Latest Odisha News

BREAKING NEWS

Browsing Category

ସହର

City

ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍ ଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର

ଭୁବନେଶ୍ବର: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । 5T ଅଧ୍ୟକ୍ଷଙ୍କ…

ବିଜେଡି-ବିଜେପି ମେଣ୍ଟ: ଭୁବନେଶ୍ୱରରୁ କାହାର ପ୍ରାର୍ଥୀ?

ଭୁବନେଶ୍ଵର: ଚର୍ଚ୍ଚା ହେଉଛି, ବିଜେଡି ସମ୍ମାନଜନକ ଭୁବନେଶ୍ୱର ଲୋକସଭା ସିଟ୍ ନିଜ ପାଖରେ ରଖିବାକୁ ଆଗ୍ରହୀ । କାରଣ ବି ବେଶ୍ ସ୍ପଷ୍ଟ, ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଭୁବନେଶ୍ୱର ଜିତି ଗଡ ଦଖଲ କରିବା ସହ ଅପରାଜିତାଙ୍କୁ ନିର୍ବାଚନ ରାଜନୀତିରୁ ବିଦା…

ନିର୍ବାଚନ ପୂର୍ବରୁ ଛପାଯିବ ‘ଛବିଳ ମଧୁ ବର୍ଣ୍ଣବୋଧ’, ଖୁବଶୀଘ୍ର ସ୍କୁଲକୁ ପଠାଯିବ ବହି

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ପୁଣି 'ଛବିଳ ବର୍ଣ୍ଣବୋଧ' ପଢ଼ିବେ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଛବିଳ ‘ବର୍ଣ୍ଣବୋଧ’ । ଭାଷା ସମୃଦ୍ଧ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ଏହାର ପୁନଃ ମୁଦ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର ଓ ବ୍ରହ୍ମପୁରରେ 'ମୋ ବସ୍' ସେବାର ଶୁଭାରମ୍ଭ । ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଭିଡିଓ କନଫରେସିଂ ମାଧ୍ୟମରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ହୋଇଛି ଲୋକାର୍ପଣ ଉତ୍ସବ । ସମ୍ବଲପୁରରେ ଆହୁରି…

‘ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ’

ଭୁବନେଶ୍ବର: ନୂଆ ଓଡ଼ିଶା ଗଠନ ହେବା ନେଇ 5-T ତଥା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ ।…

ଓଁ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ

ଭୁବନେଶ୍ବର: ଆଜି ଜାଗର,ଚଳଚଞ୍ଚଳ ପ୍ରମୁଖ ଶୈବପୀଠ । ରାଜ୍ୟର ତିନି ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର, ଧବଳେଶ୍ୱର, ଲୋକନାଥ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଧାଡିରେ ଛିଡ଼ା ହୋଇ ଓମ୍ ନମଃ ଶିବାୟ କହୁଛନ୍ତି ଭକ୍ତ । ଓଁ ନମଃ ଶିବାୟ ଧ୍ୱନିରେ…

‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା’

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ପବ୍ଲିକ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଆନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ ଏହା ଆୟୋଜିତ…

ମହାଶିବରାତ୍ରୀ; କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ଦେବ ଦେବ ମହାଦେବଙ୍କ ମହାଶିବରାତ୍ରୀ । ସେଥିପାଇଁ ଚଳଚଞ୍ଚଳ ପୁରା ଭୁବେନଶ୍ଵର । ସେଥିପାଇଁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଅନେକ ନିଷ୍ପତି ନେଇଛି । ଏପଟେ ଆକ୍ସନ ମୋଡରେ…

ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରେଡ୍; ମାଦକ ଦ୍ରବ୍ୟ, ମଦ ଓ ଟଙ୍କା ସହ ଅନ୍ୟାନ୍ୟ ମୂଲ୍ୟବାନ…

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ଏକକାଳୀନ ଲୋକସଭା ଓ ବିଧନାସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସାରା ରାଜ୍ୟରେ ବିଭିନ୍ନ ବିଭାଗର ଜବତକାରୀ ସଂସ୍ଥାମାନଙ୍କ ଦ୍ୱାରା ଜାନୁଆରୀ ପହିଲା ରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ…

ବଢିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା, ୨୫ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ସର୍ଭିସ ପ୍ରୋଭାଇଡର ଏଜେନ୍ସି ଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି…