Latest Odisha News

BREAKING NEWS

Browsing Category

ସହର

City

ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏସାର ବଲକ୍ ଟର୍ମିନାଲ

ପାରଦୀପ : ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏଷାର ବଲକ୍ ଟର୍ମିନାଲ । ପାରଦୀପ ଅଠରବାଙ୍କୀ ଲକ ପଡା ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି । ଦୀର୍ଘ ୧୦ ବର୍ଷ ହେଲା ଏଷାର ପକ୍ଷରୁ ଅଠର ବାଙ୍କୀ…

ଯୁବ ଚାଷୀ ଅଜିତଙ୍କ କମାଲ୍, ଦୁର୍ଗମ ଅଞ୍ଚଳରେ ଫଳାଇଲେ ବିଦେଶୀ ଫଳ

କାମାକ୍ଷାନଗର: ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସଫଳ ହୋଇପାରିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଲେ ବିଦେଶୀ ଚାଷ । ଏହିପରି ଏକ ଉଦାହରଣ ସାଜିଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗାଁର ଅଜିତ କୁମାର ମହାନ୍ତ । ଏଥିପାଇଁ ଦୀର୍ଘ ୧୪ବର୍ଷର ହେଲଥ୍ କେୟାର…

ପୁଣି ଛୁଟି ବଢ଼ାଇଲେ ସୁମିତ, ଶ୍ୱଶୁର ଘରେ ତପସ୍ୱିନୀଙ୍କ ଧାରଣା ଜାରି

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ବିବାଦ କେବେ ତୁଟିବ ? ନ୍ୟା ଦାବିରେ ତପସ୍ୱିନୀଙ୍କ ତପସ୍ୟା ଜାରି ରହିଥିବା ବେଳେ ସୁମିତଙ୍କ ଖୋଜଖବର ନାହିଁ । ସୁମିତ ଛୁଟି ପରେ ଛୁଟି ବଢ଼ାଇ ଚାଲିଛନ୍ତି । ପୁଣି ଥରେ ୧୫ ଦିନ ଛୁଟି ନେଇଛନ୍ତି ସୁମିତ ।…

ରାଜ୍ୟରେ ଆଉ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ଅପରାହ୍ନ ୫ଟା ୩୦ମିନିଟରେ ଭର୍ଚୁଆଲ ପ୍ଲାଟଫର୍ମରେ ଏହି ବୈଠକ କରାଯିବ । ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା…

ସାରା ରାଜ୍ୟରେ ଶୀତର ଲହରୀ ଜାରି, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ହୋଇପଡ଼ୁଛି ଥଣ୍ଡାର ପ୍ରକୋପ । ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଶୀତର ଲହରୀ । ଥଣ୍ଡା ଅଧିକ ହେଉଥିବାରୁ ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡ଼ିଲାଣି । ଦିନତମାମ ଶୀତବସ୍ତ୍ର ପିନ୍ଧି…

[ଭିଡ଼ିଓ] ଚିତ୍ରକଳାରେ କୃଷକ ଦିବସର ଶୁଭେଚ୍ଛା

ଭୁବନେଶ୍ୱର : ଦେଶର ମେରୁଦଣ୍ଡ ହେଉଛି କୃଷକ। ଯିଏ କି ଖରା ବର୍ଷା କାକରକୁ ଖାତିର ନକରି ଆମକୁ ଅନ୍ନ ଯୋଗାଇଥାଏ।। ସେହି ଅନ୍ନଦାତା କୃଷକଙ୍କ ପାଇଁ ଆଜି ହେଉଛି ଦିନଟିଏ। ଆଜି ଏହି କୃଷକ ଦିବସରେ ନିଜ ଚିତ୍ରକଳା ମାଧ୍ୟମରେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ।…

[ଭିଡ଼ିଓ] ଜମାକାରୀଙ୍କ ଟଙ୍କା ଫେରସ୍ତ ନହେଲେ ଜୋରଦାର ଆନ୍ଦୋଳନ

କଳାହାଣ୍ଡି : କ୍ଷତିଗ୍ରସ୍ତ ମାନଙ୍କୁ ଟଙ୍କା ଫେରାଅ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ। ଏହି ଧମକ ଦେଇଛନ୍ତି ଜମାକାରୀ ମିଳିତ ମଞ୍ଚ । କଳାହାଣ୍ଡି ଜିଲ୍ଲାର କେଶିଙ୍ଗା ତହସିଲ ଅଞ୍ଚଳର ପଞ୍ଜି ସ୍କିମ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ଦାଵିରେ ତହସିଲ ସମ୍ମୁଖରେ…

ଫୁରଲିଝରଣରେ ଅଭାବନୀୟ ଘଟଣା, ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡ଼ି ବାପାଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା । ପ୍ରସିଦ୍ଧ ଫୁରଲିଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ପରିବାର । ଏହି ସମୟରେ ଜଳପ୍ରପାତରେ ଦୁଇ ନାବାଳକ ଖସି ପଡ଼ିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ବାପା ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ । ମୃତକ ଜଣକ ଟିଟିଲାଗଡ଼ର ଜିତେନ୍ଦ୍ର କୁମାର…

ଓମିକ୍ରନ ନେଇ ବଢ଼ୁଛି ଚିନ୍ତା, ଜଗତସିଂହପୁରରେ ୫ଦିନ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ

ଜଗତସିଂହପୁର: ବଢ଼ୁଛି ଓମିକ୍ରନ ଚିନ୍ତା । ଆଗକୁ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ । ଏହି ଦିନମାନଙ୍କ ହେଉଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି…