Latest Odisha News

BREAKING NEWS

Browsing Category

ସହର

City

ବିଜେଡି ସଭାପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ପଦ ଲାଗି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ନବୀନ ନିବାସରୁ ବାହାରି ସକାଳ ୧୦ଟାରେ ସମୟରେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥୀପତ୍ର…

ପିପିଲିରେ ଦନ୍ତାହାତୀ ଉତ୍ପାତ: ୩ ମୃତ

ପିପିଲି: ପୁରୀ ଜିଲ୍ଲା ପିପିଲି ବ୍ଲକରେ ରବିବାର ସକାଳୁ ବଣୁଆ ଦନ୍ତାହାତୀ ଆକ୍ରମଣରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏଥିରେ ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ମାନେ ହେଉଛନ୍ତି ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ମକର ପଲେଇ(୬୫), ବଳଙ୍ଗା ଗୋପୀନାଥପୁର ଗ୍ରାମ ପଞ୍ଚାୟତ…

ଭୁବନେଶ୍ୱର ଏମ୍ସରେ ହିନ୍ଦୀ ପ୍ରସଙ୍ଗ: ନିର୍ଦ୍ଦେଶିକା କହିଲେ ହିନ୍ଦୀ ବ୍ୟବହାର ଲାଗି ନିର୍ଦ୍ଦେଶାନାମା ଜାରୀ ହୋଇଛି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶିକା ବି ଗୀତାଞ୍ଜଳି ଶନିବାର ଦିନ ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ହିନ୍ଦୀ ଭାଷା ବ୍ୟବହାର ଲାଗି ଜାରି କରାଯାଇଥିବା ନିର୍ଦ୍ଦେଶାନାମାର ଭୂଲ୍ ଭାବେ ଅବତାରଣା କରାଯାଇଛି । ଭୁବନେଶ୍ୱରସ୍ଥିତ…

‘ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା’ ଆଜିଠୁ ଆରମ୍ଭ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ସ ଫେବୃଆରୀ ୨୨ ଅର୍ଥାତ୍ ଶନିବାର ଦିନ ଠାରୁ ଓଡିଶାରେ ଆରମ୍ଭ ହେଉଛି । ଏହା ଆଜି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଥମଥର ପାଇଁ ଏହା ଟ୍ୱିନ୍ ସିଟିରେ ଆୟୋଜିତ ହେଉଥିବାରୁ ଏକପ୍ରକାର ନେଇ ଚଳଚ ଳ ହୋଇପଡିଛି ସହର ।…