Latest Odisha News

BREAKING NEWS

Browsing Category

ସହର

City

ରାଉରକେଲା NITରେ ପଶିଲା କରୋନା

ରାଉରକେଲା: ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(NIT)ରେ ପଶିଲା କରୋନା । ତିନି ଜଣ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ । ସେମାନଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ବାହାରିଛି । ସଂକ୍ରମିତ ତିନି ଛାତ୍ରଛାତ୍ରୀ ଏବେ…

ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

ଯାଜପୁର: ଯାଜପୁର ଜିଲ୍ଲାରେ ସକାଳୁ ଏକ ଦୁର୍ଘଟଣା ହୋଇଛି । କୁଆଖିଆ ଥାନା ଜାତୀୟ ରାଜପଥ-୨୦ର ବଡ଼ ଗୋବିନ୍ଦପୁର ନିକଟରେ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସ୍କୁଟି ଆରୋହୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ । ମୃତକ ଜଣକ ହେଲେ ଅରୁଣ କୁମାର ବିଶ୍ୱାଳ ।…

ନର୍ଦ୍ଦମା ପାଣିକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ

ରାୟଗଡ଼ା: ନର୍ଦ୍ଦମା ପାଣି ଅଟକାଇବାକୁ ନେଇ ପାଟିତୁଣ୍ଡ ଓ ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଅଜୟ ଖୋସଲା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ଗ୍ରାମର ହରିଜନ ସାହିରେ । ସୂଚନା ଅନୁସାରେ, ଅଜୟ ଖୋସଲା ଓ…

ରାଜଧାନୀରେ ଚାଞ୍ଚଲ୍ୟ: କାର୍ ଭିତରେ ଦୁଷ୍କର୍ମ ପରେ ନାବାଳିକାକୁ ରାସ୍ତାକଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । କାର୍ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଏହାପରେ ରାସ୍ତାକଡ଼ରେ ପୀଡ଼ିତାଙ୍କୁ ଫିଙ୍ଗି ପଳାଇଲେ ଦୁର୍ବୃତ୍ତ । ଭୁବନେଶ୍ୱର ମଞ୍ଚଶ୍ୱର ଥାନା ପେଟ୍ରୋଲ ଟାଙ୍କି ନିକଟରୁ ରାସ୍ତାକଡ଼ରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ତାଙ୍କୁ…

୩ଦିନ ପରେ ଖୋଲିଲା ଶ୍ରୀମନ୍ଦିର, ଜଗା ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ୩ଦିନ ପରେ ଆଜିଠୁ ଆରମ୍ଭ ହେଲା ଜଗା ଦର୍ଶନ । ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ଆଜିଠୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି । ଏହି ଭିତରେ ରବିବାରରେ ଶ୍ରୀମନ୍ଦିର ସାନିଟାଇଜ୍ କରାଯାଇଛି ।…

ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଖସୁଛି ପାରଦ, ବଢ଼ୁଛି ଶୀତ । କୋହଲା ପାଗକୁ ଥଣ୍ଡା ପବନ । ଆସନ୍ତା ୨ ଦିନରେ ଚାରି ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତ ହେବ । ଏନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ରାତିର ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ କମିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ…

ଆଜିଠୁୂ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷର ପିଲାଙ୍କ ଲାଗି କରୋନାର ଟିକାକରଣ । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ । କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ଟିକାକରଣ କରାଯିବ । ଟିକାଦାନ ଲାଗି ପଞ୍ଜିକରଣ ଚାଲିଛି । ସମସ୍ତଙ୍କୁ କୋଭାକ୍ସିନ…

[ଭିଡ଼ିଓ] ଝିଅ କାନ୍ଧରେ ମାଆର ଶେଷ ଯାତ୍ରା

ପୁରୀ: କଳି ଯୁଗର କୁଳାଙ୍ଗାର ପୁଅ । ପରିଣତ ବୟସରେ କୋଳ ପୋଛା ପୁଅ ପର କରିଦେଲା ଜନ୍ମ କଲା ମାଆକୁ । ଲହୁ ଲୁହକୁ ଏକାଠି କରି ଛୋଟରୁ ବଡ଼ କରିଥିବା ମାଆକୁ ଶେଷ ସମୟରେ ପଚାରିଲାନି । ହେଲେ ଶେଷରେ ମାଆକୁ କାନ୍ଧ ଦେଇଛନ୍ତି ୪ ଝିଅ । ନିଜେ ମାଆର ମୃତ ଦେହକୁ ସ୍ୱର୍ଗ ଦ୍ୱାର ବୋହି ନେଇ ସେଠାରେ…

ନବୀନ ସରକାର ଆଦିବାସୀ ବିରୋଧି: କଂଗ୍ରେସ

ଭୁବନେଶ୍ୱର: ତ୍ରି-ସ୍ତରୀୟ ପଞ୍ଚାୟତ ସଂସ୍ଥା ନିର୍ବାଚନ କ୍ଷେତ୍ରରେ ଓଡ଼ିଶାର ୩୦ଟି ଜିଲ୍ଳା ମଧ୍ୟରୁ ୨୩ ଟି ଜଲ୍ଲାରେ ଆଦିବାସୀମାନଙ୍କ ପାଇଁ ଆଦୌ ସଂରକ୍ଷଣ ବ୍ୟବସ୍ଥା କରାଯାଇନଥିବାରୁ କଂଗ୍ରେସ ତୀବ୍ର ବିରୋଧ କରିଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ…

[ଭିଡ଼ିଓ] ପାଣି ପାଇଁ ହାଇ ଡ଼୍ରାମା ,ମୋବାଇଲ୍ ଟାୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଧମକ

ନୂଆପଡ଼ା : ସୋସିଆଲ ମିଡିଆରେ ଭାଇରାଲ ହେଉଛି ଖବର। ତା ପୁଣି ପାଣି ପାଇଁ ଯୁବକଙ୍କ ଆତ୍ମାହୂତି ଉଦ୍ୟମର ଦୃଶ୍ୟ। ମୋବାଇଲ ଟାୱାର ଚଢି ଆତ୍ମହତ୍ୟା ଧମକ ଦେଉଛନ୍ତି ଜଣେ ଯୁବକ । ତା ପୁଣି ପାଣି ସମସ୍ୟା ନେଇ। ଏହି ଦୃଶ୍ୟ ହେଉଛି ଖଡ଼ିଆଳ ଘରଧରା ଗାଁରେ। ଗାଁରେ ମୁଖ୍ୟ ସମସ୍ୟା ପାଲଟିଛି ପାଣି ।…