Latest Odisha News

BREAKING NEWS

Browsing Category

ସହର

City

ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ଭାରତରେ ସର୍ବ ପ୍ରଥମ  ଏବଂ ସହରାଞ୍ଚଳରେ ରହୁଥିବା ଦୁର୍ବଳ ସହରାଞ୍ଚଳ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ  ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ‘ମୁକ୍ତା ଯୋଜନାର ଶୁଭାରମ୍ଭ କରା ଯାଇଥିଲା। ଯେଉଁ ଉଦ୍ଦେଶ୍ୟରେ…

ଟ୍ୱିନ ଟାୱାର ଧ୍ୱଂସ ଟିମରେ ଓଡିଆ ପୁଅ

ଭୁବନେଶ୍ୱର : ୯ ସେକେଣ୍ଡରେ ନୋଏଡାର ସେକ୍ଟର ୯୩ ଏ ରେ ଥିବା ସୁପରଟେକ୍ ଟ୍ବିନ୍ ଟାୱାର ଧୂଂସସ୍ତୂପରେ ପରିଣତ ହୋଇଛି। ବିସ୍ଫୋରଣ ବେଳେ ଆଖପାଖ କୌଣସି ଟାୱାର ଅବା ଜନବସତିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା । ସରକାରଙ୍କ ନିର୍ଦ୍ଦେଶକ୍ରମେ ଏସବୁ ହୋଇଥିଲା ଓ ଏଥିରେ କାହାରି କିଛି କ୍ଷତି…

ବନ୍ୟା ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ

ଭୁବନେଶ୍ୱର :  ରାଜ୍ୟରେ ବନ୍ୟାର ବିଭୀଷିକା ପରେ ଅନେକ କ୍ଷୟ କ୍ଷତି ହୋଇଛି । ମହାନଦୀର ଶାଖାନଦୀ ଆସିଥିବା ବନ୍ୟାର ପ୍ରଭାବରେ ପୁରୀ ଜିଲ୍ଲା ସମ୍ପୁର୍ଣ୍ଣ ପ୍ରଭାବିତ ହୋଇଥିଲା  । ପୁରୀ ଜିଲ୍ଲାର ଗୋପ ବ୍ଲକର ବନ୍ୟା ପୀଡିତଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ  ।…

ଭାରତରେ ବଢୁଛି ବେରୋଜଗାର ହାର

ନୂଆଦିଲ୍ଲୀ :  ବିଶ୍ୱ ଅର୍ଥନାତିରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥବ୍ୟବସ୍ଥାରେ ପହଁଚିଛି  । କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି । ଦେଶରେ ମାନବସମ୍ୱଳ କୁ ବ୍ୟବହାର ରୋଜଗାର ସୃଷ୍ଟିକରିବା ପାଇଁ ଅନେକ…

ଗଣେଶ ପୂଜା ମଣ୍ଡପରେ ଭାଇଭଉଣୀ ଦ୍ରୌପଦୀ-ନବୀନ ସଂପର୍କର ଝଲକ

ବ୍ରହ୍ମପୁର: ଅଗ୍ର ପୂଜ୍ୟ ଗଜାନନଙ୍କ ଆରାଧନା ପାଇଁ ବ୍ରହ୍ମପୁର ସହର ଉତ୍ସବମୂଖର ହୋଇପଡ଼ିଛି । ସହରର ବିଭିନ୍ନ ସ୍ଥାନରେ ମଣ୍ଡପରେ ଶ୍ରୀଗଣେଶଙ୍କୁ ପୂଜା କରାଯାଉଛି । ଚଳିତ ବର୍ଷ ଆକର୍ଷଣ ସାଜିଛି ସହରର ଅଶୋକନଗର ଠାରେ ନିର୍ମିତ ମେଢ଼। ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…

ସରକାରଙ୍କ ଅପାରଗତା ପାଇଁ ବନ୍ୟା ହେଲା :ବିଜେପି

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ କ୍ଷୟକ୍ଷତି ପ୍ରସଙ୍ଗରେ ରାଜ୍ୟ ବିଜେପି ପକ୍ଷରୁ ପ୍ରେସମିଟ୍ କରାଯାଇଛି । ବନ୍ୟାଞ୍ଚଳ ପରିଦର୍ଶନ କରି ଏକ ଚାର୍ଜସିଟ ପ୍ରସ୍ତୁତ କରିଛି ଦଳ । ରାଜ୍ୟରେ ହୋଇଥିବା ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ୍ଣ ଦାୟୀ କରିଛି ବିଜେପି  । ସରକାରଙ୍କ…

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ମକ ଡ୍ରିଲ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ସୁରକ୍ଷା ସମ୍ବନ୍ଧୀୟ ଏକ ମକ ଡ୍ରିଲ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ହସ୍ପିଟାଲ ପରିସରରେ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ଭିତରେ ସଚେତନତା ପାଇଁ ମକ ଡ୍ରିଲ୍ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ କୌଣସି ଅଘଟଣ ଘଟିଲେ ଏହାକୁ…

ବୋଲୋଗଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଷଡଙ୍ଗୀ

ଭୁବନେଶ୍ୱର : ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ହୋଇ ମାଣିକଗୋଡା ଷ୍ଟେସନ ହେବ । ଅନେକ ଦିନ ଧରି ବୋଲୋଗଡ଼ରୋଡ ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିଲେ  । ଏହି ଷ୍ଟେସନର ନାମ ପରିବର୍ତ୍ତନ ପାଇଁ ବୋଲଗଡ଼ ଜନସାଧାରଣଙ୍କ ଆଗ୍ରହ କ୍ରମେ ରେଳ ମନ୍ତ୍ରୀ ଅଶ୍ୱିନୀ…

ଗତକାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ

ଭୁବନେଶ୍ୱର : ଗତ କାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଅଭିଯୋଗଟି ଶାସ୍ତ୍ରୀନଗର ବାସିନ୍ଦା ତାଙ୍କ ସ୍ତ୍ରୀଙ୍କୁ କିଏ ହତ୍ୟା କରିଥିବାର…

ପାର୍ବଣ ବେଳେ ବଟି ମାଗିଲେ ବନ୍ଧିବ ପୁଲିସ

ଭୁବନେଶ୍ୱର : ପାର୍ବଣ ବେଳେ ବଟି ମାଗିଲେ ବନ୍ଧା ହେବେ  । ବଟି ଆଦାୟକାରୀଙ୍କୁ ସାବଧାନ କରାଇ ଦେଇଛି ଓଡିଶା ପୁଲିସ । ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଥାଏ ପାର୍ବଣ ଋତୁ । ସାରା ରାଜ୍ୟ ପାର୍ବଣ ପାଇଁ ଉତ୍ସବ ମୁଖର ହେଉଥିବା ବେଳେ ସେହି ସମୟରେ କିଛି ବ୍ୟକ୍ତି ବ୍ୟବସାୟୀ ଏବଂ ସାଧାରଣ…