Latest Odisha News

BREAKING NEWS

Browsing Category

ସହର

City

ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ…

ରାଜଧାନୀ ପ୍ରତିଷ୍ଠା ଦିବସ: ୭୪ ବର୍ଷରେ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ବର ।  ଭୁବନେଶ୍ବରର ଇତିହାସ ୭୩ ବର୍ଷ ପୁରୁଣା। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ, ମହାବିଷୁବ ସ˚କ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହରୁ ଓଡ଼ିଶାର ନୂଆ ରାଜଧାନୀ ଭୁବନେଶ୍ବରଠାରେ ନିର୍ମାଣର…

ରାଜଧାନୀ ପ୍ରତିଷ୍ଠା ଦିବସ, ସାଂସଦ ଅପରାଜିତାଙ୍କୁ ନାହିଁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ

ଭୁବନେଶ୍ୱର: ଆଜି ରାଜଧାନୀର 74 ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହିସବୁ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିଙ୍କ ନାଁ ଅତିଥି ତାଲିକାରେ ରହିଛି । କିନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର ସାଂସଦଙ୍କ ନାଁକୁ ଏଥିରୁ ବାଦ୍ ଦେଇଛନ୍ତି।…

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି : ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ : ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର। ଆସନ୍ତା ମେ ମାସ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ । ଏବେ ସଂକ୍ରମଣ…

ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଚଢାଉ

ପୁରୀ : ପୁରୀ ସମୁଦ୍ରକୂଳରେ ଥିବା ହୋଟେଲରେ ଚଢାଉ । ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି । ପୁରୀ ପୌର ପାଳିକା ସ୍ୱାସ୍ଥ୍ୟ ଅଧିକାରୀ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୋଲିସ ଟିମ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା । ହୋଟଲରେ ଥିବା ଖାଦ୍ୟ ଗୁଡିକୁ…

ହଟିଲା କରୋନା କଟକଣା, ସାମ୍ବାଦିକଙ୍କୁ ମିଳିଲା ଲୋକସେବା ଭବନକୁ ପ୍ରବେଶ ଅନୁମତି

ଭୁବନେଶ୍ୱର : ଲୋକସେବା ଭବନରୁ ହଟିଲା କୋଭିଡ କଟକଣା । ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମିଳିଲା ପ୍ରବେଶ ଅନୁମତି । କୋଭିଡ ମହାମାରୀ କାରଣରୁ ଲୋକସେବାରେ ଲାଗୁ ହୋଇଥିବା କଟକଣାକୁ ହଟାଇଦେଇଛନ୍ତି ରାଜ୍ୟ ସରକାର । ଏଣିକି ସାମ୍ବାଦିକ ମାନେ ଲୋକସେବା ଭିତରକୁ ପ୍ରବେଶ କରିପାରିବେ ।ଏନେଇ ରାଜ୍ୟ…

ମାଓ ଦୁର୍ଗ : ମାଲକାନଗିରି ଏସପିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ଭୁଷୁଡୁଛି ମାଓ ଦୁର୍ଗ । ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଭନ୍ତାଲା ରାଜୁ । କୋରୁକୋଣ୍ଡା -ପେଦାବାଇଲୁ ଏରିଆ କମିଟି ସଦସ୍ୟ ଥିଲା ସାଗର ଓରଫ ଭନ୍ତାଲା । ୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ…

ଛତିଶା ନିଯୋଗ ବୈଠକ : ଚନ୍ଦନଯାତ୍ରା ଓ ଅକ୍ଷୟ ତୃତୀୟା ପ୍ରସ୍ତୁତି ନେଇ ଆଲୋଚନା

ପୁରୀ  : ମଙ୍ଗଳବାର ବସିବ ଛତିଶା ନିଯୋଗ ବୈଠକ । ଅପରାହ୍ନରେ ଅନୁଷ୍ଠିତ ହେବ ଏହି ଛତିଶା ନିଯୋଗ ବୈଠକ ।  ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତେବେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଶ୍ରୀମନ୍ଦିର ମୁଖ୍ୟ…

ଭାଇ ସାଜିଲା ଭାଇର ହତ୍ୟାକାରୀ , ପରିବାରର ୫ ସଦସ୍ୟଙ୍କୁ ହତ୍ୟା

ମାହାଙ୍ଗା : ଜମିବାଡି ବିବାଦରୁ ଗଡିଲା ୫ ମୁଣ୍ଡ । ବଡ ଭାଇର ପରିବାରକୁ ନାଶ କଲା ସାନ ଭାଇ । ରକ୍ତ ଭୁଲିଗଲା ରକ୍ତ ସମ୍ପର୍କ । ମାହାଙ୍ଗା ଥାନା କୁସୁପୁର ଗାଁରେ ବିଭତ୍ସ୍ୟ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସାନ ଭାଇ ସାଜିଲା ରକ୍ତମୁଖା । ବଡ ଭାଇର ପରିବାରକୁ ମାରି ପଦା କରିଦେଲା ସାନ ଭାଇ…

ରାଜଧାନୀ ଲୋୟର ପିଏମଜିରେ ଯୁବକଙ୍କୁ ହତ୍ୟା ଘଟଣା, ୨ ଅଟକ ,ଚାଲିଛି ତଦନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଲୋୟର ପିଏନଜିରେ ବବୁଲୁ ବେହେରା ହତ୍ୟାକାଣ୍ଡ ଘଟଣା ।ଏହି ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ଖାରବେଳନଗର ପୋଲିସ । ଦୁଇ ଜଣ ଅଭିଯୁକ୍ତ ଶ୍ରମିକ ଅଟନ୍ତି ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ସାମାନ୍ୟ ଗଣ୍ଡଗୋଳରକୁ ହତ୍ୟାକାଣ୍ଡ…