Latest Odisha News

BREAKING NEWS

Browsing Category

ସହର

City

ଟ୍ୱିନସିଟିରେ ପ୍ରବଳ ବର୍ଷା: ଦିନ ୧୦ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ୱର: ଆସୁଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ଗତକାଲିଠାରୁ ବର୍ଷା ଲାଗି ରହିଛି । ଭୁବନେଶ୍ୱର ଓ କଟକରେ ବି ଗତକାଲି ରାତିରୁ ବର୍ଷୁଛି । ପାଣିପାଗ ବିଭାଗ ସତର୍କ କରାଇଛି, ଟ୍ୱିନସିଟିରେ ଆଜି ପ୍ରବଳ ବର୍ଷା ହେବ । ଆଜି ଦିନ ୧୦ଟା ଯାଏଁ ଏଦି ହୁଇ ସହରରେ ପ୍ରବଳ ବର୍ଷିବ । ଘଣ୍ଟାକୁ…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ଦୁଇ ଦିନ ପାଇଁ ବନ୍ଦ ରହିଲା ଓଏଚଆରସି

ଭୁବନେଶ୍ୱର: ରାଜ୍ୟ ମାନବାଧିକାର କମିଶନଙ୍କ ତୋଷାଳୀ ସ୍ଥିତ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭି ଚିହ୍ନଟ ପରେ ଦୁଇ ଦିନ ପାଇଁ ଏହାକୁ ବନ୍ଦ ରଖାଯାଇଛି । ଆସନ୍ତା ୩୦ ତାରିଖ ଯାଏଁ ଏହା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । କମିଶନଙ୍କ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ…

ଶ୍ରୀମନ୍ଦିର ନ ଖୋଲିବାକୁ ଯୁକ୍ତି ବାଢିଲେ ସରକାର

କଟକ : ପୁରୀରେ ସେବାୟତଙ୍କ ପରିବାରର ୩୩୨ ଜଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ନିୟମିତ ନୀତିକାନ୍ତି ଚାଲିଛି । ମନ୍ଦିର ଭକ୍ତମାନଙ୍କ ପାଇଁ କାହିଁକି ଖୋଲାଯିବନି ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ହାଇକୋର୍ଟରେ ହୋଇଥିବା ମାମଲାର ଜବାବ…

ବିିଶ୍ୱ ପର୍ଯ୍ୟଟନ ଦିବସ ପାଇଁ ବାଲୁକା ଶିଳ୍ପୀ ମାନସ ପ୍ରସ୍ତୁତ କଲେ ବାଲୁକା କଳା

ପୁରୀ: କରୋନା ମହାମାରୀ ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଆଶା ରହିଛି ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବ । ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ନିଜ ବାଲୁକା କଳା ମାଧ୍ୟମରେ…

କଟକରେ ନାଳକୁ ଖସି ପଡିଲା କାର, ୧ ମୃତ

କଟକ: କନ୍ଦରପୁରଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିିଯାଇଛି। ଏକ କାର ନାଳ ଭିତରେ ଖସି ପଡିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମଞ୍ଜିତ ରୟତ ଓ ତାଙ୍କ ଘର ରାଜେନ୍ଦ୍ର ନଗରରେ ବୋଲି ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ମଞ୍ଜିତ…

ବିଶିଷ୍ଟ ଗାୟକ ବାଲସୁବ୍ରମଣ୍ୟମଙ୍କୁ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ : ସ୍ୱରର ଯାଦୁଗର ବାଲସୁବ୍ରମଣ୍ୟମଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଂଜଳି ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ ଶୁକ୍ରବାର ପୁରୀ ବେଳାଭୂମିରେ ବାଲୁକା କଳାରେ ସୁବ୍ରମଣ୍ୟମଙ୍କର ପ୍ରତିକୃତି ତିଆରି କରିଥିଲେ । ଏଥି ସହ ଲେଖିଥିଲେ ବର୍ଷିଆନ ଗାୟକ ଏସ୍ ପି…

କରୋନା ମୁକାବିଲା ପାଇଁ ରାଜଧାନୀରେ ହେଲା ଆଉ ୬୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା : ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଘରେ ସଙ୍ଗରୋଧରେ ଅଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କମିଶନର…

ରାଜଧାନୀରେ ଚୋରା ବନ୍ଧୁକ ଡିଲ୍ ବେଳେ ୩ଜଣଙ୍କୁ ବାନ୍ଧିଲା ଏସଟିଏଫ୍, ବେପାରୀ ଫେରାର୍

ଭୁବନେଶ୍ୱର: ରାଜଧାନୀରେ ଚାଲିଥିଲା ଚୋରା ବନ୍ଧୁକ ବିକ୍ରି ନେଇ ଡିଲ୍ । ହଠାତ ପହଞ୍ଚିଗଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୩ଜଣଙ୍କୁ ଧରିଛି । ଏମାନଙ୍କ ଭିତରେ ଅଛନ୍ତି ୨ ଜଣ ପୁରୁଷ ଓ ଜଣେ ମହିଳା । ଭୁବନେଶ୍ୱର କଳ୍ପନା ସ୍କୋୟାରରୁ ସେମାନଙ୍କୁ ଏସଟିଏଫ୍ ଓ ବଡ଼ଗଡ଼ ପୋଲିସ ଗିରଫ କରିଛି । ୪୫…

ଅକ୍ଟୋବର ୧୫ ସୁଦ୍ଧା ପ୍ରସ୍ତୁତ ହେବ ରାଜଧାନୀର ଖଣ୍ଡଗିରି ବସ୍ ରହଣି ସ୍ଥଳ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆସନ୍ତା ସପ୍ତାହକ ମଧ୍ୟରେ ଖଣ୍ଡଗିରି ବସ୍ ରହଣି ସ୍ଥଳ ତିଆରି କାମ ଶେଷ କରିବେ । ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ବିଡିଏ ଓଏସ୍‌ଆରଟିସିକୁ ଏହାକୁ ହସ୍ତାନ୍ତର କରିବ । ବରମୁଣ୍ଡାରେ ଏକ ଆନ୍ତଃରାଜ୍ୟବସ ଟର୍ମିନାଲ କାମ ଆରମ୍ଭ ହେବ ।…

କରୋନା ସଂକ୍ରମଣର ମୁକାବିଲା ଲାଗି ବ୍ୟବସାୟୀ ଓ ପୋଲିସ କମିଶନରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଗତ କିଛି ଦିନ ଧରି ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୋକାନ ବଜାର ଖୋଲିବା ନେଇ କଟକଣା ହଟିବା ପରେ ଏବେ ବହୁ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ଓ ଏପରିକି ମାସ୍କ ପିନ୍ଧିବା ନେଇ ସଚେତନତା ହେଉ ନ ଥିବା ନଜରକୁ ଆସୁଛି । ଏଥି ପାଇଁ ଆଜି ପୋଲିସ କମିଶନର…