Latest Odisha News

BREAKING NEWS

Browsing Category

ସହର

City

ପୁରୀର ନେଳିପାଣି ମୋହରେ ବିହାରୀ ଇଞ୍ଜିନିୟର, ଶେଷରେ ନିଶା ପାଇଁ ଭିକ୍ଷାବୃତ୍ତି

ପୁରୀ: ପୁରୀର ଭାଙ୍ଗ ନିଶାରେ ପଡି ଯାଇଛନ୍ତି ଜଣେ ବିହାରୀ ଇଞ୍ଜିନିୟର । ଜାଣିବା ଶୁଣିବା ବ୍ୟକ୍ତି ହେବା ସତ୍ୱେ କିପରି ସେ ନିଶା କବଳରେ ପଡିଲେ ଏବଂ ଏଥିନେଇ ସେ ଯେଉଁ ଯୁକ୍ତ ବାଢ଼ୁଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଶା ଯୋଗୁ ତାଙ୍କ ପରିସ୍ଥିତି ଏପରି ହୋଇଛି ଯେ, ସେ ଏଥିପାଇଁ ଭିକ୍ଷାବୃତ୍ତି…

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ…

ଶ୍ରୀମନ୍ଦିର ମା’ ବିମଳାଙ୍କ ପୀଠେ ମୂଳାଷ୍ଟମୀ ତଥା ଶାରଦୀୟ ଦୁର୍ଗୋତ୍ସବର ଆୟମାରମ୍ଭ

ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ବା ଶାରଦୀୟ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀକ୍ଷେତ୍ରରେ ଥିବା ସପ୍ତ ଦେବୀ ପୀଠକୁ ଏହା ଯାଇଥାଏ । ଗୁରୁବାର ପବିତ୍ର ମୂଳାଷ୍ଟମୀ ଦିନଠାରୁ ଷୋଡ଼ଶ ଉପଚାର…

ଆଜି ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ

କଟକ: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ପ୍ରସଙ୍ଗରେ ମାନବାଧିକାର କର୍ମୀଙ୍କ ଏକ ଟିମ୍ ଆଜି ବର୍ଷାଙ୍କୁ ଭେଟିଛନ୍ତି । ଅନୁଭବଙ୍କ ନନ୍ଦି ସାହି ସ୍ଥିତ ଘରେ ଏହି ଟିମ୍ ବର୍ଷାଙ୍କୁ ଭେଟିଛନ୍ତି । ବର୍ଷା ଏହି…

ନାବାଳିକା ଦୁଷ୍କର୍ମ ମାମଲା: ବୈଦୁତିକ ଗଣମାଧ୍ୟମ ଏମ୍‌ଡିଙ୍କୁ ନୋଟିସ୍‌

ଭୁବନେଶ୍ୱର : ରାଜଧାନୀର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମରେ ରାଜ୍ୟ ଶିିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ସଂପୃକ୍ତ ଗଣମାଧ୍ୟମର ଏମଡିଙ୍କୁ ଏହି ନୋଟିସ୍ ହୋଇଛି । ୪୮ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସକୁ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ଏହି…

ରାଉଲକେଲା ରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ

ରାଉଲକେଲା: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଅତିରିକ୍ତ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ ମହାପାତ୍ର ଆଜି ରାଉଲକେଲା ରେ ପହଞ୍ଚିଛନ୍ତି । ସେମାନେ ଜିଲ୍ଳାରେ ଚାଲିଥିବା କୋଭିଡ ପରିଚାଳନା ର ଯାଞ୍ଚ କରିଛନ୍ତି । ହାଇଟେକ ହସ୍ପିଟାଲ, ଜୟ ପ୍ରକାଶ…

ସାଂସଦ ଅନୁଭବ ମହାନ୍ତିଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି ମହିଳା ମୋର୍ଚା

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାଦ ପରେ ବିଜେପି ମହିଳା ମୋର୍ଚା ପକ୍ଷରୁ ଗତକାଲିଠାରୁ ସାଂସଦଙ୍କ ଇସ୍ତଫା ଦାବି ହୋଇଛି । ଆଜି ମୋର୍ଚ୍ଚା ପକ୍ଷରୁ ମାଷ୍ଟରକଣ୍ଟିନ ଛକରେ ଅନୁଭବଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ସହ ତାଙ୍କର କୁଶ ପୁତ୍ତଳିକା…

ପୂର୍ବତନ ସେନା କର୍ମଚାରୀଙ୍କ ଗୁଳିମାଡରେ ପଡୋଶୀ ଆହତ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ପଡୋଶୀଙ୍କୁ ଗୁଳି ମାରି ଆହତ କରିଛନ୍ତି । ଘଟଣାଟି ଘଟିଛି ଭରତପୁର ଅଞ୍ଚଳରେ । ସୂଚନାନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ୱିନୀ ରାଉତ ପଡୋଶୀ କୁଂଜ ବେହେରା ଗୁଳି ମାଡ କରିଥିଲେ । ଗୁଳିଟି କୁଂଜଙ୍କର…

ସାଂସଦ ଅନୁଭବ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି: କଂଗ୍ରେସ

ଭୁବନେଶ୍ୱର: ବର୍ଷା ଓ ଅନୁଭବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅନୁଭବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଦାଖଲ ହୋଇଥିବା ମିଥ୍ୟା ସତ୍ୟପାଠକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଦୁଇ ହଜାର ମସିହାରେ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେଇ ଫେଲ ହୋଇଥିବା ଅନୁଭବ କନ୍ଦରପୁର କଲେଜରୁ…

ଚଳିତ ବର୍ଷ ୭ ଜଣଙ୍କୁ ମିଳିଲା ୩ୟ ଦଧୀଚି ପ୍ରତିଭା ସମ୍ମାନ

ଭୁବନେଶ୍ୱର: ଅଗ୍ରଣୀ ଓ ନିଆରା ଶିକ୍ଷାନୁଷ୍ଠାନ ଦଧୀଚି ଏଡୁକେସନାଲ୍ ଟ୍ରଷ୍ଟ ପକ୍ଷରୁ ଭର୍ଚୁଆଲ୍ ପ୍ଲାଟଫର୍ମରେ ୩ୟ ଦଧୀଚି ପ୍ରତିଭା ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଓଡ଼ିଶାର କୃତୀ ପ୍ରତିଭା ଓ ମାଟ୍ରିକ୍ ଟପ୍ପରଙ୍କୁ ସମ୍ମାନଜନକ ଦଧୀଚି ପ୍ରତିଭା ସମ୍ମାନରେ ସମ୍ମାନୀତ…