Latest Odisha News

BREAKING NEWS

Browsing Category

ସହର

City

ଆଜି ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହେବ ଆଲୋଚନା

ଭୁବନେଶ୍ୱର: ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେବ ଜଗନମୋହନଙ୍କ ଦ୍ୱିପାକ୍ଷିକ ବୈଠକ। ଆଜି ସନ୍ଧ୍ୟା…

ନାଗ ପଞ୍ଚମୀରେ ନାଗ ଦେବତାଙ୍କ ପୂଜା

ରାୟଗଡା : ଆଜି ହେଉଛି ନାଗୁଲ ଚର୍ତୁଥିରେ ନାଗଦେବତାଙ୍କ ପୂଜା । ରାୟଗଡାର ଗଳି କନ୍ଦିରେ ରହିଥିବା ଉଇହୁଙ୍କା ମୂଳରେ ଲୋକଙ୍କ ପ୍ରବଳ ଭିଡ  ଏହି ଦିନ ନାଗ ଦେବତାଙ୍କ ହୁଙ୍କା ନିକଟକୁ ଯାଇ ଫୁଲ,ଚନ୍ଦନ,ଦୀପ ଧୂପ ଦେଇ ପୂଜାର୍ଚନା କରିଥାନ୍ତି । କେବଳ ସେତିକି ନୁହେଁ ନାଗ ଦେବତାଙ୍କୁ  କ୍ଷୀର,…

ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଏରୋବ୍ରିଜ ଉଦଘାଟନ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ସାଂସଦ  ଅପରାଜିତା ଷଡଙ୍ଗୀ ଏରୋବ୍ରିଜ ଉଦଘାଟନ କରିଛନ୍ତି । ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୫ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨ ଟି ଏରୋବ୍ରିଜ ନିର୍ମାଣ ହୋଇଛି। ଏହି ବ୍ରିଜ…

ବୋମାମାଡ଼ ପରେ ସାତପଡ଼ା ନାଥପୁର ଗାଁ ପୁରୁଷଶୂନ୍ୟ

ସାତପଡ଼ା: ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ । ପୁରୀ ଜିଲ୍ଲା ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍‌ ବୋମାମାଡ଼ ଘଟଣା ପରେ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି । ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି । ପରିସ୍ଥିତିକୁ ନଜରରେ ରଖି ୫ପ୍ଲାଟୁନ୍‌ ଫୋର୍ସ…

ଅଳିଆ ପାଇଁ ୟୁଜର୍ସ ଫି’ ଦେବେ ପୁରୀବାସୀ

ପୁରୀ : ଅଳିଆ ପାଇଁ ୟୁଜର୍ସ ଫି ଦେବେ ପୁରୀବାସୀ ।  ଆସନ୍ତା ୧୦ ତାରିଖରୁ ଫି ଆଦାୟ ନେଇ ନିର୍ଦ୍ଦେଶାନାମା ଜାରି କରିବା ପରେ ସହରବାସୀଙ୍କ ଚିନ୍ତା ବଢିଛି । ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା, ୧୨୦୦ ବର୍ଗ ଫୁଟ ଘର ପାଇଁ ୫୦ ଟଙ୍କା, ୩ହଜାର ବର୍ଗ ଫୁଟ ଘର ପାଇଁ ୭୦ ଟଙ୍କା ଓ ୫ହଜାର…

ନୂଆପଡ଼ାରେ ଭର୍ଚ୍ୟୁଆଲରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,୪୮୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ନୂଆପଡ଼ା :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚ୍ୟୁଆଲ୍ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ ୧ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା…

ଅନ୍ଧାରରେ ଗାଁ.. ..

ଗୋପବନ୍ଧୁନଗର: ଅନ୍ଧାରରେ ରହିଛନ୍ତି ଗାଁର ଲୋକେ । ଦୁଇ ମାସରୁ ଅଧିକ ଦିନ ହେଲା ଡିବିରି ଆଲୁଅ ପାଲଟିଛଇ ଆଶା ଭରସା । ଏହିି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଅନନ୍ତସାହିରେ । ଦୁଇ ମାସ ପୂର୍ବେ ଗାଁକୁ ବିଦ୍ୟୁତ ଯୋଗାଉଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି…

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନିଆ ଧାରଣା

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକର ପୁଟ୍ଟାସିଂର ରେଜିଂଟାଲ ଗ୍ରାମକୁ ଜିଲ୍ଲା ପ୍ରଶାସନ ତରବରିଆଭାବେ ନୂତନ ପଞ୍ଚାୟତ ଘୋଷଣା କରିଛନ୍ତି। ପୁଟ୍ଟାସିଂ ରେଭିନ୍ୟୁ ଗ୍ରାମକୁ ପଞ୍ଚାୟତ କାର୍ଯ୍ୟାଳୟ ଫେରସ୍ତ କରିବା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଆଜି…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଘୂର୍ଣ୍ଣିବଳୟ । ୨୪ଘଣ୍ଟାରେ ନେଇପାରେ ଲଘୁଚାପର ରୂପ, ଉତ୍ତର ତାମିଲନାଡୁରେ ବର୍ଷା ସମ୍ଭାବନା । ରାଜ୍ୟରେ ଶୀତର ଲହର ଆରମ୍ଭ ହୋଇଥିବା ବେଳେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଘୂର୍ଣ୍ଣିବଳୟ । ଏହି…

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ

ଭବାନୀପାଟଣା: ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ । ଭବାନୀପାଟଣାରେ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଆଜି ଭବନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମ ସାରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଫେରୁଥିବା ସମୟରେ…