Latest Odisha News

BREAKING NEWS

Browsing Category

ସହର

City

କରୋନା ଯୁଦ୍ଧର ଯୁଧିଷ୍ଠିର, ପଢନ୍ତୁ ଦୃଷ୍ଟିହୀନଙ୍କ ଦାନର କାହାଣୀ..

ଭୁବନେଶ୍ୱର : ସେ ଦୁନିଆକୁ ଦେଖି ପାରନ୍ତିନି । କିନ୍ତୁ ଏ ଦୁନିଆର ଦୁଃଖ ତାଙ୍କୁ ଜଳଜଳ ହୋଇ ଦିଶେ । ଯାହା ଆଖି ଥିବା ଲୋକଟିଏ ଦେଖିପାରୁନି ତାକୁ ବେଶ୍ ଅନୁଭବ କରିପାରିଛନ୍ତି ସେ । ସେଇଥି ପାଇଁ ତ ନିଜ ସଞ୍ଚିତ ଅର୍ଥକୁ କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚିଲେ ପ୍ରବାସୀ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ମଣିପୁରରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆଜି ଅପରାହ୍ନରେ ପହଞ୍ଚିଛନ୍ତି । ସେହିପରି ଆଜି ମଧ୍ୟ ଆଉ ଏକ ବିମାନରେ ୧୩୮ ଜଣ ଓଡ଼ିଆ ପ୍ରବାସୀ ଭୁବନେଶ୍ୱର ପହଞ୍ଚିବେ । ଏହି ସମସ୍ତ…

ଗୋଟିଏ ଦିନ ପରେ ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝାମଣା କରିବା ପରେ ରାଜ୍ୟ ବିଜେପି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି । ଅଧିକ ପଢନ୍ତୁ - ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ ଭୁବନେଶ୍ୱର…

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ରୁକ୍ମଣୀ ହରଣ ନୀତି

ପୁରୀ: ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ  ରୁକ୍ମିଣୀ ହରଣ ଓ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା  ଶ୍ରୀ ମଦନମୋହନ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ସମସ୍ତ ନୀତି ସମ୍ପାଦନ କରିଥାନ୍ତି । ଶ୍ରୀମନ୍ଦିରରେ ସକାଳ…

ରଥଖଳାରେ ଜୋର୍‌ସୋର୍ ଚାଲିଛି ରଥ ନିର୍ମାଣ: ତିନି ରଥର ଉଠିଲା ନାହାକା

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୁରୀରେ ଜୋର୍‌ସୋର୍ ଚାଲିଛି । ଘୋଷଯାତ୍ରା ପୂର୍ବରୁ ଜୁନ୍ ୫ ତାରିଖରେ ଶ୍ରୀଜୀଉମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପାଖେଇ ଆସୁଥିବା ବେଳେ ସେପଟେ ରଥଖଳାରେ ସମସ୍ତ କାରିଗର ସେବକମାନେ…

ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀରେ ପାରମ୍ପରିକ ନୀତି

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଜ୍ୟେଷ୍ଠ ଶୁକ୍ଳ ଦଶମୀରେ ରାଜରାଜେଶ୍ୱର ଭାବରେ ଶ୍ରୀକୃଷ୍ଣଙ୍କର ଅଭିଷେକ କରାଯାଏ । ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି ପାଳନ କରାଯାଇଥାଏ । ଏହି ଦିନ ସନ୍ଧ୍ୟାଧୂପ ନୀତି…

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ…

ଶ୍ରୀଜଗନ୍ନାଥ ମନ୍ଦିର ସ୍ନାନଯାତ୍ରା ଲାଗି ନିମନ୍ତ୍ରିତ ହେଲେ ପୁରୀ ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତା ଜୁନ ୫ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉମାନଙ୍କ ପବିତ୍ର ସ୍ନାନଯାତ୍ରା ଉପଲକ୍ଷେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ’ (ଏସଜେଟିଏ) ସୋମବାର ଦିନ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ନିମନ୍ତ୍ରଣ କରିଛି ।…

ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ବିଶିଷ୍ଟ ବିଦ୍ୱାନ ତଥା ପ୍ରଖ୍ୟାତ ନୃତତ୍ତ୍ୱବିତ୍ ପ୍ରଫେସର୍ ଏଲ୍ କେ ମହାପାତ୍ରଙ୍କ ସୋମବାର ଦିନ ସକାଳ ୮ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ୨୦୧୯ ଅକ୍ଟୋବରରେ ତାଙ୍କର ସହଧର୍ମିଣୀ କିରଣପ୍ରଭାଙ୍କର ମଧ୍ୟ…

‘ବନ୍ଦେ ଉତ୍କଳ ଜନନୀ’: ସାରା ଓଡ଼ିଶା ସହ ସ୍ୱର ମିଳାଇଲା ‘ସୋଆ’

ଭୁବନେଶ୍ୱର: କରୋନା ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ନିମନ୍ତେ ଶନିବାର ସାରା ଓଡ଼ିଶା ସହିତ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ମଧ୍ୟ କାଳଜୟୀ ଓଡ଼ିଆ ଦେଶାତ୍ମବୋଧକ ସଂଗୀତ 'ବନ୍ଦେ ଉତ୍କଳ ଜନନୀ' ଗାନ କରିବାର…