Latest Odisha News

BREAKING NEWS

Browsing Category

ସହର

City

ପୁରୀରେ ସିରିଜ୍ ଟ୍ରେନପୋଡି ଘଟଣା, ଅଭିଯୁକ୍ତକୁ ୫ବର୍ଷ ଜେଲ୍ ଓ ଜରିମାନା

ପୁରୀ: ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ଘଟିଥିବା ତିନିଟି ଟ୍ରେନ ପୋଡି ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୁରୀ ସିଜେଏମ୍ । ସୁବାସଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡକ୍ଟର…

ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ଆଜିଠୁ ରାଜଧାନୀରେ ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ । ଆସନ୍ତା ୧୮ ତାରିଖ ଯାଏ ତିନି ଦିନ ଚାଲିବ ସର୍ବେକ୍ଷଣ । ସେରୋ ସର୍ଭା ପାଇଁ ଗଠନ କରାଯାଇଛି ୫ ଟିମ୍‌ । ସେମାନେ ୨୫ଟି ୱାର୍ଡକୁ ଯାଇ ରକ୍ତ ନମୁନା ସଂଗ୍ରହ କରି ଆଣ୍ଟିବଡି ପରୀକ୍ଷା କରିବେ । ଆରଏମଆରସି ସହଯୋଗରେ…

ବ୍ରହ୍ମପୁରରୁ ୭ ଫୁଟ ଲମ୍ବର ସାପ ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁରର ରୋଲାଣ୍ଡ କଲେଜର ଲାଞ୍ଜିପାଲି-ଆଙ୍କୁଲି ରୋଡ ସମ୍ମୁଖରୁ ଏକ ୭ ଫୁଟ୍ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ ସାପଟିକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁଙ୍କୁ ଜଣାଇଥିଲେ । ପରେ ସେ ସାପଟିକୁ…

ମନ୍ଦିର ଭିତରେ ପୋଷା କୁକୁରକୁ ମଳ ତ୍ୟାଗ କରିବା ଘଟଣା, କମିଶନରେଟ୍ ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ମହଙ୍ଗା ପଡିଲା ମନ୍ଦିର ଭିତରେ ପୋଷା କୁକୁରକୁ ମଳତ୍ୟାଗ କରାଇବା । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି । ଏଥିରେ ଲେଖାଯାଇଛି ଯେ…

ହସ୍ପିଟାଲରୁ କୋଭିଡ୍ ରୋଗୀ ଗାୟବ !

ଅନୁଗୁଳ: ଲକ୍ଷଣ ଦେଖାଦେବାରୁ କୋଭିଡ୍ ଟେଷ୍ଟ କରାଇଥିଲେ । ପଜିଟିଭ ବାହାରିଥିଲା ଟେଷ୍ଟ ରିପୋର୍ଟ । ପରେ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ବି ହୋଇଥିଲେ । ହେଲେ ଆରୋଗ୍ୟ ହେବା ପରେ ସେହି ରୋଗୀ ଜଣକ ଏବେ ନିଖୋଜ ଥିବା ଜଣାପଡିଛି । ଏ ନେଇ ପରିବାର ଲୋକେ ଚିନ୍ତାରେ ପଡିଥିବାବେଳେ…

ଯୌତୁକ ନିର୍ଯାତନା ଅଭିଯୋଗରେ ଆର୍ମି ଅଫିସର ଗିରଫ

ଭୁବନେଶ୍ୱର: ସେନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଯୌତୁକ ନିର୍ଯାତନା। ସ୍ତ୍ରୀଙ୍କ ଅଭିଯୋଗ ପରେ ଜଣେ ଆର୍ମି ଅଫିସରଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୋଲିସ । ତାଙ୍କ ନାଁ ସୌମ୍ୟରଞ୍ଜନ ପତି । ସେ ଜଣେ ମେଜର ବୋଲି ଜଣାପଡ଼ିଛି । ଫରିଦାବାଦରେ କାର୍ଯ୍ୟରତ ଥିଲେ ସୌମ୍ୟରଞ୍ଜନ ।…

ଅନାଲୋଚିତ ଯୋଦ୍ଧା; ଓଡିଶା ଅଗ୍ନିଶମ ବାହିନୀ ଓ କମିଶନରେଟ ପୋଲିସ !

ଭୁବନେଶ୍ୱର: ରାଜଭାବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଗୋଟିଏ ଦିନ ବିତିଗଲାଣି । ବିସ୍ଫୋରଣରେ ମୃତାହତଙ୍କ ସଂଖ୍ୟା ଅଜଣା ନୁହେଁ । କୋକୁଆ ଭୟରେ ରହିଥିଲେ ସ୍ଥାନୀୟ ଲୋକେ । ଆଖପାଖ ଅଂଚଳର ଲୋକେ କେବେ ବି ଏହି ଘଟଣାକୁ ସହଜରେ ଭୁଲିପାରିବେନି । ବିସ୍ଫୋରଣକୁ ବାଦ୍ ଦେଲେ ଏହି ଦୁର୍ଘଟଣା…

ସେଞ୍ଚୁରିଅନ୍ ୟୁନିଭରସିଟି ପକ୍ଷରୁ ଭର୍ଚୁଆଲ୍ କନଭୋକେସନରେ ଶ୍ରୀଧରା ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍…

ଭୁବନେଶ୍ୱର : ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM)ର ଅଷ୍ଟମ ଭର୍ଚୁଆଲ୍ କନଭୋକେସନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟରର ନିର୍ଦ୍ଦେଶକ ଡ ଶ୍ରୀଧର ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି…

ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଜେଇଇ ଆଡଭାନସ ଓ କ୍ଲାଟ ୨୦୨୦ ପରୀକ୍ଷାରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ଭଲ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଜେଇଇ ଆଡଭାନସରେ ଛାତ୍ର ଶିବାଶିଷ ରାଉତ ମୋଟ ୨୮୭ ମାର୍କ ରଖିବା ସହ ସର୍ବଭାରତୀୟ ସ୍ତରରେ ୭୩ ତମ ର‌୍ୟାଙ୍କରେ ଅଛନ୍ତି । ଏଥିରେ ସହ ରାଜ୍ୟରେ…

ବିଧାନସଭା ଆଗରେ ଯୁବକଙ୍କ ହାଇଡ୍ରାମା: ମହିଳାଙ୍କ ବେକରେ ଲଗାଇଲେ ଛୁରୀ

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କ ହାଇଡ୍ରାମା । ବିଧାନସଭା ଆଗରେ ପିଏମଜି ଛକରେ ରାସ୍ତା ଉପରେ ମହିଳାଙ୍କ ବେକରେ ଛୁରୀ ଲଗାଇଲେ ଯୁବକ । ଧମକ ବି ଦେଲେ । ବ୍ୟସ୍ତବହୁଳ ରାସ୍ତା ଉପରେ ଯୁବକ ଜଣଙ୍କ ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ବି ନେଉଥିଲେ । ବେଶ କିଛି ସମୟ ରାସ୍ତା…