Latest Odisha News

BREAKING NEWS

Browsing Category

ସହର

City

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର…

କୂଅରୁ ଉଦ୍ଧାର ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ

କେନ୍ଦୁଝର: ହାତୀ ଛୁଆକୁ କପିଳାସ ପଠାଇଲା ବନ ବିଭାଗ। ୧୫ଫୁଟ୍ କୂଅରୁ ସୁରକ୍ଷିତଭାବେ ଉଦ୍ଧାର ହୋଇଥିଲା ହାତୀ ଛୁଆ। ବନ ବିଭାଗ ହାତୀ ଛୁଆକୁ ମା ହାତୀ ଓ ତାର ପରିବାର ପାଖରେ ଛାଡ଼ିବା ପାଇଁ ଚେଷ୍ଟା କରିଥିଲା। ହେଲେ ସେଥିରେ ସଫଳ ହୋଇପାରିନଥିଲେ। ହାତୀ ଛୁଆକୁ ବଞ୍ଚେଇବା ପାଇଁ ସରକାରଙ୍କ…

ଓଡ଼ିଶା ଆଇପିଏସ୍ ଅଧିକାରୀ କେ. ଶିବା. ସୁବ୍ରମଣି ସିବିଆଇ ଏସପିଭାବେ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା-କ୍ୟାଡ଼ର ଆଇପିଏସ୍ ଅଧିକାରୀ କେ.ଶିବା ସୁବ୍ରମଣିଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ(ସିବିଆଇ) ଏସପିଭାବେ ନିଯୁକ୍ତି କରାଯାଇଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୨୦୧୦ ବ୍ୟାଚ ଆଇପିଏସ୍ ଅଧିକାରୀ ବର୍ତ୍ତମାନ ଓଡ଼ିଶାର…

ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ

ପୁରୀ : ଅଲ ଓଡ଼ିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ । ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚାମ୍ପିଅନସିପ୍ ନିଳାଦ୍ରୀ ବେଳାଭୂମିରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି…

[ଭିଡିଓ] ଯାଜପୁରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଯାଜପୁର : ଦେଶରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ମିଶନ। ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ଘରକୁ ସରକାର ପାଇଖାନା କରବା ପାଇଁ ଆର୍ଥିକ ସହୟତା ଯୋଗାଇ ଦେଉଛନ୍ତି । ହେଲେ  ଯାଜପୁର ସଦର ମହକୁମା ଡାକ୍ତରଖାନାଠାରୁ ଆରମ୍ଭ କରି ବସ୍ ଷ୍ଟାଣ୍ଡ ଅଚଂଳରେ ଶୌଚାଳୟ…

ବାଲିଘାଟ ନିଲାମ ଆବେଦନରୁ ବାଦ୍ ପଡ଼ିଲେ ଆଶାୟୀ ବ୍ୟକ୍ତି

ବାରିପଦା: ବାଲିଘାଟ ନିଲାମ ପାଇଁ ଆବେଦନ କରିପାରିଲେନି ଆଶାୟୀ ବ୍ୟକ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଅଧିନସ୍ଥ ମୋରଡ଼ା ତହସିଲ ଜମ୍ଭିରା ନଦୀ ବାଲି ଖାଦାନ ନିଲାମ ପାଇଁ ଇସ୍ତାହାର ପ୍ରକାଶ ପାଇଥିଲା। ବଡ଼ଫେରା, ବରକନ୍ଦ, ଗଡ଼ିଆ, ଗଣ୍ଡଗୁହାଳି ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷଠାରୁ ୫ବର୍ଷ…

ହାଇକୋର୍ଟରେ ୨୦୦୬ ଓଏଏସ୍ ନିଯୁକ୍ତି ମାମଲା: ୩୭୮ ଓଏଏସ୍ ଅଧିକାରୀ ଆଶ୍ୱସ୍ତି

କଟକ: ହାଇକୋର୍ଟରେ ଓଏଏସ୍ ନିଯୁକ୍ତି ବିବାଦ ମାମଲା। ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଓଏଏସ୍ ଅଧିକାରୀ। ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ। ୨୦୦୬ ମସିହାରେ ୩୭୮ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ। ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଚୂଡ଼ାନ୍ତ…

ପୁଣି ଧଳା ଜହର ଜବତ, ଜଣେ ଗିରଫ

କାମାକ୍ଷାନଗର: ପୁଣି ଜବତ ହେଲା ଧଳା ଜହର। ଢ଼େଙ୍କାନାଳ ପରେ ଏବେ କାମାକ୍ଷାନଗରରେ ଏବେ ଧଳାଜହର କବଜାରେ କାମାକ୍ଷାନଗର। ଅବକାରୀ ବିଭାଗର ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ପାତ୍ର। ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି।…

[ଭିଡ଼ିଓ] ପାଚିଲା ଧାନରେ ରୋଗପୋକ, ଚିନ୍ତାରେ ଚାଷୀ କୁଳ

ନୂଆପଡା : ନୂଆପଡା ଜିଲ୍ଲା ମରୁଡି ପ୍ରପୀଡ଼ିତ ଜିଲ୍ଲା । ଏଠିକାର ଚାଷୀ ପ୍ରାୟ ପ୍ରତିବର୍ଷ ମରୁଡି ପାଇଁ  ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଚଳିତ ବର୍ଷ ବିଳମ୍ବ ହେଲେ ବି ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଧାନ ଚାଷକୁ ବଞ୍ଚାଇ ଭଲ ଅମଳର ଆଶା ବାନ୍ଧି ଥିଲା । ହେଲେ ଅମଳ ସମୟରେ …

କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ବାରହା

କାମାକ୍ଷାନଗର : କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ବାରହା । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସମାଟାଙ୍ଗୀ ଗାଁରେ ଥିବା ଏକ କୂଅରୁ ଗୋଟିଏ ଜଙ୍ଗଲୀ ବାରହାକୁ ଉଦ୍ଧାର କରିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣରେ ଆସି ଜଙ୍ଗଲୀ ବାରହାଟି କୂଅରେ ଖସି ପଡ଼ିଥିଲା । ଏ ନେଇ ସ୍ଥାନୀୟ…