Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ

ପୁରୀ: ପୁରୀରେ ପୁୂଣି ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେରିଟେଜ କରିଡରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପଶ୍ଚିମ ଦ୍ୱାରରେ ଥିବା କୋଠା ଗୁଡିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବରୁ ୯୫ ପ୍ରତିଶତ ଅଂଚଳରୁ…

କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର : କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ…

[ଭିଡ଼ିଓ] କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : କ୍ଷତି ପୁରଣ ଦାବିରେ ରାସ୍ତା ଅବରୋଧ । ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା କାର୍ଯ୍ୟରତ ହେଲପରଙ୍କ ପରିବାରକୁ ୫୦ଲକ୍ଷ କରି ରାସ୍ତା ଅବରୋଧ କରାଯାଇଛି । ରାସ୍ତାରେ ଯୁବକଙ୍କ ମୃତ ଦେହ ରଖି କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଲୋକେ । ଟାଟା ପାୱାରର ଭୁଲ ପରିଚାଳନା ଯୋଗୁ…

ନବରଙ୍ଗପୁର SBI ମୁଖ୍ୟ ଶାଖାର ଦୁଇଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ, ବ୍ୟାଙ୍କ ୪୮ ଘଣ୍ଟା ବନ୍ଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାକୁ ଘାରିଲାଣି କୋଭିଡ ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାରୁ ଆଜି ୫ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ସଦରମହକୁମା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ଦୁଇଜଣ କର୍ମଚାରୀ ଆଜି ପିଜିଟିଭ୍ ଚିହ୍ନଟ ହେବାପରେ…

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ବୋନ୍ କ୍ୟାନ୍ସର ପୀଡ଼ିତ ମନୋଜ

ଉମରକୋଟ: ଜୀବନ ପାଲଟିଛି ଯନ୍ତ୍ରଣା ଦାୟକ । ପାଖରେ ଅଛି ଅର୍ଥ ନା ସହଯୋଗ । ଏହାରି ଭିତରେ ଚାଲିଛି ସଂଘର୍ଷ । ଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷି ନଗରର ମନୋଜ କୁମାର ନାୟକ । ବୋନ୍ କ୍ୟାନସରରେ ପୀଡ଼ିତ ହୋଇ ମନୋଜ ଏବେ ସହାୟତା ଅପେକ୍ଷାରେ ରହିଛନ୍ତି । ହେଲେ ଚିକିତ୍ସା…

୨ ମାସର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କଲା ପିଶାଚୀ ମା’

କେନ୍ଦ୍ରାପଡା : ଜନ୍ମ କଲା ଶିଶୁକୁ ମାରିଲା ମା’ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ କାନପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ୨ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରି କୁଅରେ ଫିଙ୍କିଦେଲା ଡାହ।ଣୀ ମା’ । ସୂଚନା ମିଳିଛି କୁଆଡେ ପରକୀୟା ପ୍ରତିଯୋଗୁଁ ଏଭଳି ହତ୍ୟା…

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ପୋଲିସ ଡିଜିପି ସୁନୀଲ ବଂଶଲ

ପୁରୀ : ନୂଆ କରି ଦାୟିତ୍ୱ ନେବା ପରେ ପୋଲିସ ଡିଜିପି ସୁନୀଲ ବଂଶଲ ପୁରୀରେ ପହଁଞ୍ଚିଛନ୍ତି । ବଂଶଲ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କଡା ସୁରକ୍ଷାର ସହ ସୁନୀଲ ବଂଶଲ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗତ ୩୧ ତାରିଖରେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଥିଲେ ସୁନୀଲ…

ରାଜ୍ୟରେ ‘ଓମିକ୍ରନ’ ସଂକ୍ରମଣ ବୃଦ୍ଧି ନେଇ ସମୀକ୍ଷା ବୈଠକ ଡାକିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରମ ଓ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ ବୈଠକ ଡାଲିକେ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କରୋନା ଓ ଓମିକ୍ରନ ସଂକ୍ରମଣ ରାଜ୍ୟରେ ହୁ ହୁ ହୋଇ ବଢିବା ନେଇ ବୈଠକ ଡାକିଛନ୍ତି । ରାଜ୍ୟରେ ଓମିକ୍ରନ ସଂକ୍ରମଣ କିପରି ରୋକାଯାଇ ପାରିବ ସେ ଉପରେ…

୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ, ୧୮୮୨ଜଣ କିଶୋର ନେଲେଣି ଟିକା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟିକାକରଣ । ଜାନୁଆରୀ ୧ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧ହଜାର ୮୮୨ ଜଣ ଟିକା ନେଇସାରିଲେଣି । ରାଜ୍ୟରେ ୩ ହଜାର ୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ…

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ , ତୁରନ୍ତ ସମସ୍ୟାର ସମାଧାନ ଦାବି

ପଦ୍ମପୁର : ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତା ରୋକ କଲେ ଚାଷୀ । ପଦ୍ମପୁର ନୂଆପଡା ରାସ୍ତା ଅବରୋଧ କରିଛନ୍ତି ଚାଷୀମାନେ । ଏନେଇ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ମଣ୍ଡିରେ ପଡିଥିବା ଧାନ ବସ୍ତା ଶୀଘ୍ର ଉଠାଇବା ଦାବିରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଘଟଣାର…