Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ] ବିଧାୟକ ବାହିନୀପତି ସାଜିଲେ କଳାକାର

ଭୁବନେଶ୍ୱର: ରାଜନେତାଙ୍କର କେତେ ରୂପ । ତେବେ ଏଠି କାହାକୁ ଆକ୍ଷେପ କରାଯାଇନି, ବରଂ ଓଡିଶାର ଜଣେ ବିଧାୟକଙ୍କ ଅନ୍ୟତମ ପ୍ରତିଭା ବିଷୟରେ ଉଲ୍ଲେଖ ହୋଇଛି । କୋରାପୁଟ, ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ଅନେକ ଥର ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏଥର ସେ କଳାକାର ସାଜି ଏକ ଭଜନ…

ବ୍ରାଣ୍ଡ ନାଁରେ ଭେଜାଲ୍ ମାଲ୍: ନକଲି ମିନେରାଲ୍ ଓ୍ୱାଟର କାରଖାନା ଠାବ

ଭୁବନେଶ୍ୱର: ଅସଲି ବ୍ରାଣ୍ଡରେ ନକିଲା କାରବାର । ରାଜଧାନୀରୁ ଠାବ ହୋଇଛି ନକଲି ପାଣି କାରଖାନା । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଅନ୍ତର୍ଗତ ଗ୍ରାମଡ଼ିହ ଗାଁରେ ଚାଲିଥିଲା ଏହି ନକଲି ମିନେରାଲ୍‌ ୱାଟର୍‌ କାରଖାନା । ଏହି ଘଟଣାରେ ମ୍ୟାନେଜର ଓ ସୁପରଭାଇଜରଙ୍କୁ ଗିରଫ କରାଯାଇଛି ।…

ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର CETର (College of Engineering and Technology) ପ୍ରଫେସର ଭାଗବତ ପ୍ରସାଦ ରଥଙ୍କ ମୃତଦେହ ଘାଟିକିଆ ସ୍ଥିତ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ । ତାଙ୍କ ଘର କୋରାପୁଟ ଜିଲ୍ଲା ସୁନାବେଡ଼ାରେ…

ଦଶହରା ପାଇଁ କଟକରେ ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ

କଟକ: ଏବର୍ଷ କରୋନା କଟକଣା ଭିତରେ ଦଶହରା ଅନୁଷ୍ଠିତ ହେଉଛି । କଟକ ସହରରେ ଦଶହରା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ମୁତୟନ ରହିବେ ୩୦ ପ୍ଲାଟୁନ୍ ଫୋର୍ସ । ଶହେ ଜଣ ପୋଲିସ ଅଫସର ନିୟୋଜିତ ରହିବେ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । ଦଶହରା ପାଇଁ ସୁରକ୍ଷା…

ଓଡିଶା ପାଇଁ ଗର୍ବ, ନୋବେଲ ଶାନ୍ତି ପୁରସ୍କାର ଟିମରେ ଏନଆଇଟିର ପୂର୍ବତନ ଛାତ୍ର

ରାଉରକେଲା: ୱାର୍ଲଡ୍ ଫୁଡ ‌ପ୍ରୋଗ୍ରାମ(ଡବ୍ଲୁଏଫ୍‌ପି)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର ୨୦୨୦ । ଏହା ଓଡିଶା ପାଇଁ ଗର୍ବ ଯେ ଏହି ଟିମରେ ପରାମର୍ଶଦାତା ପରିଷଦର ସଦସ୍ୟ ଭାବେ କାମ କରିଛନ୍ତି ରାଉରକେଲା ଏନଆଇଟିର ଛାତ୍ର ପ୍ରଣବ ଖୈତାନ । ସେ ଏଥିରେ ‘କୃତ୍ରିମ ବୁଦ୍ଧିମତା…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୨୧୩ କରୋନା ପଜିଟିଭ; ୩୦୭ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ଜାଣନ୍ତୁ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜାରି ଥିବା ଶବଦାହ କଟକଣାକୁ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ “ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଆମେ ପୁରୀ ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା…

ଖୁବଶୀଘ୍ର ସବୁ ପଂଚାୟତକୁ ପହଂଚିବ ବ୍ରୋଡବ୍ୟାଣ୍ଡ !

ଭୁବନେଶ୍ଵର: ହାତଗଣତି ରାଜ୍ୟ ଭାବେ ଏକଦା ଓଡ଼ିଶାକୁ ଦେଶର ଶ୍ରେଷ୍ଠ ଚାରିଟି ଆଇଟି କମ୍ପାନୀ ଆସିଥିଲେ ହେଁ ସେତେବେଳେ ଆଇଟି କ୍ଷେତ୍ର ଭାବେ ଆମ ରାଜ୍ୟର ଭିତ୍ତିଭୂମି ଓ ପରିବେଶ ନ ଥିବାରୁ ଆମେ କିଛିଟା କ୍ଷେତ୍ରରେ ପଛୁଆ ରହିଗଲୁ । ଏବେ ଆଇଟି ଏବଂ ଆଇଟିଇଏସ୍ କ୍ଷେତ୍ରକୁ ବେଶ୍ ପ୍ରାଧାନ୍ୟ…

RAN-NITI ୨୦୧୯-୨୦ କପ ଜିତିଲା ରାଉଲକେଲା ଷ୍ଟିଲ ପ୍ଲାଣ୍ଟ

ରାଉରକେଲା: ଓଡିଶାର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ର ଏକ ତିନିଜଣିଆ ଦଳ ସମ୍ମାନଜନକ ନିର୍ଦ୍ଦେଶକ (ପର୍ସନାଲ) କପ୍ RAN NITI ୨୦୧୯-୨୦ଜିତିଛନ୍ତି । ଦଳର ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ବିକ୍ରାନ୍ତ କୁମାର ପଟେଲ, ଉଭୟ ଅର୍ଥ ଏବଂ ଆକାଉଣ୍ଟସ୍ ବିଭାଗର ମ୍ୟାନେଜର ଥିବା ବେଳେ,…

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀରେ ABADHA ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ବ୍ୟତୀତ ଜଗନ୍ନାଥ ମନ୍ଦିର ଚାରିପାଖରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି  ସମୀକ୍ଷା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ…