Latest Odisha News

BREAKING NEWS

Browsing Category

ସହର

City

ଆଜି ମଙ୍ଗନ କାଲି ବାହାଘର, ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ

ଭୁବନେଶ୍ଵର: ଆଜି ମଙ୍ଗନ କାଲି ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ । ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବ । ମଙ୍ଗଳକୃତ୍ୟର ସମସ୍ତ ନୀତି ଆଜି ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ । ଜୁନ ୧୦ ତାରିଖ ସକାଳୁ ୫ ତାରିଖ ରାତ୍ରି ପର୍ଯ୍ୟନ୍ତ…

ଅରୁଣ ହେବେ ଉତ୍ତରାଧିକାରୀ !

ଭୁବନେଶ୍ବର: ନବୀନଙ୍କ ଉତ୍ତରାଧିକାରୀ ହେବେ କି ପୁତୁରା ଅରୁଣ ପଟ୍ଟନାୟକ? ଅରୁଣ ଓଡିଶା ଆସିଥିବା ଚର୍ଚ୍ଚା ହେଉଛି। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପରେ ଅରୁଣ ଓଡିଶା ଆସିଥିବା ଚର୍ଚ୍ଚାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୈତିକ ମାହୋଲ । ଶୁକ୍ରବାର ଅରୁଣ ପଟ୍ଟନାୟକ ଓଡିଶା ଆସିବା ନେଇ…

ମଉକା ‘ହାତ’ରୁ ଖସିଲା

ଭୁବନେଶ୍ବର: ରାଜ୍ୟରେ ଏଥର ଦୁଇ ଅଙ୍କ ଛୁଇଁଛି କଂଗ୍ରେସ । ୯ରୁ ୧୪ ଆସନରେ ପହଞ୍ଚିଛି କଂଗ୍ରେସର ସଂଖ୍ୟା। ଅନ୍ତକନ୍ଦଳ, ଟିକେଟ୍ ଅସନ୍ତୋଷ ସାଙ୍ଗକୁ ହେଭିଓ୍ବେଟ୍ ନେତା ଦଳ ଛାଡିବାକୁ ନେଇ ନିର୍ବାଚନ ପୂର୍ବରୁ ହିଁ ରାଜ୍ୟ କଂଗ୍ରେସ ଦୁର୍ବଳ ହୋଇଥିବା କୁହାଯାଉଥିଲା । ୯ରୁ ୯୦ ଆସନରେ ବିଜୟ ହାସଲ…

ଶପଥ ପୂର୍ବରୁ ପୂରା ଆକ୍ଟିଭ୍ ମୋଡରେ ବାବୁ ସିଂଙ୍କ

ଭୁବନେଶ୍ବର: ନବନିର୍ବାଚିତ ବିଧାୟକ ହେବା ପରେ ଏବେ ପୂରା ଆକ୍ଟିଭ ମୋଡରେ ବାବୁ ସିଂ । ଶପଥ ପୂର୍ବରୁ ସଫେଇ ଅଭିଯାନ ଆରମ୍ଭ କରିବା ସହିତ ଲୋକଙ୍କ ଭଲ ମନ୍ଦ ବୁଝୁଛନ୍ତି ବାବୁ । ଭୁବନେଶ୍ବର ଏକାମ୍ର କ୍ଷେତ୍ରର ନବନିର୍ବାଚିତ ବିଜେପି ବିଧାୟକ ବାବୁ ସିଂ ପାଓ୍ବାର ହାତେଇବା ପରେ ଏବେ ପୂରା…

ନଦୀରେ ଭାସୁଛି ନାବାଳିକାଙ୍କ ମୃତ ଦେହ

ବାରିପଦା: ନଦୀରେ ଭାସୁଛି ନାବାଳିକାଙ୍କ ମୃତ ଦେହ । ନାବାଳିକାଙ୍କୁ କେହି ମାରି ଫିଙ୍ଗିଦେଇଥିବା ସନ୍ଦେହ । ଏଭଳି କିଛି ଚାଞ୍ଚଲ୍ୟ ଦେଖିବାକୁ ମିଳିଛି  ବାରିପଦାରେ । ବାରିପଦା ବୁଢ଼ାବଳଙ୍ଗ ନଦୀରେ ଭାସୁଛି ଜଣେ ଅଜଣା ନାବାଳିକାର ମୃତଦେହ । ସୂଚନା ଅନୁଯାୟୀ, ବାରିପଦା କୁଳିଅଣା ଥାନା…

ଆସନ୍ତା ୩ ଦିନ ଯାଏଁ ସିଝିବ ଓଡିଶା, ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ପାଇବ ଦିନ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଦକ୍ଷିଣ ଛତିଶଗଡ଼ର କିଛି ଅଞ୍ଚଳ, ଉପକୂଳ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ରର କିଛି ଅଞ୍ଚଳରେ ମୌସୁମୀ ଛୁଇଁବାକୁ ଥିବାରୁ ପାଗ ଅନୁକୂଳ ରହିଛି । ମୌସୁମୀ ଆସିବା ପୂର୍ବରୁ ପଶ୍ଚିମ…

ନବୀନ ନିବାସରେ ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ବିଜେଡିର ମଙ୍ଗ?

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଧରଶାୟୀ ହୋଇଛି । ଭାଙ୍ଗିଛି ଦୀର୍ଘ ୨୪ ବର୍ଷର ସରକାର । ତେବେ ଏହା ଭିତରେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ତେବେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ…

ବଜ୍ରାଘାତରେ ୪ ମୃତ,୪ ଗୁରୁତର

ଭୁବନେଶ୍ବର: ବଜ୍ରାଘାତ ହେଲା କାଳ। ବଜ୍ରାଘାତରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଆଜି ପୃଥକ ପୃଥକ ସ୍ଥାନରେ ଘଡିଛି ଏଭଳି ଅଭାବନୀୟ ଘଟଣା । ମହୁଲଡିଆ ଥାନା କୋଇଲିପାଳ ଗାଁରେ ବଜ୍ରାଘାତରେ ୧୫ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି ।…

ଲକ୍ଷ୍ମୀ ବସ୍‌ ଡ୍ରାଇଭରକୁ ମାଡ଼,ବେକ ଓ ହାତରେ ଲାଗିଛି ଆଘାତ

ଭଦ୍ରକ: ଲକ୍ଷ୍ମୀ ବସ୍‌ ଡ୍ରାଇଭରକୁ ମାଡ଼ ମାରିଛନ୍ତି ୨ ଯୁବକ । ଆର୍ତ୍ତୁଂ ଛକ ନିକଟରେ ବାଇକରେ ଆସି ୨ ଯୁବକ ଡ୍ରାଇରଙ୍କୁ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସକୁ୍‌ ବିରୋଧ କରି ଡ୍ରାଇଭରକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାରେ ଡ୍ରାଇଭରଙ୍କ ବେକ ଓ ହାତରେ ଆଘାତ…

ଓଡିଶାରୁ କିଏ କେନ୍ଦ୍ରମନ୍ତ୍ରୀ ?

ଭୁବନେଶ୍ବର: ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଏ ? ଉଭୟ ବିଧାନସଭା ଓ ଲୋକସଭାରେ ଏଥର ବିଜେପିକୁ ମନଖୋଲି ଆଶୀର୍ବାଦ କରିଛନ୍ତି ଓଡିଶା ଭୋଟର । ପ୍ରଥମ ଥର ପାଇଁ ରାଜ୍ୟରେ ୨୦ଟି ଲୋକସଭା ଆସନ ଜିତିଛି ଦଳ । ତେଣୁ ମୋଦି ସରକାରଙ୍କ ତୃତୀୟ ପାଳିରେ ଓଡିଶାରୁ କିଏ କିଏ ପାଇପାରନ୍ତି…