Latest Odisha News

BREAKING NEWS

Browsing Category

ସହର

City

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ନବୀନ

 ଝାରସୁଗୁଡ଼ା :  ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି । ଉପ-ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିବେ ଉପ-ନିର୍ବାଚନ ପ୍ରଚାର । ତେବେ ୪୦ ଜଣିଆ ଷ୍ଟାର ପ୍ରଚାରକ…

ଆଖଣ୍ଡଳମଣି ବାବାଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ

ଭଦ୍ରକ : ୨ବର୍ଷ ପରେ ଭକ୍ତଙ୍କ ଗହଣରେ ଉଠିଲା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଲଗ୍ନ ଥାଳ। ଚଳିତ ବର୍ଷ ବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ଆସନ୍ତା ଜୁନ ୪ତାରିଖରେ ମହା ଆଡମ୍ବର ସହ ପରିପାଳିତ ହେବ । ଏଥିପାଇଁ ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା…

ଖଡ଼ି ମାଟି ବିବାଦ , ପୁଣି ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୋରାପୁଟ  : ଖଡ଼ି ମାଟି ବିବାଦ । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଜେସିବି ଓ ଟ୍ରକ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ଉତ୍ତେଜନା । ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ । ଲମତାପୁଟ ପରଜାଖୁଡୁବି…

ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: କଂଗ୍ରେସ ମହାସଚିବ ତଥା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ । ରାଜସ୍ଥାନ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରୁ ଫେରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ବିମାନବନ୍ଦରରେ ଗଣମାଧ୍ୟମ…

[ଦେଖନ୍ତୁ ଭିଡିଓ] ମା’କୁ ପିଟି ପିଟି ହତ୍ୟା କଲା ପିଶାଚ ପୁଅ

ଅନୁଗୁଳ: ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା'କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ଅବସରପ୍ରାପ୍ତ ଏଏନଏମ ବୀଣା ପାଣି ଦାଶ ବୋଲି ଜଣା ପଡିଛି । ବାଗଡିଆ…

ଖୋଲିବ ବରମୁଣ୍ଡା ଫାୟାର ପାର୍କ, ଲୋକେ ହେବେ ସଚେତନ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ‘ଫାୟାର ପାର୍କ’ ତଥା ଓଫଡ୍ରା (ଓଡ଼ିଶା ଫାୟାର ଆଣ୍ଡ୍ ଡିଜାଷ୍ଟର ରେସ୍ପନ୍ସ ଏକାଡେମୀ) ଆସନ୍ତା ଶନିବାର ମେ ୨୧ ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ । ଏନେଇ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ କରି ଯୋଗ ଦେଇଥିବା ମହାନିର୍ଦ୍ଦେଶକ ସନ୍ତୋଷ…

[ଦେଖନ୍ତୁ ଭିଡିଓ] ପୁଣି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ? ନାଟମଣ୍ଡପ ଉପରେ ଚଢୁଥିବା ବେଳେ ବଙ୍ଗୀୟ ଯୁବକ ଅଟକ

 ପୁରୀ:  ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ଜଣେ ବଙ୍ଗୀୟ ଯୁବକୁ ଅଟକ ରଖିଛି ପୋଲିସ। ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ  ହଳଦୀଆପଡ଼ା  ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ବାର…

[ଦେଖନ୍ତୁ ଭିଡିଓ] ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି

ପୁରୀ : ପୁରୀ ଏମାର ମଠ ପରିସରରେ ମାଟି ଖନନ ବେଳେ ବାହାରିଲା କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି  ।  ଦୁଇ ଖଣ୍ଡ ଅବସ୍ଥାରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ସିଂହର ଅବୟବ ମିଳିଛି । ହେଲେ ଏହା ଗୋଟିଏ ସିଂହମୂର୍ତ୍ତିର ଅବୟବ କିମ୍ବା ଦୁଇଟି ସିଂହମୂର୍ତ୍ତିର ଅବୟବ ତାହା ଅସ୍ପଷ୍ଟ ରହିଛି ।…

[ଦେଖନ୍ତୁ ଭିଡିଓ] ଟୋଲକପଡା ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଗିରଫ

ଭୁବନେଶ୍ୱର : ବାଲିଅନ୍ତା ପୋଲିସକୁ ମିଳିଛି ସଫଳତା । ଦୀର୍ଘ ଦିନ ହେବ ବେଆଇନ ଭାବରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ କରି ଗ୍ରାହକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ରାଜଧାନୀ ଉପକଣ୍ଠ ତଥା ବାଲିଅନ୍ତା ଥାନା ଟୋଲକପଡା ନିକଟରେ ଦୀର୍ଘ ଦିନ ଧରି ବେଆଇନ ଭାବରେ ଚାଲିଥିଲା ଜୁଆଆଡ୍ଡା ।…

[ଦେଖନ୍ତୁ ଭିଡିଓ] ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ : ନିଆଁ ଜାଳି ରାସ୍ତାରୋକ

ଖୋର୍ଦ୍ଧା : ଚୋରା ମଦ ଜବତ କରିବା ପାଇଁ ଯାଇଥିବା ବାଲିପାଟଣା ପୋଲିସକୁ ମାଡ ।  ପୋଲିସକୁ ବିରୋଧ କରି ନିମାପଡ଼ା- ଅଠାନ୍ତର ରାସ୍ତାର ନରଦା ଛକରେ ନିଆଁ ଜାଳି ରାସ୍ତାରୋକ ।  ଚୋରାରେ ମଦ ବିକ୍ରି ହେଉଛି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିବା ମାତ୍ରେ, ପୋଲିସକୁ ଘେରି ମାଡ ମାରିବା ସହ…