Latest Odisha News

BREAKING NEWS

Browsing Category

ସହର

City

ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା

ଗୁଣୁପୁର :ନୂତନ ଶିକ୍ଷକଙ୍କ ନିଯୁକ୍ତିକୁ ବିରୋଧ କରି ବିଦ୍ୟାଳୟରେ ତାଲା । ରାୟଗଡା ଜିଲ୍ଲା ଗୁଣୁପୁର ପୌର ପରିଷଦ ଅନ୍ତର୍ଗତ ହାଉସିଂବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ଏବେ ଝୁଲୁଛି ତାଲା । ଏହି ବିଦ୍ୟାଳୟରେ ମୋଟ ୬୫ ଜଣ ଛାତ୍ରଛାତ୍ରୀ ପାଠପଢୁ ଥିବାବେଳେ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ…

ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜି ଅଭୟ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡ଼ାରେ ରହିଥିବା ସିଆରପିଏଫ କ୍ୟାମ୍ପ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ପରିଦର୍ଶନ କରିଥିଲେ। ତାଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଆସିଥିଲେ। ନୂଆପଡ଼ା ଜିଲ୍ଲାରେ…

ପୋଲିସ ଇନଫର୍ମର ସନ୍ଦେହରେ ପାଞ୍ଚ ଜଣ ଆଦିବାସୀଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ପାଞ୍ଚ ଜଣ ଆଦିବାସୀଙ୍କୁ ଅପହରଣ କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କଣ୍ଟା ଥାନା ଅନ୍ତର୍ଗତ ବାଟେର ଗ୍ରାମରେ ଘଟଣା ଘଟିଛି। ଅପହୃତ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସର୍ବ ଆଦିବାସୀ ସମାଜ ଅନୁରୋଧ କରିଛି। ତେବେ ଏନେଇ…

ପଞ୍ଜୁରୀରୁ ଉଦ୍ଧାର ହେଲା ନାଗ ସାପ

ଭୁବନେଶ୍ୱର: ପଞ୍ଜୁରୀରେ ଫସିଲା ନାଗ ସାପ। ପୁରୁଣା ଭୁବନେଶ୍ୱରର ଭୀମ ଟାଙ୍ଗି ଅଞ୍ଚଳରୁ ଜଣଙ୍କ ଘରୁ ପୁଣି ଏକ ନାଗ ସାପ ଉଦ୍ଧାର କରାଯାଇଛି। ସାପଟି ପଞ୍ଜୁରୀରେ ପଶି ଚଢ଼େଇ ଖାଇଦେଇଥିଲା। ହେଲେ ସେଠାରୁ ବାହାରିପାରିନଥିଲା। ନାଗ ସାପର ଲମ୍ବ ପ୍ରାୟ ଅଢ଼େଇ ଫୁଟ ହେବ। ଭୀମ ଟାଙ୍ଗି ଅଞ୍ଚଳର…

କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ, ୩ଜଣ ଅଟକ

ଯାଜପୁର: ଯାଜପୁର ଶିତଳେଶ୍ୱରରେ କବାଡ଼ି କାରଖାନା ଉପରେ ପୋଲିସର ଚଢ଼ାଉ। ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ। ଜିପିଏସ୍ ଟ୍ରାକ ଦ୍ୱାରା ଜବତ ହୋଇଥିଲା ଗାଡ଼ି। ପରେ ସାମ୍ନାକୁ ଆସିଲା ପୁରା ତଥ୍ୟ। ସୂଚନା ଅନୁସାରେ, କଟକ ଜଗତପୁର ଅଞ୍ଚଳରୁ ଏକ ପିକଅପ ଭ୍ୟାନ ଚୋରୀ ହୋଇଥିଲା। ଏହାପରେ ଗାଡ଼ି…

ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡି ଆଗରେ କଳା ପତକା ଦେଖାଇ ୩ ଯୁବକ ଅଟକ

ଢେଙ୍କାନାଳ : ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କଳା ପତାକା ପ୍ରଦର୍ଶନ। ଓଡ଼ିଶା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଅପରାହ୍ନରେ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ କିଛି ଯୁବକ ତାଙ୍କୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ପୋଲିସ ୩ ଜଣ…

ଜୋତା ଭିତରେ ଲୁଚିଥିଲା ନାଗ

ଭୁବନେଶ୍ୱର : ଜୋତା ଭତରେ ଲୁଚିଥିଲା ନାଗ ସାପ । ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ ଜୋତା ଭିତରୁ ୨ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ରବୀନ୍ଦ୍ର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଜୋତା ଷ୍ଟାଣ୍ଡ ତଳେ ଏକ ସାପ ପଶିଥିଲା । ପରେ ସାପଟି ଯାଇ ଯୋତା ଭିତରେ ରହିଯାଇଥିଲା ।…

ଜାଗା ବିବାଦ ନେଇ ଆଶାକର୍ମୀଙ୍କୁ ମାଡ଼ ଅଭିଯୋଗ

ଢେଙ୍କାନାଳ: ଘର ଜାଗା ବିବାଦରୁ ନାରକୀୟକାଣ୍ଡ । ଜଣେ ମହିଳାଙ୍କୁ  ମାଡ଼ ମାରିବା ସହ ଜବରଦସ୍ତ ଟେକିନେଇ ଗୋବର ଗଦାରେ ପୋତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ମହିଳା ଜଣଙ୍କ ଜଣେ ଆଶା କର୍ମୀ ହୋଇଥିବା ବେଳେ ସେ ଠାକୁର ପାଳ ଗ୍ରାମର ମେନକା ସ୍ୱାଇଁ । ଆହତ ମେନକା ଏବେ ଢେଙ୍କାନାଳ ମୁଖ୍ୟ…

ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା , ପୁଣି ବର୍ଷିବ

ଭୁବନେଶ୍ୱର: ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି। ଶୁକ୍ରବାର ଦିନ ସୁମାତ୍ରା ଦ୍ବୀପ…

ଯାତ୍ରୀଙ୍କୁ ମିଳିଲା ଆଶ୍ବସ୍ତି, ସମସ୍ତ ବର୍ଗର ବସ୍‌ ଭଡ଼ା ହ୍ରାସ କଲେ ସରକାର

ଭୁବନେଶ୍ୱର : କମିଲା ବସ୍‌ ଭଡ଼ା । ପୂର୍ବରୁ ତୈଳ ଦର ବୃଦ୍ଧି କାରଣରୁ ବସ୍‌ ଭଡ଼ା ବୃଦ୍ଧି ହୋଇଥିବା ବେଳେ ବର୍ତ୍ତମାନ ଏଥିରେ ହ୍ରାସ କରିଛନ୍ତି ରାଜ୍ୟ ସରକାର । ସାଧାରଣ ବସ୍‌ କିମି ପ୍ରତି ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି । ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୯୬ ପଇସାରୁ ୯୧ ପଇସା ହୋଇଛି ।…