Latest Odisha News

BREAKING NEWS

Browsing Category

ସହର

City

ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ବିଜେଡିର ପ୍ରତିବାଦ

ଭୁବନେଶ୍ବର: ବିରୋଧୀଙ୍କ ହୋହାଲ୍ଲା ଭିତରେ ଅପରାହ୍ଣ ୪ଟା ଯାଏଁ ବିଧାନସଭା ମୁଲତବୀ । ବିରୋଧୀଙ୍କ ଏପରି ଆଚରଣକୁ ନେଇ ଶାସକ ଦଳର କ୍ଷୋଭ । ବିରୋଧୀ ମୁଖ୍ୟ ପ୍ରସଙ୍ଗକୁ ଏଡାଇ ଦେଇ ବିଧାନସଭା ଚାଲିବାକୁ ଦେଉନଥିବା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି…

କରୋନା କଟକଣା ମଧ୍ୟରେ କୋଣାର୍କ ମହୋତ୍ସବ ଆରମ୍ଭ

କୋଣାର୍କ : କରୋନା କଟକଣା ମଧ୍ୟରେ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ ଓ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ । ଭର୍ଚୁଆଲ ମାଧ୍ୟମରେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋତ୍ସବକୁ ଉଦଘାଟନ କରିଥିଲେ । ଓଡିଶୀ ଓ କଥକ ନୃତ୍ୟରେ କମ୍ପି ଉଠୁଛି ରଙ୍ଗମଞ୍ଚ। ଏହି କୋଣାର୍କ ମହତ୍ସୋବ…

୧୧ ଦିନରେ ପହଁଞ୍ଚିଲା ତପସ୍ୱିନୀଙ୍କ ଧାରଣା ,ଆଜି ମାମଲାର ଶୁଣାଣି

ବ୍ରହ୍ମପୁର : ଶ୍ୱଶୁର ଘର ସାମ୍ନାରେ ବୋହୁ ଧାରଣା ଦେବା ଘଟଣା । ଆଜିକୁ ୧୧ ଦିନରେ ପହଁଚିଛି ତପସ୍ୱିନୀ ଦାସଙ୍କ ଧାରଣା । ତପସ୍ୱିନୀଙ୍କ ଗୋଟିଏ ଜିଦ୍ ସ୍ୱାମୀଙ୍କ ସହ ରହିବି। ହେଲେ ଆଜି ଏହି ମାମଲାର ଏସଡିଜେଏମ୍ କୋର୍ଟରେ ଶୁଣାଣି ହେବାର ରହିଛି । ଏହା ସହ ଛାଡପତ୍ର ନିମନ୍ତେ ସ୍ୱାମୀ କୋର୍ଟରେ…

[ଭିଡ଼ିଓ] ରାଜ ରାସ୍ତାରୁ ରାଜଭବନ ଯାଏଁ ଦରଦାମ ବୃଦ୍ଧିର ପ୍ରତିବାଦ

ଭୁବନେଶ୍ବର: ରାଜରାସ୍ତାରୁ ରାଜଭବନ ପହଞ୍ଚିଲା ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା । ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ଧାରଣାରେ ସାମିଲ । ପୂର୍ବରୁ ତିନି ଦିନ ଧରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି…

‘ଓ୍ବେଲ୍ ମାର୍କଡ୍‌’ ହେଲା ଲଘୁଚାପ; ୧୨ ଘଣ୍ଟାରେ ପାଲଟିବ ଅବପାତ

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଆଜି ସକାଳେ ସୁଦୃଶ ଲଘୁଚାପରେ ପରିଣତ ହୋଇଥିବା କଥା ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି। ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ତୀବ୍ରତର…

କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଶୀତ ପ୍ରକୋପ । ରାତି ୮ଟା ହେଲେ ବଜାର, ସାହି, ଗଳିକନ୍ଦି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି । କୁହୁଡି ସାଙ୍ଗକୁ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଲୋକମାନେ ଶୀତର ମଜା ନେବାପାଇଁ ବ୍ୟାୟାମ କରୁଥିବା ବେଳେ କିଛି ସ୍ଥାନରେ ଲୋକମାନେ…

୨୪ ଘଣ୍ଟାରେ ରାଜ୍ୟରେ ୨୫୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ମଧ୍ୟରେ ୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୫୯୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୪ ଜଣ ସ୍ଥାନୀୟ ସଂକ୍ରମିତ…

ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ନାଗ ସାପ ଉଦ୍ଧାର

ପୁରୀ : ପରିତ୍ୟକ୍ତ ବିୟର କ୍ୟାନ୍‌ରୁ ଉଦ୍ଧାର ହୋଇଛି ନାଗ ସାପ । ପୁରୀ ବଳଙ୍ଗା ମାଧିପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ବାଡିପଟେ ଏହି ସାପଟିକୁ ଉଦ୍ଧାର କରାଯାଇଛି । ପରିତ୍ୟକ୍ତ ସ୍‌ଥାନରେ ପଡିଥିବା ଏକ ବିୟର କ୍ୟାନରେ ସାପଟି ଫସି ଯାଇଥିଲା । କ୍ୟାନ୍ ଭିତରେ ନାଗର ମୁଣ୍ଡ ଫସି ରହିଥିବା ବେଳେ…

ଓମିକ୍ରମ୍ ଆତଙ୍କ : ଦକ୍ଷିଣ ଆଫ୍ରିକା ପରେ ୨୩ ରାଷ୍ଟ୍ରରୁ ଚିହ୍ନଟ ହେଲେଣି ସଂକ୍ରମିତ

ଭୁବନେଶ୍ୱର: କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍‌’ ଏବେ ୨୩ ରାଷ୍ଟ୍ରକୁ ବ୍ୟାପିଲାଣି। ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି । ପ୍ରଥମେ ନଭେମ୍ବର ୨୪ରେ ୟୁରୋପରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଘୋଷଣା ହୋଇଥିଲା । କରୋନାର ଅନ୍ୟ…

ଆସୁଛି ବାତ୍ୟା ‘ଜୱାଦ’: ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର: ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ  । ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୩ ଓ ୪ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି…