Latest Odisha News

BREAKING NEWS

Browsing Category

ସହର

City

ଭୁଲ ରକ୍ତ ଦେବାରୁ ରାଉରକେଲା ସରକାରୀ ହସ୍ପିଟାଲରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ରାଉରକେଲା: ଭୁଲ ରକ୍ତ ଦେବା ଯୋଗୁଁ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ। ଏହିଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ।‘O’ ପଜିଟିଭ ପରିବର୍ତ୍ତେ ଦିଆଯାଇଥିଲା ‘B’ ପଜିଟିଭ୍ ରକ୍ତ। ଏନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ନାମ ସରୋଜିନୀ କାକ୍। ସେ କୁତ୍ରା…

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି,୮ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ସବୁବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଆଉ ୮ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।  ଦୁର୍ନୀତି ଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ଏପରି କଠୋର ପଦକ୍ଷେପ ନେଇଛନ୍ତି…

ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାରିପଦା: ବଢ଼ୁଛି ଛାତ୍ର ଅଶାନ୍ତି। ବାରିପଦାର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ଅଶାନ୍ତ ଥିବା ଦେଖିବାକୁ ମିଳିଛି। ୧୦ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ। କରୋନା ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ…

ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଗ୍ୟାଙ୍ଗର କାରନାମା ଭିଡ଼ିଓ

ମାଲକାନଗିରି: ପୁଣି ସାମ୍ନାକୁ ଆସିଛି ଆଉ ଏକ ଗ୍ୟାଙ୍ଗର କାରନାମା। ଭୁବନେଶ୍ୱର କେବିଏନ୍, କଟକର ପବ୍ଲିକ ଷଣ୍ଢ, ବଲାଙ୍ଗୀରର କିଙ୍ଗ୍ ଗ୍ରୁପ ଭିଡ଼ିଓ ଭାଇରାଲ ପରେ ମାଲକାନଗିରିରେ ବି ଦେଖିବାକୁ ମିଳିଛି ସମାନ ଷ୍ଟାଇଲର ଦୃଶ୍ୟ। କ୍ୟାମରାରେ କଏଦ ହୋଇ ଏହି ଦୃଶ୍ୟ ଭାଇରାଲ ହେବା ପରେ ସମଗ୍ର…

କଂଗ୍ରେସର ଅଭିନବ ପ୍ରତିବାଦ , ମାଷ୍ଟରକ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲେ କର୍ମୀ

ଭୁବନେଶ୍ୱର : ଆନ୍ଦୋଳନର ଡାକରା ଦେଲେ ହେଲେ ମାଷ୍ଟକ କ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲା କଂଗ୍ରେସ। ମମିତା ମେହେର ହତ୍ୟା ଘଟଣାକୁ ନେଇ ଥମୁନି ରାଜନୀତି । କଂଗ୍ରେସର ଛଅ ଘଣ୍ଟିଆ ବନ୍ଦକୁ ଶାନ୍ତି ପୂର୍ଣ୍ଣ ଭାବେ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନରେ…

୨୪ ଘଣ୍ଟାରେ ରାଜ୍ୟରେ ୨୬୩ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୪୯୬୨ ରେ ପହଁଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନର ହୋଇଥିବା…

ଆନ୍ଦୋଳନକୁ ପ୍ରଭାବହୀନ କରିବାକୁ ବିଜେଡ଼ି ଚକ୍ରାନ୍ତ କରୁଛି: ଜୟଦେବ ଜେନା

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ୬ଘଣ୍ଟିଆ ହରତାଳ। ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ହରତାଳ କରାଯାଉଛି। ଧାରଣାରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ଜୟଦେବ ଜେନା। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି।…

କୂଅରେ ପଡ଼ି ପ୍ରାଣ ହରାଇଲେ କୋମଳମତି ଶିଶୁ

ଖୋର୍ଦ୍ଧା: ଖେଳୁଥିବା ଅବସ୍ଥାରେ କୂଅରେ ପଡ଼ି ପ୍ରାଣ ହରାଇଲେ ଜଣେ ଶିଶୁ ପୁତ୍ର। ଏହିଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଅଲାଇଡ଼ିହ ଗ୍ରାମରେ। ସୂଚନା ଅନୁଯାୟୀ, ଅଲାଇଡ଼ିହ ଗ୍ରାମର ଶିବ ଶଙ୍କର କୁମାରଙ୍କ ଅଢ଼େଇ ବର୍ଷର ପୁଅ ସୂର୍ଯ୍ୟ କୁମାର ଖେଳୁଥିଲେ। ଅସାବଧାନତା ଯୋଗୁଁ ବାରି ପଛ…

ଓଡ଼ିଶାର କିଛି ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା, ୧୩ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି। ଯାହା ଫଳରେ ଓଡ଼ିଶାର ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଗଜପତି ଜିଲ୍ଲାରେ ପାଗ କୋହଲା ରହିବା…

ପବିତ୍ର ଅଁଳା ନବମୀ: ଶ୍ରୀରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ

ସାକ୍ଷୀଗୋପାଳ: ଆଜି ପବିତ୍ର ଅଁଳା ନବମୀ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କରାଯାଇଥାଏ । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ୨୦୦ ମିଟର ବ୍ୟାସାର୍ଦ୍ଧ ଭିତରେ…