ୍ରୟାସ…

ମାଷ୍ଟରକ୍ୟାଣ୍ଟିନରେ ଥିବା ଘୋଡ଼ା ପ୍ରତିମୂର୍ତ୍ତି ରାଜଭବନକୁ ଉଠିଯିବ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡାର ମୂର୍ତ୍ତି ସ୍ଥାନାନ୍ତର ହେବ । ରାଜଭବନ ଛକକୁ ଏହାକୁ ସ୍ଥାନାନ୍ତର କରାଯିବ । ସ୍ମାର୍ଟ ସିଟି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ପ୍ରଶସ୍ତୀକରଣ କରିଯାଉଥିବାରୁ ଘୋଡ଼ାକୁ ସ୍ଥାନାନ୍ତର କରାଯିବ । ଛଅ ମାସ ତଳେ…

ପ୍ରକୃତି କୋଳକୁ ଫେରିଲେ ନାଗ ସାପ ଛୁଆ

ଭୁବନେଶ୍ୱର : ପ୍ରକୃତି କୋଳକୁ ଫେରିଲେ ନାଗ ଛୁଆ । ୨୦ଟି ଅଣ୍ଡାର ଛୁଆ ବାହାରିଛନ୍ତି । ୨୧ଟି ଅଣ୍ଡାରୁ କୃତ୍ରିମ ଉପାୟରେ ସାପ ଛୁଆ ବାହାର କରାଯାଇଛି । ୨୩ରରୁ ୨୬ ଦିନରେ ଦୁଇଟି ପର୍ଯ୍ୟାୟରେ ଏହି ଅଣ୍ଡା ସବୁ ବାହାରିଛନ୍ତି । ଜୁନ୍ ମାସରେ ସମସ୍ତ ଅଣ୍ଡାରୁ ଛୁଆ ବାହାରିଥିଲା । ତେବେ କୌଣସି…