Latest Odisha News

BREAKING NEWS

Browsing Category

ସହର

City

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ : ଦୀପୁ ଓ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର

କଟକ: କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । କଟକ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର ହୋଇଛନ୍ତି ଶୁସୀଲ ଓ ଶୁଶାନ୍ତ ଧଳ ସାମନ୍ତ ।ଦୀପୁ ମଲ୍ଲୀକ ଏବଂ ଓମ୍ ସ୍ୱାଇଁ ହତ୍ୟା କାଣ୍ଡ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସୂଚନାଅନୁସାରେ ୨୦୧୩ ମସିହା…

ରାଜଧାନୀରେ ଭୁଜାଲିରେ ହାଣି ଲୁଟ, ଶୋଇଛି କମିଶନରେଟ ପୋଲିସ ?

ଭୁବନେଶ୍ୱର: ଆଇନ ବ୍ୟବସ୍ଥାକୁ ଫୁ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇବାରେ ସଫଳ ହୋଇ ଚାଲିଛନ୍ତି ଅପରାଧୀ । ଆଉ ଜଳକା ହୋଇ ବସିଛି କମିଶନରେଟ ପୋଲିସ । ରାତି ହେଲେ କିଟମିଟ ଅନ୍ଧାର ହେଲା ମାତ୍ରେ ଅପରାଧୀ ଚେଇଁ ଉଠୁଛନ୍ତି । ଆଉ ଘଟାଉଛନ୍ତି ଗୋଟିଏ ପରେ ଗୋଟିଏ ବଡ ଅପରାଧ। ଗତକାଲି…

ଯୋଡା ଗୋଷ୍ଠୀ ସଂଘର୍ଷ ଘଟଣା : କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ ,୧୪୪ ଧାରା ବଳବତ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ ଘଟଣା । ଏନେଇ କେନ୍ଦୁଝରରେ ଗତକାଲି ଠାରୁ ଇଣ୍ଟରନେଟ ସେବା ବନ୍ଦ ରହିଛି । ହନୁମାନ ଝଣ୍ଡାନେବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲିଠାରୁ ଗଣ୍ଡୋଗୋଳ ହୋଇଥିଲା ।ଏନେଇ କାଲିଠାରୁ ଜାରି ହୋଇଥିବା ୧୪୪ ଧାରା ଆଜି ବି ବଳବତ୍ତର…

ବଢୁଛି ରୌଦ୍ର ତାପ: ୧୨ଟି ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢୁଛି ରୌଦ୍ର ତାପ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ଗତକାଲି ରାଜ୍ୟର ୧୨ଟି ସହରରେ ପାରଦ ୪୦ ପାର୍ କରିଥିଲା । ୪୨ ଦଶମିକ ୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ତାପଛକୁ ବଲାଙ୍ଗିର, ଝାରସୁଗୁଡ଼ା, ସୋନପୁର ଆଦି…

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦୁର୍ନୀତି: ଆନିକଟ୍‌ ମରାମତି ପାଇଁ ଆସିଥିବା ଅନୁଦାନ ହଡପ୍‌

 ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦୁର୍ନୀତିର ଫିଟୁଛି ଗୁମର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଜଳ ସଂରକ୍ଷଣ ପାଇଁ ଉଦ୍ଧିଷ୍ଟ ସମାପଲ୍ଲୀ ଓ ପଥରା ଗାଁ ନିକଟରେ…

ମହାନଦୀରେ ଗାଧୋଇବା ବେଳେ ନିଖୋଜ ତୃତୀୟ ନାବାଳକର ମୃତଦେହ ଉଦ୍ଧାର

କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ଥିବା ତୃତୀୟ ନାବାଳକର ମୃତଦେହ ଗୁରୁଦ୍ୱାର ନିକଟରୁ ଉଦ୍ଧାର ହୋଇଛି। ଆଜି ସକାଳ ପ୍ରାୟ ୬ଟା ବେଳେ ତୃତୀୟ ନାବାଳକର ମୃତଦେହ ମିଳିଥିବା ଜଣାଯାଇଛି। ମୃତକ ହେଲେ ରାଜ୍ ଓରଫ ସିଦ୍ଦିକ୍ ଖାନ୍ (୧୭)। ଗତ ରବିବାର…

ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ,୧୪୪ ଧାରା ଜାରି କଲା ପୋଲିସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ । ଜାରି ହେଲା ୧୪୪ ଧାରା । କେନ୍ଦୁଝର ଜିଲ୍ଲା ଯୋଡାରେ ହନୁମାନ ଝଣ୍ଡା ନେବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ନାକେଦମ ହେଲା ପୋଲିସ । ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହ ସ୍ଥାନୀୟ…

ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ : ପ୍ରତିଭା ପ୍ରଦର୍ଶନ କଲେ ବରିଷ୍ଠ ନାଗରିକ

ଭୁବନେଶ୍ୱର : ସିଲଭର ଏଜ୍ ଫାଉଣ୍ଡେସନ ଦ୍ୱାରା ଏଲ୍ଡର୍ସ ଫେଷ୍ଟ ଆୟୋଜନ କରାଯାଇଛି । ବରିଷ୍ଠ ନାଗରିକ ମାନଙ୍କ କଲ୍ୟାଣ ପାଇଁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିବା ରାଜ୍ୟର ଏକମାତ୍ର ସଙ୍ଗଠନ ସିଲଭର ଏଜ୍ ଫାଉଣ୍ଡେସନ ପକ୍ଷରୁ ଚତୁର୍ଥ ଏଲ୍ଡର୍ସ ଫେଷ୍ଟ ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲ…

ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପିତ

ପୁରୀ:  ପୁରୀଠାରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ମେଡିକାଲ କଲେଜ ଉଦଘାଟନ…

ସୋଆ ପ୍ରଫେସର ମାନସ ରଞ୍ଜନ ଦାସଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରଫେସର ମାନସ ରଞ୍ଜନ ଦାସଙ୍କର ଅକାଳ ବିୟୋଗ ଘଟିଛି । ସୋଆ ପରିଚାଳିତ ଆଇଟିଇଆର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଦାସଙ୍କର ସୋମବାର ସକାଳେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି।  ଗତ ସପ୍ତାହରେ ତାଙ୍କର ଏକ କାର୍ଡିଆକ୍ ସର୍ଜରୀ କରାଯିବା…