Latest Odisha News

BREAKING NEWS

Browsing Category

ସହର

City

ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର

ପୁରୀ: ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର । ଲମ୍ବା ଯେମିତି, ଓଜନ ବି ସେମିତି । ଦେଖିଲେ ଭୟ ଲାଗିବ । ପୁରୀ ଜିଲ୍ଲା ବଳଭଦ୍ରପୁର ପଞ୍ଚାୟତ ପୋଡାକେରା ଗାଁରୁ ଏହି ଅଜଗର ସାପ ଉଦ୍ଧାର ହୋଇଛି । ଗାଁ ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ । ଏଥିରେ ଅଜଗର ସାପଟି ପଡିଥିଲା । ଏକଥା ଜାଣିବା…

ଆରମ୍ଭ ହେବ କୋଭିଡ ସପ୍ତାହ, ହାରିବ କରୋନା!!

ବ୍ରହ୍ମପୁର: ଆସନ୍ତା ସେପ୍ଟେମ୍ବର ୨୪ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ନେଇଛି ଗଞ୍ଜାମ ପ୍ରଶାସନ । ସପ୍ତାହବ୍ୟାପୀ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହେବ । କଲେକ୍ଟର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ମେସେଜ୍ ମାଧ୍ୟମରେ ମଧ୍ୟ ପ୍ରଶାସନକୁ…

ଆରମ୍ଭ ହେଲା ପୁରୀ ଶ୍ରୀମନ୍ଦିର ଫାଟକର ରୂପା ଆଚ୍ଛାଦନ ପ୍ରକିୟା

ପୁରୀ: ପୁରୀର ଜଗନ୍ନାଥ ମନ୍ଦିରର ତିନୋଟି ଫାଟକକୁ ରୂପା ଆଚ୍ଛାଦନ ପାଇଁ କାର୍ଯ୍ୟ ବୁଧବାର ଠାରୁ ଆରମ୍ଭ ହୋଇଛି। ସୂଚନାନୁସାରେ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଆଶିଷ କୁମାର ସୁବୋଧଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ମୁଖ୍ୟ ମନ୍ଦିରର ମୁକ୍ତି ମଣ୍ଡପ…

ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ପୋଲିସ କମିଶନରେଟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛି କଟକ ପୂଜା କମିଟି

କଟକ: ଦେବୀ ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ଏକ ନୂଆ ମୋଡ଼ ନେଇଛି । ବାଲୁ ବଜାର ପୂଜା କମିଟି ପୋଲିସ କମିଶନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ତିନୋଟି ଆବେଦନ କରିଛି । ଏହି କମିଟି ପୂଜା ମଣ୍ଡପରେ ଚାରି ଫୁଟରୁ ଅଧିକ ଦେବୀ ଦୁର୍ଗାଙ୍କ ମୂର୍ତ୍ତି…

କଟକ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକ: ଜଗତପୁର ସ୍ଥିତ ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଏହାର ଆଇସିୟୁରେ ନିଆଁ ଲାଗିଥିବା କୁହାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିପାରିନାହିଁ । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଆଇସିୟୁ…

କାଳିଆ ପ୍ରେମରେ ଋଷୀୟ ଦମ୍ପତି, ଭିସା ସରିଯାଇଥିଲେ ବି ନିଜ ଦେଶକୁ ଫେରିବାକୁ ଅମଙ୍ଗ

ବାଲେଶ୍ୱର: କୁହାଯାଏ ସେ ଭାବର ଠାକୁର ତା ପ୍ରେମରେ ଭକ୍ତ ଅନ୍ଧ ହୋଇଯାଏ । ସିଏ ଯାହା ସାଙ୍ଗେ ଥରେ ଭାବ ଲଗାଇଲା ତାକୁ ସେ ଛାଡି ପାରିବ ନାହିଁ । ଏ କଥା ପ୍ରମାଣ କରିଛନ୍ତି ଏକ ଋଷୀୟ ଦମ୍ପତ୍ତି । ଆଣ୍ଡ୍ରି ନୋଭା ତାତିଆନା ଓରଫ ତେଜସ୍ୱୀନି ଦେବଦାସୀ ଓ ଭୋରୋନୋଭ ଓରଫ ଶକ୍ତି ତତ୍ୱ ଦାସ ଲକ୍…

ନାବାଳକଙ୍କ ମାଆକୁ ହତ୍ୟା ଘଟଣା : ପାରିବାରିକ ଅଶାନ୍ତି ହୋଇପାରେ ହତ୍ୟାକାଣ୍ଡର କାରଣ

ଭୁବନେଶ୍ୱର : ସୁନ୍ଦରପଦା ଅଂଚଳରେ ଗତକାଲି ଦୁଇ ନାବାଳକ ପୁଅ ମାଆକୁ ହତ୍ୟା କରିବା ଘଟଣାରେ ଆଜି ନୂଆ କଥା ପଦାକୁ ଆସିଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ ମୃତକଙ୍କ ସ୍ୱାମୀ ନିହାର ପ୍ରଧାନ ୨୦୧୧ରେ ଅମିତ ପ୍ରଧାନ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ଏଥିରେ ଦୋଷୀ ସାବ୍ୟସ୍ତ ହେବା ପରେ…

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ…

ପୁରୀର ଚା ଦୋକାନୀ ଅକ୍ଷୟ ମାଗଣାରେ ଚା, ରସଗୋଲା ବାଂଟି ନିଆରା ଢ଼ଙ୍ଗରେ ପାଳିଲେ ମୋଦିଙ୍କ ଜନ୍ମଦିନ

ପୁରୀ: ପୁରୀର ଚା ଦୋକାନୀ ଅକ୍ଷୟ ଜୟସିଂହ (ଅକ୍ଷୁ ଭାଇ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ଜବରଦସ୍ତ ପ୍ରଶଂସକ । ସବୁ ବର୍ଷ ପରି ଏଥର ମଧ୍ୟ ସେ ତାଙ୍କ ପ୍ରିୟ ତଥା ଆଦର୍ଶ ନେତା ମୋଦିଙ୍କ ଜନ୍ମଦିନ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ସକାଳୁ ତାଙ୍କ ସହ ଛୋଟ ଛୋଟ ପିଲାମାନେ ମୋଦିଙ୍କୁ…

ରାଜଧାନୀରେ ଚାଞ୍ଚଲ୍ୟ..ନିଶାସକ୍ତ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର: ସୁନ୍ଦରପଦାରେ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ । ପ୍ରଧାନସାହି ଅର୍ଚିଡ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା । ମାଆର ଅତ୍ୟାଚାର ସହି ନ ପାରି ପୁଅମାନେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ସୂଚନା ଯୋଗ୍ୟ ଯେ, ହତ୍ୟାର ଶିକାର ହୋଇଥିବା ମହିଳା ନିଶାସକ୍ତ ଅବସ୍ଥାରେ…