Latest Odisha News

BREAKING NEWS

Browsing Category

ସହର

City

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପୁରୀ: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି । ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀଙ୍କ…

ଶିକ୍ଷାନୁଷ୍ଠାନରେ ଫେରିଲାଣି କରୋନା ଲହରୀ , ସଚେତନ ହେଉନାହାଁନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିିବା ପରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି । ଓଡିଶାରେ ଷଷ୍ଠ ଶ୍ରେଣୀଠାରୁ ଆରମ୍ଭ କରି ଉପର ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଗୁଡିକ ଖୋଲି ସାରିଛି । ଏଭିଳି ସ୍ଥିତିରେ ପୁଣି ସ୍କୁଲ ଓ କେଲଜକୁ ଫେରିଛି କରୋନା । ସୁନ୍ଦରଗଡରେ ଗୋଟିଏ ଦିନରେ…

ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେଉଛିି । ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡ଼ି ପୁରଣ୍ଡେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ତଥା ବିଜେପି…

କାଠ ବୋଝେଇ ପିକ୍ ଅପ ଗାଡ଼ି ଓ କାର ଜବତ କଲା ବନ ବିଭାଗ, ଜଣେ ଗିରଫ

କାମାକ୍ଷାନଗର: କାଠ ବୋଝେଇ ପିକ୍ ଅପ ଗାଡ଼ି ଓ କାରକୁ ଜବତ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବାଟଗାଁର ଠେଙ୍ଗିଆମୁଣ୍ଡା ନିକଟରୁ ଏକ କେନ୍ଦୁକାଠ ବୋଝେଇ ପିକଅପ ଗାଡ଼ି ଏବଂ ଦାମୀ କାର ଜବତ ହୋଇଛି । ଏହାସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ…

ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସୁବୋଧ ପାଣିଗ୍ରାହୀଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଟିଭି ଜଗତର ଜଣାଶୁଣା କ୍ୟାମେରାମ୍ୟାନ୍ ସୁବୋଧ ପାଣିଗ୍ରାହୀ ଆଉ ନାହାନ୍ତି । ଗତକାଲି ସନ୍ଧ୍ୟାରେ ହୃଦଘାତର ଶିକାର ହୋଇ ସେ ଆଖି ବୁଜି ଦେଇଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲରେ ବରିଷ୍ଠ ଭିଡ଼ିଓ ଜର୍ଣ୍ଣାଲିଷ୍ଟଭାବେ କାର୍ଯ୍ୟ କରୁଥିଲେ ସୁବୋଧ । ମୃତ୍ୟୁବେଳକୁ ତାଙ୍କୁ ୫୨ବର୍ଷ…

ଭୀମସାରରେ କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ କଣ୍ଟେନମେଣ୍ଟ ଘୋଷଣା

ସମ୍ବଲପୁର: ବୁର୍ଲା ଭୀମସାରରେ ୩୧ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଥିବା ୯ଟି ହଷ୍ଟେଲ ସମେତ ଷ୍ଟାଫଙ୍କ…

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ମହାଯଜ୍ଞର ଆଜି ହେଉଛି ପୂର୍ଣ୍ଣାହୂତି । ଆଜି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ୧୦ଟା ୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଓ…

ଓଡିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ୱର : ଇଲେକ୍ଟୋନିକ୍ସ ଶିଳ୍ପରେ ଆଗୁଆ ହେବ ଓଡିଶା । ଓଡିଶାର ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଓଡିଶା ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟକୁ ୨୦୨୬ ସୁଦ୍ଧା ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ପରିଣତ କରିବା ପାଇଁ ଲକ୍ଷ ରଖାଯାଇଛି । ୧୦ ଟି ନୂତନ ପୂଞ୍ଜି ନେବିଶ ଓ ଉତ୍ପାଦନ…

ଜୁନିଅର ହକି ବିଶ୍ୱକପ; ଖେଳାଳୀଙ୍କ ପାଇଁ ଉଦ୍ଧିଷ୍ଟ ବସରେ ଓଡିଶା ପରମ୍ପରାର ଝଲକ

ଭୁବନେଶ୍ୱରେ : ଖେଳାଳୀଙ୍କ ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ସ୍ୱତନ୍ତ୍ର ବସ୍ ସେବା । ଭୁବନେଶ୍ୱରେ କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ପୁରୁଷ ଜୁନିଅର ହକି ବିଶ୍ୱ କପ୍ । ଏଥିପାଇଁ ବାହାର ରାଜ୍ୟରୁ ଆସିଥିବା ୧୬ ଟି ଦଳର ଖେଳାଳୀ ମାନଙ୍କ ପାଇଁ ଓଡିଶା ପରିବହନ ନିଗମ ତରଫରୁ ବସ୍ ଯୋଗାଇ…

ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଅଣଛାତ୍ର ମୁହାଁମୁହିଁ, ୫ଅଟକ

ଭଦ୍ରକ: ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଏଥିରେ ଜଣେ ଛାତ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ମହାବିଦ୍ୟାଳୟ ପରିସରରେ ଦୁଇ ଅଣଛାତ୍ର ଗୋଷ୍ଠୀ…