Latest Odisha News

BREAKING NEWS

Browsing Category

ସହର

City

ପଚାରିଲେନି ପୁଅ, ମା’କୁ କାନ୍ଧ ଦେଲେ ଚାରି ଝିଅ

ପୁରୀ: ମା’ ବାପାଙ୍କ ଆଶା ଥାଏ, ମଲାପରେ ପୁଅ ମୁଖାଗ୍ନି ଦେବ । ହେଲେ ପୁରୀରେ ଦେଖିବାକୁ ମିଳିଥିଲା ଅଲଗା କିଛି ଦୃଶ୍ୟ । ଏହି ଦୃଶ୍ୟ ଯେତିକି ମନକୁ କଷ୍ଟ ଦେଉଥିଲା, ସେତିକି ପ୍ରଶ୍ନ ମଧ୍ୟ ସୃଷ୍ଟି କରୁଥିଲେ । ସତରେ କଣ ମରିଯାଇଛି ମାନବିକତା? ଛୋଟରୁ ବଡ଼ କରିଥିବା ମା’ ପାଇଁ ଥିବା ନିଜ…

କେତେ ସୁରକ୍ଷିତ ‘ମୋ ବସ୍’ ଯାତ୍ରା?

ଭୁବନେଶ୍ୱର: ‘ମୋ ବସ’ରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗା ଯାଇଛି । ଯେମିତି ଯାତ୍ରୀ କୌଣସି ଅସୁବିଧା, ଲୁଟ୍, ଅପରାଧ, ଅସଦାଚରଣର ଶିକାର ନହୁଅନ୍ତି, ତା ଉପରେ ଧ୍ୟାନ ଦିଆଯାଇଛି । ହେଲେ ସରକାରଙ୍କ ତତ୍ୱାବଧାନରେ ଚାଲୁଥିବା ‘ମୋ ବସ୍’ ଗୁଡ଼ିକରେ ଯାତ୍ରୀମାନେ ଏବେ…

ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ, ୩୭କୁ ବଢ଼ିଲା ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨୩ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ । ଏନେଇ ଆଇଏଲ୍‌ଏସ୍ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ଏହି ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ…

ଜାନୁଆରୀ ୮ତାରିଖ ପରେ ମାଟ୍ରିକ ପିଲାମାନେ ନେବେ କରୋନା ଟିକା

ଭୁବନେଶ୍ୱର: ଜାନୁଆରୀ ୮ତାରିଖ ପରେ ମାଟ୍ରିକ ଛାତ୍ରଛାତ୍ରୀ ନେବେ କରୋନା ଟିକା । ଆସନ୍ତା ୫ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ୮ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି…

[ଭିଡ଼ିଓ]ମାନବିକତା ଦେଖାଇଲେ ରବିନ୍ଦ୍ର, ଫେରାଇଲେ ବସଷ୍ଟାଣ୍ଡରୁ ମିଳିଥିବା ଲ୍ୟାପଟପ ବ୍ୟାଗ୍

ସୋନପୁର: ମାନବିକତାର ପରିଚୟ ଦେଲେ କୁଲି । ଛାତ୍ରଙ୍କୁ ଫେରାଇଲେ ତାଙ୍କ ମୂଲ୍ୟବାନ ଜିନିଷ । ସୋନପୁରର ରବିନ୍ଦ୍ର କୁମ୍ଭାର ଏହିଭଳି ମାନବିକତା ଦେଖାଇ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ବସଷ୍ଟାଣ୍ଡରେ କୁଲି କାମ କରୁଥିବାବେଳେ ରବିନ୍ଦ୍ର ଏକ ବ୍ୟାଗଟି ପାଇଥିଲେ । ଭୁଲବଶତଃ କେହି…

[ଭିଡ଼ିଓ] ଦିନକୁ ଦିନ ବଢୁୁଛି ଲୁଟେରାଙ୍କ ରାଜ୍, ଟେର୍ ପାଉନି ପୁଲିସ

ଗୁଣପୁର: ଦିନକୁ ଦିନ ବଢୁଛି ଚୋରି ରାହାଜାନୀ । ଗୁଣପୁରରେ ଦୁଇ ମାସ ମଧ୍ୟରେ ଦୁଇ ଦୁଇଥର ଡକାୟତି ହୋଇସାରିଥିବା ବେଳେ ଟେର ପାଉନି ପୁଲିସ୍ । ସେହିଭଳି ଶନିବାର ସହରର ମୁଖ୍ୟ ରାସ୍ତା କଡରେ ଥିବା ଏକ ମୋବାଇଲ ଦୋକାନରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ଲୁଟ୍ । ଦୋକାନ ସଟର ଭାଙ୍ଗିବା ସହିତ ୪…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏପଟେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତ ହୋଇ ଆଉ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି…

ରାଜ୍ୟରେ ବଢୁଛି କରୋନା ପଜିଟିଭ୍ ସଂଖ୍ୟା, ୨୪ଘଣ୍ଟା ଭିତରେ ୪୨୪ଜଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୨୪୯ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୧୭୫ଜଣ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ…

ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ନୂଆବର୍ଷ ଆରମ୍ଭରୁ ପୋଲିସ ଇନଫର୍ମର ସନ୍ଦେହରେ ମୁଣ୍ଡ ନେଲା ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଗ୍ରାମବାସୀଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ହିଂସା କାଣ୍ଡ ଘଟିଛି ।…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ ଭିତରକନିକାରେ କୁମ୍ଭୀର ଗଣନା ରବିବାରଠାରୁ କରାଯିବ । ଆଜିଠୁ ୧୧ତାରିଖ ପର୍ଯ୍ୟନ୍ତ ୧୦ଦିନ ଧରି ଭିତରକନିକା ବନ୍ଦ ରହିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ…