Latest Odisha News

BREAKING NEWS

Browsing Category

ସହର

City

[ଭିଡ଼ିଓ] ବାଡ଼ିରେ ଫଳିଛି କରୋନା ଭାଇରସ୍ ଆକୃତିର କାକୁଡି

ଉମରକୋଟ: ବାଡ଼ିରେ ଫଳିଛି କାକୁଡି । ହେଲେ ତାହା ସମ୍ପୁର୍ଣ୍ଣ ଭିନ୍ନ ଧରଣର । ଦେଖିବାକୁ ଠିକ୍ କରୋନା ଭାଇରସ୍ ଆକୃତିର । ଯାହାକି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସରାଗୁଡ଼ା ଗ୍ରାମରେ । ଯେଉଁଠି ଜଣକ ଘରେ ଏଭଳି…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି କରୋନା ଆକୃତିର କାକୁଡ଼ି

ନବରଙ୍ଗପୁର: କରୋନା ଭାଇରସ୍ ଆକୃତିର କାକୁଡ଼ି। ଏହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପର ଆକୃତିକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ଭାଇରସର ସମ୍ଭାବ୍ୟ ସ୍ୱରୂପକୁ…

ମମିତା ମେହେର ହତ୍ୟାକାଣ୍ଡ ଘଟଣା : କୋର୍ଟରେ ହାଜର ହେଲା ଗୋବିନ୍ଦ ସାହୁ ଏବଂ ସହଯୋଗୀ ରାଧେ

ବଲାଙ୍ଗୀର : ବହୁ ଚର୍ଚ୍ଚିତ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେ ଚଣ୍ଡୀ କୁ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହଜାର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଦୃଷ୍ଟି…

କଏଦୀଙ୍କୁ ସ୍ୱାବଲମ୍ବୀ କରିବାକୁ ଯାଜପୁର ଜେଲ କର୍ତ୍ତୃପକ୍ଷଙ୍କ ନିଆରା ପ୍ରୟାସ

ଯାଜପୁର: ଆଗକୁ ଆସୁଛି କାର୍ତ୍ତିକ ପୂର୍ଣ୍ଣିମା। ଜେଲ ପକ୍ଷରୁ ପ୍ରସ୍ତୁତ ହୋଇ ବିକ୍ରି ହେଉଛି ଭଳିକି ଭଳି ଡ଼ଙ୍ଗା। ଯାଜପୁର ଜେଲରେ ଥିବା କଏଦୀମାନଙ୍କୁ ନେଇ ଆରମ୍ଭ ହୋଇଛି ଏହି ନୂଆ ପ୍ରୟାସ। ଜେଲରେ ଥିବା କଏଦୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଏଥିପାଇଁ ଜେଲ…

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ : ଗଣଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ। ପୁରୀ ଗୋପ ମେଡିକାଲ କଲେଜ ଯିବା ସମୟରେ ବିଜେପି  ତରଫରୁ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି। ଆଜି ମନ୍ତ୍ରୀ ଗୋପ ମେଡିକାଲ ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ…

ପୋଲିସ ଗୁଳିରେ ହାର୍ଡ଼କୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟର। ପୋଲିସ ଗୁଳିରେ ଜଣେ ହାର୍ଡ଼କୋର ମାଓବାଦୀ ନିହତ। ଛୋଟେ ଡ଼ଙ୍ଗର ଥାନା ଅନ୍ତର୍ଗତ ବହକର ଜଙ୍ଗଲରେ ନକ୍ସଲମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି…

ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ

ଭୁବନେଶ୍ୱର: ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ । ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଅଟକ ଓଡ଼ିଆ ସାମ୍ବାଦିକା ଜଣକ ହେଲେ ଝାରସୁଗୁଡ଼ାର ସମୃଦ୍ଧି କେ .ସାକୁନିଆ ଓ ତାଙ୍କ ସହଯୋଗୀ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା । ଦିଲ୍ଲୀର ଏକ…

ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ଶିମିଳିପାଳ

ମୟୁରଭଞ୍ଜ: ଗତ ୧ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘନ କୁହୁଡ଼ି ହେଉଛି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ। ଏନେଇ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ଘୋଷଣା…

୧୦୦ କୋଟିର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ମାଲକାନଗିରି ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ସଫଳତା । ସ୍ୱଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ଟଙ୍କାର ବେଆଇନ ଗଞ୍ଚେଇ ଗଛକୁ ନଷ୍ଟ କରିଛି ମାଲକାନଗିରି ପୋଲିସ । ଏହି ଗଞ୍ଜେଇର ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱଭିମାନ ଅଞ୍ଚଳରେ…

ରାଜଧାନୀକୁ ଘୋଡ଼ାଇ ଦେଲା ଘନ କୁହୁଡ଼ି

ଭୁବନେଶ୍ୱର: ରାଜଧାନୀରେ ଘଡ଼ କୁହୁଡ଼ି । ଦେଖାଗଲାନି ରାସ୍ତାଘାଟ । ଆଜି ସକାଳୁ ସକାଳୁ ଉୁବନେଶ୍ୱରକୁ ଘୋଡ଼ାଇ ରଖିଥିଲା ଘନ କୁହୁଡ଼ି । ସକାଳ ୭ଟା ଯାଏ ରାସ୍ତାଘାଟ ଦିଶୁ ନଥିଲା । ଅତି ପାଖରେ ଥିବା ଜିନିଷ ବି ଖାଲି ଆଖିରେ ଦୃଶ୍ୟମାନ ହେଉ ନଥିଲା । ୨୦୦ ମିଟର ଭିଜିବିଲିଟି ରହିଥିବାରୁ ଯାଆସ…