Latest Odisha News

BREAKING NEWS

Browsing Category

ସହର

City

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର

କେନ୍ଦୁଝର : ଭିଜାଲାନ୍ସ ଜାଲରେ ଲାଞ୍ଚୁଆ ସୁପରଭାଇଜର। ଲାଞ୍ଚ ନେବା ବେଳେ କେନ୍ଦୁଝର ସଦର ତହସିଲ ରାଜସ୍ୱ ସୁପରଭାଇଜର ଗିରଫ ହୋଇଛନ୍ତି ।ସୁପରଭାଇଜର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ମ୍ୟୁଟେସନ କେସର ଫିଲଡ…

[ଭିଡ଼ିଓ] ଚିକିତ୍ସା ପାଇଁ ସହାୟତାକୁ ଅପେକ୍ଷା …

ଯାଜପୁର : ଦିବ୍ୟାଙ୍ଗ ମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ହେଲେ କିଛି ସ୍ଥାନରେ ଏଥିରୁ ବଂଚିତ ରହୁଛନ୍ତି ବହୁ ଲୋକ । ଏମିତି କିଛି ଦୃଶ୍ୟ ଦେଖିବାକ ମିଳିଛି ଯାଜପୁର ମଧୁସୂଦନପୁର ଗାଁରେ । ମଧୁସୂଦନପୁର ପଞ୍ଚାୟତର ବାବୁଲା ମଲ୍ଲିକ ଦୀର୍ଘଦିନ ଧରି ଶଯ୍ୟାଶାୟୀ ହୋଇ ଦିନ କାଟୁଛନ୍ତି ।…

[ଭିଡ଼ିଓ] ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱର ବିମାନବନ୍ଦରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ସିଧା ରାଜ୍ୟ ଅତିଥି ଭବନ ପରେ ଲୋକସେବା ଭବନ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ…

[ଭିଡିଓ] ମଡ୍ ବାଥ୍‌କୁ ନେଇ କ’ଣ କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଚର୍ଚ୍ଚାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖାସ ମାଟି ସ୍ନାନ ବା ମଡ୍ ବାଥ୍‌କୁ ନେଇ ସାଧାରଣ ଜନତାଙ୍କ ପାଖରେ ବାଣ୍ଟିଛନ୍ତି ନିଜ ଅନୁଭୂତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିବା ସହ ସେ ମାଟି ସ୍ନାନର ଉପକାରିତା ବଖାଣିଛନ୍ତି । ବାଚସ୍ପତିଙ୍କ ଅନୁଯାୟୀ ବରଗଛ…

ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ,୨୪୭ ପିଜିଟିଭ୍ ଚିହ୍ନଟ

ଗଞ୍ଜାମ : ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଇଥିଲେ ମଧ୍ୟ ଡେଙ୍ଗୁ ଥମିବାରେ ନାଁ ନେଉନି । ଗଞ୍ଜାମରେ ଏବେ ସୁଦ୍ଧା ୨୪୭ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୧୯୪ ଜଣ ସ୍ଥାନୀୟ ହୋଇଥିବା ବେଳେ ୫୩…

କାଳିଆ ଯୋଜନା: ମିଳିଲା ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତିର ନାଁ ଗନ୍ଧ ନାହିଁ

ଯାଜପୁର: କାଳିଆ ଯୋଜନାରୁ ବଞ୍ଚିତ ହେଲେ ହିତାଧିକାରୀ। ସରକାରୀ ଯୋଜନାର ବାସ୍ତବ ବ୍ୟବସ୍ଥା କିପରି କାର୍ଯ୍ୟକାରୀ ହେଉଛି ତାହାର ଏହା ହେଉଛି ଜ୍ୱଳନ୍ତ ଉଦାହରଣ। ଚାଷୀଙ୍କୁ ମୃତ ଦର୍ଶାଇ କାଳିଆ ଯୋଜନା ତାଲିକାରୁ ନାଁ କାଟିଦିଆଯାଇଛି। ଏହିପରି ଦୃଶ୍ୟ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ…

ବନ ବିଭାଗ ପଞ୍ଝାରେ ବ୍ୟବସାୟୀ,୨ଟି ହାତୀ ଦାନ୍ତ ଜବତ

କେନ୍ଦୁଝର : କେନ୍ଦୁଝର ବନ ବିଭାଗକୁ ସଫଳତା। ହାତୀ ଦାନ୍ତ ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡ଼ିଲେ ୨ ଅଭିଯୁକ୍ତ। ସେମାନଙ୍କ ଠାରୁ ୨ ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝର ସଦର ଥାନା ଆମ୍ବଡ଼ହରା ଗ୍ରାମର ଡାକ୍ତର…

କୋଭିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବି ବନ୍ଦ ରହିବ ଐତିହାସିକ ବାଲିଯାତ୍ରା

କଟକ: ପୁଣି ଖାଲି ପଡ଼ିବ ବାଲିଯାତ୍ରା ପଡ଼ିଆ। ସନ୍ଧ୍ୟା ହେଲେ ଜମିବନି ଲୋକଙ୍କ ଭିଡ଼। ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। କୋଭିଡ଼କୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର…

ରିଲିଜ୍ ଅପେକ୍ଷାରେ ଓଲିଉଡ ଫିଲ୍ମ “କଟକ ୱେଡ୍ସ ସମ୍ବଲପୁର”

ଭୁବନେଶ୍ୱର: ଓଲିଉଡ ବକ୍ସ ଅଫିସ୍ ଫାଇଟରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରୋମାଣ୍ଟିକ ମୁଭି କଟକ ୱେଡ୍ସ ସମ୍ବଲପୁର । ଏଥିରେ ଲିଡ୍ ପେୟାର ଭାବେ ନଜର ଆସିବେ ସମ୍ବିତ ଆଚାର୍ଯ୍ୟ ଓ ନବାଗତା ସୁସ୍ମିତା ପ୍ରଧାନ । ବାପି ଡେଭିଡଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବହୁ ଜଣାଶୁଣା କଳାକାରଙ୍କୁ…

ଝାରସୁଗୁଡାରେ କେନ୍ଦ୍ର ରେଳମନ୍ତ୍ରୀ : ଦୋକାନୀଙ୍କ ସହ କଥା ହେଲେ , ରେଳ ପ୍ରକଳ୍ପର ସମୀକ୍ଷା କଲେ

ଝାରସୁଗୁଡା : ଦୁଇ ଦିିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଆଜି ସକାଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ରେଳ ଷ୍ଟେସନ ବୁଲି ଦେଖିଛନ୍ତି । ଷ୍ଟେସନ ପରିସରରେ ଉଠା ଦୋକାନୀଙ୍କ ଠାରୁ ରେଳମନ୍ତ୍ରୀ ଚା ଓ ବିସ୍କୁଟ ଖାଇବା ସହ ଦୋକାନୀ ମାନଙ୍କ ସହ…