Latest Odisha News

BREAKING NEWS

Browsing Category

ସହର

City

ଅନ୍ତିମ ପର୍ଯ୍ୟାୟରେ ତିନିରଥର ପ୍ରସ୍ତୁତି…

ପୁରୀ: ଆଉ ଛଅଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୁରୀରେ ତିନିରଥ ଦଣ୍ଡାୟମାନ ହୋଇସାରିଛନ୍ତି । କାରିଗର ସେବକମାନେ ରଥ ନିର୍ମାଣର ଅନ୍ତିମ ସ୍ପର୍ଶ ଦେଉଛନ୍ତି । ତିନିରଥର ଦୁଆରଘଡ଼ାକୁ ବାନ୍ଧି ରଖିବା ପାଇଁ ରବିବାର ଦିନ ପ୍ରତି ରଥରେ ୪ଟି ଲେଖାଏଁ ଧ୍ୱଜବତା ଲାଗିବା ସହ…

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର:  ରାଜ୍ୟ ବିଜେପିି ସଭାପତି  ସମୀର ମହାନ୍ତିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ ହୋଇଛନ୍ତି । କୁରାଙ୍ଗ ଶାସନର ପୂର୍ବତନ ସରପଂଚ ଦିଲୀପ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ଅଶୋକ…

ଜାଣନ୍ତୁ: ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ କେଉଁସବୁ ସେବା କରନ୍ତି ଗଜପତି ମହାରାଜା

ପୁରୀ: ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି, ଯାନିଯାତ୍ରା ସହିତ ଗଜପତି ମହାରାଜା ପାରମ୍ପରିକ ରୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ । ଏହି ସେବା ନୀତି ପୁରୀ ରାଜବଂଶର ବଂଶାନୁକ୍ରମିକ ଅଟେ । ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ରଥଯାତ୍ରା ଓ ଦଶମୀରେ…

ଶହେ ବର୍ଷ ତଳର ଏକ ରଥଯାତ୍ରା ରିପୋର୍ଟ, ହଇଜା ଓ କରୋନାର ସଂଯୋଗ

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସ ଅନେକ ସମୟରେ ବର୍ତ୍ତମାନ ସମୟର ଦର୍ପଣ ଭଳି ହଠାତ ଠିଆ ହୋଇପଡେ। ଲାଗେ, ସମୟ ସହିତ ଘଟଣା ଓ ଚରିତ୍ରମାନେ ନିଜକୁ ପୁଣି ଥରେ ସମାନ ଭାବରେ ସାବ୍ୟସ୍ତ କରୁଛନ୍ତି। ଶହ ଶହ ବର୍ଷ ଧରି ସମାନ ଘଟଣା ଯେମିତି ନିରନ୍ତର ଘଟି…

ରାଉରକେଲାରେ କଡ଼ାକଡ଼ି ହେଲା କରୋନା କଟକଣା; ମାସ୍କ ପିନ୍ଧିବା ନେଇ ଗୁରୁତ୍ୱ

ରାଉରକେଲା: ରାଉରକେଲା ପ୍ରଶାସନ ପକ୍ଷରୁ ଆଜି ସହରରେ କରୋନା କଟକଣାକୁ ଅଧିକ କଡାକଡି କରିବା ଲାଗି ପଦକ୍ଷେପ ନିଆଯାଇଛି । ଶନିବାର ସକାଳୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଵୋଲି ସୁନିଲ ନରବଣେ, ଆରଏମସି ଉପାୟୁକ୍ତ ସୁଧାଂଶୁ ଭୋଇ,…

ପୁରୀରେ ପୋଲିସ କ୍ୱାର୍ଟରରୁ ଚୋରି କରି ଚମ୍ପଟ୍ ମାରିଲା ଚୋର !

ପୁରୀ: ଏବେ ପୁରୀ ସହରରେ ଗୋଟିଏ କଥାକୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଛି । ଯିଏ ଚୋର ଧରିବାରେ ଓସ୍ତାଦ୍ ମାନେ ଖୋଦ୍ ପୋଲିସ ବାବୁଙ୍କ ଘରେ କଳାକନା ବୁଲାଇଛି ଚୋର । ପୋଲିସ କ୍ୱାର୍ଟରରେ ହୋଇଛି ଚୋରି । ମିଳିଥିବା ସୂଚନାନୁଯାୟୀ, କାକଟପୁର ଥାନା ଆଇଆଇସି ସୁଜିତ କୁମାର ଦାସଙ୍କ କ୍ୱାର୍ଟରରୁ…

ମାନବିକତାର ପ୍ରତୀକ: ଡାକ୍ତର ସନାତନ ରଥ

ଭାରତର ପ୍ରସିଦ୍ଧ ସ୍ନାୟୁରୋଗ ବିଶେଷଜ୍ଞ ଡା. ସନାତନ ରଥ ଆଉ ନାହାଁନ୍ତି । ଏ ମହାଶୟଙ୍କୁ ଜୀବନରେ ଥରେ ମାତ୍ର ଦର୍ଶନ କରିଛି । କିନ୍ତୁ ସେ ସାକ୍ଷାତ ଆଜି ପର୍ଯ୍ୟନ୍ତ ଜୀବନ୍ତ ରହିଛି । ୧୯୭୪ ମସିହା କଥା । ସେତେବେଳେ ମୁଁ ବାଲେଶ୍ୱର ଜିଲ୍ଲା ଭଣ୍ଡାରିପୋଖରୀ ପି.ଏଚ୍‌.ସି.ରେ ବ୍ଲକ୍…

ଜୋର୍‌ଦାର୍ ଚାଲିଛି ତିନିରଥ ରଙ୍ଗ, ସିଲେଇ କାମ; ଲାଗିବ ଓଲଟ ଶୁଆ, କଳସ

ପୁରୀ: ଜୁନ୍ ୨୩ରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ । ଶ୍ରୀକ୍ଷେତ୍ରର…

ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ

ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ରାଉରକେଲା ଏସପି ଶିବ ସୁବ୍ରମଣ୍ୟମ ଏକ ସାମ୍ବାଦିକ…

ପ୍ରବଳ ଗହଳି ଯୋଗୁଁ ସିଲ୍ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ରାତି ପାହିଲେ ରଜ । ମାର୍କେଟ୍ ବିଲ୍ଡିଂରେ ଅସମ୍ଭବ ଗହଳି । ମାର୍କେଟ୍ ବିଲ୍ଡିଂରେ କୌଣସି କରୋନା କଟକଣା କିମ୍ବା ସାମାଜିକ ଦୂରତାକୁ କୌଣସି ବ୍ୟକ୍ତି ମାନୁନଥିବାର ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ମାର୍କେଟ୍ ବିଲ୍ଡିଂ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି । ମିଳିଥିବା…