Latest Odisha News

BREAKING NEWS

Browsing Category

ସହର

City

୧୫ ହଜାର ପିଲା ଦେଇନାହାନ୍ତି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ବେଳେ ଅନେକ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଏହାପରେ ଏବେ ନବମ ଶ୍ରେଣୀରେ ମଧ୍ୟ ଅନେକ ପିଲା ପରୀକ୍ଷା ଦେଇନଥିବା ଜଣାପଡିଛି । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ଏହି ସୂଚନା ଦେଇଛି। ଯେଉଁଥିରୁ ଜଣାପଡିଛି ଚଳିତ ଥର ନବମ ଶ୍ରେଣୀ ବାର୍ଷିକ…

ମୋବାଇଲ ଫେରାଇବାକୁ ମେଳାର ଆୟୋଜନ, ଗହଣା ଚୋରକୁ ଖୋଜିବ କିଏ?

ଭୁବନେଶ୍ୱର: କମିଶନରେଟ ପୋଲିସ, ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଅହରାତ୍ର ଜଗିଛି । କିନ୍ତୁ ବିଡମ୍ବନାର କଥା ଏଠି ବିଚ ରାସ୍ତାରେ ଛିନତାଇ, ବନ୍ଧୁକ ମୁନରେ ଲୁଟ ହେଉଛି । ହେଲେ ଏହି ପୋଲିସ ବଡ ଚୋରକୁ ଧିରିବାର ଯେତିକି ସଫଳ ହୋଇନି ତାଠୁ ଅଧିକ ଛୋଟ ଚୋରକୁ ଧରିବାରେ ସଫଳ। ମଙ୍ଗଳବାର…

ଭୁବନେଶ୍ୱରରେ ଫାଙ୍କା ଗୁଳି; ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅତି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନୟାପଲ୍ଲୀରେ ମଙ୍ଗଳବାର ସଂଧ୍ୟାରେ ଫୁଟିଛି ଗୁଳି । କେହି ଏଥିରେ ମୃତାହତ ହୋଇନାହାନ୍ତି । କେବଳ ଫାଙ୍କା ଗୁଳି ଚାଳନା ହୋଇଥିବା କମିଶନରେଟ ପୋଲିସ୍ ସୂଚନା ଦେଇଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂ ପହଞ୍ଚି ତଦନ୍ତ…

ସମ୍ ହସ୍ପିଟାଲ୍‌ରେ ପ୍ରଥମ ଥର ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜଣେ ଲିମ୍ଫୋମା ରୋଗୀଙ୍କ ଶରୀରରେ ସଫଳତାର ସହ ଅଟୋଲଗସ୍ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଛି । ଜଟିଳ ବୋନ୍‌ମ୍ୟାରୋ ପ୍ରତ୍ୟାରୋପଣ ଦ୍ୱାରା ଓ ଅତ୍ୟାଧୁନିକ…

ଟଙ୍କା ହେରଫେର ଅଭିଯୋଗ: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ନାଁରେ ଏତଲା

ସମ୍ବଲପୁର: ବିବାଦରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଲ । ଧନୁପାଲି ଥାନାରେ ତାଙ୍କ ନାଁରେ ଏତଲା ଦେଲା ସମ୍ବଲପୁର ବାର୍ ଆସୋସିଏସନ । ଏଲ.ଆର୍. ଲ’ କଲେଜ ଛାତ୍ରଙ୍କ ଟଙ୍କା ହେରଫେର ନେଇ ଅଭିଯୋଗ କରିଛି ସଂଘ । ମିତ୍ତଳ ୬୨ ଲକ୍ଷ ୬୭ ହଜାର ଟଙ୍କା ଚଞ୍ଚକତା କରିଥିବା କହିଛି…

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା! ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଅଗ୍ନିଶମ କର୍ମଚାରୀ ଦୟାନିଧି ମହନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ । ତେବେ ପରିବାରର ଦେଖାଶୁଣା…

ଜମୁଛି ବ୍ରଜରାଜନଗର ଫାଇଟ୍, ମୈଦାନରେ ତିନି ପ୍ରମୁଖ ଦଳର ପ୍ରଚାର

ଝାରସୁଗୁଡ଼ା : ଜମୁଛି ବ୍ରଜରାଜନଗର ପ୍ରଚାର । ମୈଦାନରେ ତିନି ପ୍ରମୁଖ ଦଳର ହାଇଭୋଲଟେଜ୍ କ୍ୟାମ୍ପେନ୍ । ଲୋକଙ୍କ ଘରକୁ ଘର ଯାଇ ଭୋଟ୍ ମାଗିଲେଣି ବିଜେପି, କଂଗ୍ରେସ ଏବଂ ବିଜେଡି । ହାତରେ ମାତ୍ର ଦୁଇ ସପ୍ତାହ ସମୟ ଥିବାରୁ କେହି ବି କୌଣସି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି ।…

[ଦେଖନ୍ତୁ ଭିଡିଓ] ଗୁଣୁପର ପୌର ପରିଷଦରେ ଲକ୍ଷାଧିକ ଟଙ୍କା ଆତ୍ମସାତ: ଭିଜିଲାନ୍ସ ଡିଏସ୍.ପି

ଗୁଣୁପର : ଗୁଣୁପର ପୌର ପରିଷଦରେ ଦୁର୍ନୀତି ଗନ୍ଧ । ଲକ୍ଷାଧିକ ଟଙ୍କା ଆତ୍ମସାତ୍ ତଦନ୍ତ ପାଇଁ ପହଞ୍ଚିଛନ୍ତି ଭିଜିଲାନ୍ସ ଡିଏସ୍.ପି । ତେବେ ରାୟଗଡା ଜିଲ୍ଲା ଗୁଣୁପୁର ପୌରପରିଷଦରେ ଆସୁଥିବା ଯୋଜନା ଅର୍ଥ ଆତ୍ମସାତ କିଛି ନୂଆ କଥା ନୁହଁ । ୨୦୧୮-୧୯ ଅଡିଟ ରିପୋର୍ଟ ବେଳେ ଏହି ପୌରପରିଷଦର…

[ଦେଖନ୍ତୁ ଭିଡିଓ] ଅଗ୍ନିଶମ ବାହିନୀ ଉଦ୍ୟମରେ କୂଅ ଭିତରୁ ଉଦ୍ଧାର ହେଲେ ବୃଦ୍ଧ

ଜୟପୁର : କୂଅ ଭିତରୁ ଉଦ୍ଧାର ହେଲେ ବୃଦ୍ଧ। କୂଅ ନିକଟରେ ବ୍ରସ କରୁଥିବା ସମୟରେ ଅସାବଧାନତା ଯୋଗୁ ଗୋଡ ଖସିଯାଇଥିଲା । ଆଉ ବୃଦ୍ଧ ଜଣକ କୂଅ ଭିତରକୁ ଖସିପଡ଼ିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଉମୁରି ଗାାଁରେ। ବୃଦ୍ଧଜଣକ ହେଉଛନ୍ତି ରୂପଧର ହାଲବା। ରୂପଧର କୂଅରେ ପଡିଯାଇଥିବା ବେଳ…

ଦିପୁ-ଓମ୍‌ ହତ୍ୟା ମାମଲା : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ  : ଦିପୁ -ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । ସୋମବାର ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫେରାନ୍ସ…