Latest Odisha News

BREAKING NEWS

Browsing Category

ସହର

City

ସଫା ହେବ ବ୍ରହ୍ମପୁରର ସବୁ ପୋଖରୀ: ଦଳ ସଫେଇ ମେସିନ କିଣିବ ବିଏମ୍‌ସି

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବହୁ ବର୍ଷ ପର୍ଯ୍ୟନ୍ତ ପ୍ରମୁଖ ଜଳ ଉତ୍ସ ରହିଥିଲା ପୋଖରୀ । କିନ୍ତୁ ଗତ କିଛି ବର୍ଷ ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡ଼ିକ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଲାଣି । ଅନେକ ପୋଖରୀ ମୁଷ୍ଠିମେୟଙ୍କ ଜବରଦଖଲରେ ରହିଛି । ଅନେକ ସ୍ଥାନରେ ପୋଖରୀ ଦଳରେ ଭର୍ତ୍ତି…

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିଲେ ସଫାରି କର୍ମଚାରୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ଛତିଶଗଡ଼ରୁ ଆସିଥିବା ୨୭ ଜଣିଆ ଏକ ଦଳକୁ ସଫାରି କର୍ମଚାରୀ ମାଡ଼ ମାରିଥିବା ଥାନାରେ ପ୍ରଥମ ଅଭିଯୋଗ ହୋଇଛି । ସେପଟେ ସଫାରି…

ବ୍ରହ୍ମପୁର ସହରରେ ଭାଲୁ ଆତଙ୍କ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜଙ୍ଗଲି ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ସହର ନିକଟରେ ଗତକାଲି ରାତିରେ ଏକ ଭାଲୁ ବୁଲୁଥିବା ଦେଖି ସେ ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଛନ୍ତି। ବଡବଜାର ଥାନା ଅନ୍ତର୍ଗତ ପ୍ରହଲାଦନଗର ନିକଟ ମାଳୁଆଣି ଶ୍ମଶାନ ନିକଟରେ ଗତ କାଲି ରାତି ୩ଟା ବେଳେ ଏହି ଭାଲୁଟି…

ଏମ୍‌କେସିଜିରେ ଅଚଳାବସ୍ଥା:୧୧୩ ଡାକ୍ତର ପଦବୀ ଖାଲି

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ କେବଳ ଦକ୍ଷିଣ ଓଡ଼ିଶା ନୁହଁ, ବରଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଲୋକମାନେ ମଧ୍ୟ ନିର୍ଭର କରୁଛନ୍ତି । ହେଲେ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ଚିକିତ୍ସାଳୟରେ ଡାକ୍ତର ଅଭାବ ଯୋଗୁ ଏକ ପ୍ରକାର…

[ଦେଖନ୍ତୁ ଭିଡିଓ] ସିସିଟିଭି ଫୁଟେଜରୁ ଧରାପଡ଼ିଲା ଗୁଳିକାଣ୍ଡ ଘଟାଇଥିବା ଅଭିଯୁକ୍ତ

ନୂଆପଡା  : ନୂଆପଡା ଜିଲ୍ଲା ସିନାପାଲିରେ ଗାଡି ପାର୍କିଂକୁ ନେଇ ବଚସା ପରେ ଗୁଳିମାଡ ।  ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ । ଗତକାଲି ଦିନରେ ସିନାପାଲି ରାବଣ ଛକ ନିକଟରେ ଗୁଳିମାଡ଼ ହୋଇଥିଲା । ଏଥିରେ ବାପା ପୁଅ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଛତିଶଗଡ଼ରୁ ଗିରଫ ହୋଇଛି । ଗାଡି ପାର୍କିଂକୁ…

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ଭଉଁରୀ ଯାତ୍ରା: ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ

ପୁରୀ:  ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ରଥ ଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ଆଜି ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ । ଏହି ଅନ୍ତିମ ଦିନକୁ ଭଉଁରୀ ଯାତ୍ରା କୁହାଯାଉଥିବା ବେଳେ ଆଜିର ଦିନରେ ତିନି ରଥର ଚକ ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ…

ନିଫ୍ଟ ଆଡ଼ମିଶନ ଯୋଗ୍ୟତା ପାଇଲେ ୬ ଓଡ଼ିଆ; ସର୍ବାଗ୍ରେ ମାମାଲି ମିଶ୍ର

ଭୁବନେଶ୍ୱର: ଗତ ନିଫ୍ଟ(ନେଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେଶନ ଟେକ୍ନୋଲୋଜି)-୨୦୨୨ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରୀ ଚମକିଛନ୍ତି । ଭୁବନେଶ୍ୱରର ମାମାଲି ମିଶ୍ର ସର୍ବ ଭାରତୀୟ ର୍ୟାଙ୍କ-୧୧ ରଖି ରାଜ୍ୟରେ ଟପ୍ ର୍ୟାଙ୍କ ହାସଲ କରିଛନ୍ତି । ସେପଟେ ‘ଦ ଏକାଡେମୀ ଅଫ୍ ଫେଶନ ଆଣ୍ଡ ଆର୍ଟ’…

ଫ୍ଲୋରେନ୍ସ ନାଇଟଏ​‌ଙ୍ଗେଲ ପୁରସ୍କାର ପାଇବେ ଏମକେସିଜି ନର୍ସ ଶିବାନୀ ଦାଶ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶ ଜାତୀୟ ଫ୍ଲୋରେନ୍ସ ନାଇଟଏଙ୍ଗେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ୨୦୨୧ ବର୍ଷ ପାଇଁ ଏହି ସମ୍ମାନସ୍ପଦ ପୁରସ୍କାର ଦେବାକୁ ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ଶିବାନୀଙ୍କ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ

ବ୍ରହ୍ମଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ , ୨ ମୃତ । ପୁରୀ ସାତପଡ଼ା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଡ୍ରାଇଭର ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ବିଳମ୍ବିତ ରାତିରେ କାରରେ ପୁରୀ ପଟୁ ସାତପଡ଼ା ଅଭିମୁଖେ ନିଜ ଗାଁକୁ…

ସକାଳୁ ସକାଳୁ ଅଘଟଣ: ନଦୀରେ ଚାଲିଗଲା ଆଈ ଓ ନାତୁଣୀଙ୍କ ଜୀବନ

ଖୋର୍ଦ୍ଧା  : ସକାଳୁ ସକାଳୁ ଘଟିଛି ଅଘଟଣ। ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଶ୍ରୀନିବାସପୁର ଗାଁରେ । ମୃତକ ଦୁଇଜଣ ହେଉଛନ୍ତି ଆଈ ନାତୁଣୀ। ରବିବାର ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀପଠାରେ ଅଚେତ ଅବସ୍ଥାରେ…