Latest Odisha News

BREAKING NEWS

Browsing Category

ସହର

City

ମେଡ଼ିକାଲରେ ଡ଼ାକ୍ତରଙ୍କ ଆତଙ୍କରାଜ୍, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ପୁରୀ: ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ଼ ଓ ପୋଲିସ କର୍ମଚାରୀଙ୍କୁ ଲୁହା ରଡ଼ରେ ପିଟିଲେ ଡ଼ାକ୍ତର। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ। ମଦ୍ୟପାନ କରି ଡ଼ାକ୍ତର ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏନେଇ ଡ଼ାକ୍ତରଖାନା ପରିସରରେ କିଛି ସମୟ…

ଆସୁଛି ଓଲିଉଡ ଫିଲ୍ମ “ଧରମା ରେ” ବିଶୁ ମହାରଣା ଅବତାରରେ ସମ୍ବିତ ଆଚାର୍ଯ୍ୟ

ଭୁବନେଶ୍ୱର: ଆଧୁନିକତାର ଛାପ ଓ ନକଲ ଛାଡି ଓଡିଶାର ଐତିହ୍ୟ ଓ ପରମ୍ପରା ଉପରେ ମନୋନିବେଶ କରିଛି ଓଲିଉଡ ଜଗତ । ଆଗାମୀ ଦିନରେ ଖୁବଶୀଘ୍ର ଓଡିଶାର ପୁରାତନ କୋଣାର୍କ ମନ୍ଦିର ଉପରେ ଆଧାରିତ ଏକ ଐତିହାସିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ଟାଇଟଲ ରହିଛି “ଧରମା ରେ” । ଏଥିରେ ଧରମା…

ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ଷଷ୍ଠ ଦିନ ପୂଜାରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ ଭଦ୍ରକାଳୀଙ୍କ ପୀଠ । ସକାଳ ସମୟରେ ପହଡ଼ ଖୋଲିବା ପରେ ମା’ଙ୍କର ସକାଳ ରୀତିନୀତି ଅନୁଯାୟୀ…

ଥମୁନି ଅଶାନ୍ତି, ପୁଣି ୫ ଗିରଫ

ସାତପଡ଼ା : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲା । ଥମୁନି ଅଶାନ୍ତି ।  ସେପଟେ ୩୫ ମୌଜାର ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ବି ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୪ ପୋଲିସ ଅଫିସରଙ୍କ ସମେତ ୨…

ପୁଣି ଲଘୁଚାପ ବର୍ଷା, ବଢିବ ଶୀତ

ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷା, ବଢିବ ଶୀତ  । ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ରହିଛି । ଯାହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ । ଏହାପରେ ଅବପାତରେ ପରିଣତ ହେବ। ସେପଟେ ଖସୁଛି ତାପମାତ୍ରା…

ମାଛ ଜାଲରେ ଫସିଲା ରଣା ସାପ

ପୁରୀ : ମାଛ ଜାଲରେ ଫସିଲା ରଣା । ପିପିଲ ମଙ୍ଗଳପୁର ଅଞ୍ଚଳରେ ଧାନ ବିଲରୁ ମାଛ ଧରିବା ପାଇଁ ଜାଲ ବସାଯାଇଥିଲା। ଏହି ଜାଲରେ ୫ ଫୁଟ ଲମ୍ବର ରଣା ସାପ ପଡ଼ିଯାଇଥିବା ଦେଖିବାକୁ ମଳିଥିଲା। ସକାଳୁ ଆଲୋକ ଜେନା ନାମକ ଜଣେ ବ୍ୟକ୍ତି ରଣା ସାପଟିକୁ ବିଲରେ ଛଟପଟ ହେଉଥିବା ଦେଖିଥିଲେ।ପରେ ସ୍ନେକ ହେଲପ…

ଏସଟିଏଫ୍ ହାତରେ ଦୁଇ ବ୍ରାଉନସୁଗାର ବେପାରୀ

ବାଲେଶ୍ୱର: ପରିବା ମାର୍କେଟ ନିକଟରୁ ଜବତ ହେଲା ଧଳା ଜହର। ବାଲେଶ୍ୱର ଜିଲ୍ଲା ନୟାବଜାର ପରିବା ମାର୍କେଟରୁ ଏସଟିଏଫ୍ ଟିମ୍ ଜବତ କରିଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣ ହେଲେ ଅଶୋକ କୁମାର ବେହେରା ଏବଂ ବିଜୟ ଯାଦବ। ଏମାନେ କିଛି ବର୍ଷ ହେବ ବାଲେଶ୍ୱରରେ ବ୍ରାଉନ…

[ଭିଡିଓ] ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ତାଲା ପକାଇଲେ ଗ୍ରାମବାସୀ , ରୋଗୀସେବା ବାଧାପ୍ରାପ୍ତ

ବରଗଡ଼ : ବରଗଡ଼ରେ ତାତିଲେ ଗାଁ ଲୋକ। ହସ୍ପିଟାଲର ମଇଳା ପାଣି ସିଧାସଳଖ ଟୁକୁରଲା ଗାଁ କୁ ପ୍ରବେଶ କରୁଥିବାରୁ ଏନେଇ ବାରମ୍ବାର ପ୍ରତିବାଦ କରିବା ସତ୍ୱେ କେହି ଶୁଣୁନଥିବାରୁ ଟୁକୁରଲା ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ତାଲା ପକାଇଦେଇଛନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ…

ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ କର୍ପୋରେସନର ଡ଼େପୁଟି ମ୍ୟାନେଜର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡ଼େପୁଟି ମ୍ୟାନେଜର। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ୧୦ଟି ସ୍ଥାନରେ ଚଢ଼ାଉ କରାଯାଇଛି।…

ବାଲୁକା କଳା ଦ୍ୱାରା ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଖ୍ୟାତନାମା କାର୍ଟୁନିଷ୍ଟ କିଶୋର ରଥଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି। ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର କଳା କରି…