Latest Odisha News

BREAKING NEWS

Browsing Category

ସହର

City

ମନ୍ଦିରରୁ ଚୋରି ପରେ କ୍ୟାମେରା ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲାର ମନ୍ଦିରଗୁଡ଼ିକ ଉପରେ ବର୍ତ୍ତମାନ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେଉଛି। ହିଂଜିଳି ଥାନା ଅନ୍ତର୍ଗତ ସମରଝୋଳା ଗ୍ରାମର ମାଁ ଦଣ୍ଡକାଳୀଙ୍କ ମନ୍ଦିରରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର…

ଇଲେକ୍ଟ୍ରିକ୍‍ ଗାଡ଼ି ସୋ’ରୁମ୍‍ରୁ ନକଲି ଗୁଟ୍‍ଖା ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଫାଷ୍ଟଗେଟ୍‍ ସ୍ଥିତ ଏକ ଇଲେକ୍ଟ୍ରିକ୍‍ ଗାଡ଼ି ସୋ’ରୁମ୍‍ରୁ ନକଲି ଗୁଟ୍‍ଖା ଜବତ କରିଛି ବ୍ରହ୍ମପୁର ବଡ଼ ବଜାର ଥାନା ପୋଲିସ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ସକାଳେ ସୋ’ରୁମ୍‍ରେ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ଖବର ଆଗୁଆ ପାଇ ସୋ’ରୁମ୍‍ ମାଲିକ ଫେରାର୍‍…

ଏମକେସିଜିରେ ପୁଣି ଖସିଲା ସିଲିଂ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ପୁଣି ଅଘଟଣ। ଗୁରୁବାର ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଛାତରୁ ସିଲିଂ ଖସିଥିଲା। ଦିନକ ପରେ ଅର୍ଥାତ ଶୁକ୍ରବାର ସକାଳେ ଏହି କୋଠାର ତୃତୀୟ ମହଲାର ଅନ୍ତଃସ୍ରାବ(endocrinology)…

ପେନସନ କାଗଜପତ୍ର ପାଇଁ ୧୦ ହଜାର ଲାଞ୍ଚ ନେଲା ବେଳେ ଦୁଇ ଗିରଫ

ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁଶିଲ​‌ କୁମାର ପଟ୍ଟନାୟକ…

ପୁରୁଷ ହକି ବିଶ୍ୱକପ୍, ପୁଲ ଡିରେ ଭାରତ

ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ୨୦୨୩ରେ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ହେବ ବୋଲି ଆଜିଠାରୁ ଘୋଷଣା ହୋଇଛି । ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହୋଇଛି ଡ୍ର ସେରମନି। ବିଶ୍ୱକପ୍ ପାଇଁ  ଆଜି ପୁଲ୍ ଘୋଷଣା କରାଯାଇଛି। ମୋଟ୍ ୪ଟି ପୁଲରେ…

ଏମକେସିଜି ସୁପର ସ୍ପେସିଆଲିଟି କୋଠାରୁ ଖସିଲା ସିଲିଂ

ବ୍ରହ୍ମପୁର: ପୁଣି ଥରେ ବିବାଦକୁ ଆସିଛି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ। ସୁପର ସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗୁରୁବାର ଛାତରୁ ସିଲିଂ ଖସି ଯାଇଛି। ତେବେ ସିଲିଂ ଖସିବା ସମୟରେ ସେଠାରେ କେହି ନଥିଲେ। ଏଣୁ କାହାରି କୌଣସି ପ୍ରକାର…

ବିଜେପି ଯୁବ ମୋର୍ଚ୍ଚାର ବିଜେଡିକୁ ଟାର୍ଗେଟ

ଭୁବନେଶ୍ୱର : ଦିଲ୍ଲୀ ବିମାନବନ୍ଦରରେ ବିଜେଡି ନେତା ମଦପିଇବା ଘଟଣାସହ ଗଣ୍ଡଗୋଳ କରିଥିବାର ଅଭିଯୋଗକୁ ନେଇ ବିଜେପି ଯୁବ ମୋର୍ଚ୍ଚା ବିଜେଡିକୁ ଟାର୍ଗେଟ କରିଛି  ।  ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ବିଜେଡି ସରକାରଙ୍କୁ ଘେରିଥିଲେ  । ରାଜ୍ୟରେ…

ରକ୍ତାକ୍ତ ସଂଘର୍ଷ ଘଟଣାରେ କର୍ପୋରେଟର, ପୋଲିସ କର୍ମଚାରୀ ସହ ୭ ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ସହର ବିଜିପୁର ଲକ୍ଷ୍ମୀ ସାହିରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏନେଇ ଉଭୟ ଗୋଷ୍ଠୀ ତରଫରୁ ଏତଲା କ୍ରମରେ ବ୍ରହ୍ମପୁର ଟାଉନ୍‌ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ବ୍ରହ୍ମପୁର ମହାନଗର ନିଗମର ୨୫…

ବ୍ରହ୍ମପୁରରେ ବନ୍ଦ ଘରୁ ନେଇଗଲେ ୬ଶହ ଗ୍ରାମ୍‌ ସୁନା, ୧୧ ଲକ୍ଷ ଟଙ୍କା

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୁଣି ଥରେ ମାତିଛନ୍ତି ଚୋର ଦଳ । ତାଲା ବନ୍ଦ ଘରୁ ପ୍ରାୟ ୬ଶହ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ସହ ନଗଦ ୧୧ ଲକ୍ଷ ଟଙ୍କା ଓ କିଛି ରୂପା ଅଳଙ୍କାର ଚୋରି କରିନେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସୋମନାଥନଗର ତୃତୀୟ…

ଜଳସାଥୀମାନଙ୍କ ସଶକ୍ତୀକରଣ ଉପରେ କର୍ମଶାଳା

ଭୁବନେଶ୍ୱର :  ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ପରିଚାଳିତ ବିଭିନ୍ନ ସହରାଞ୍ଚଳବିକାଶ କାର୍ଯ୍ୟକ୍ରମ ‌ ଗୁଡିକର  ରୂପାୟନ ଦାୟିତ୍ଵରେ ଥିବା ସିଟି ମିଶନ୍ ମ୍ୟାନେଜର୍ ମାନଙ୍କ‌୍ୟ କାର୍ଯ୍ୟ ପରିଚାଳନା ସଂପର୍କରେ ସମୀକ୍ଷା ଓ ଜଳସାଥୀଙ୍କ ପ୍ରଶିକ୍ଷଣ ଉପରେ ଏକ…