Latest Odisha News

BREAKING NEWS

Browsing Category

ସହର

City

ଗାଁକୁ ଫେରିଲା ଦାଦନର ମୃତ ଦେହ

କଳାହାଣ୍ଡି : ଶେଷରେ ଗାଁକୁ ଫେରିଲା ଦାଦନର ମୃତ ଦେହ । କିଛି ମାସ ତଳେ କାମ ଖୋଜି ବାହାରକୁ ଯାଇଥିଲେ । ମୃତକ ଜଣକ ହେଉଛନ୍ତି କଳାହାଣ୍ଡି କାଦୋପଦରର ବନ ମାଝୀ । ହାଇଦ୍ରାବଦାକୁ ଦାଦନ ଖଟିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକଙ୍କ ଅନୁରୋଧ ଅନୁଦସାରେ…

କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ: କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର  । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ  କୁଆଖାଇ ନଦୀରୁ  ଏହି ମୃତ ଦେହ ଉଦ୍ଧାର ହୋଇଛି । କିଛି ଦିନ ହେଲା ବୃଦ୍ଧ ଜଣକ ନିଖୋଜ କୁଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନଥିଲା ମୃତ ବ୍ୟକ୍ତି ହେଲେ ୬୫…

ମନିଷ ମୃତ୍ୟୁ ମାମଲା: ଆତ୍ମସମର୍ପଣକାରୀ ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍ଗ ମୃତ୍ୟୁ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ଫୁଲବାଣୀରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କନ୍ଧମାଳ ଜିଲ୍ଲାର ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଗତକାଲି ଫୁଲବାଣୀ ଟାଉନ୍…

ଦାଣ୍ଡିଆ ନାଇଟ ପୂର୍ବରୁ ହୋଟେଲ ସିଲ କଲା ବିଏମସି

ଭୁବନେଶ୍ୱର: ବିନା ଅନୁମତିରେ ଦାଣ୍ଡିଆ ନାଇଟ କରିବା ପଡ଼ିଲା ମହଙ୍ଗା । ନିକୋପାର୍କ ସ୍ଥିତ 9ଥ ଷ୍ଟ୍ରିଟ ବଂକ୍ୱୟେଟ ହୋଟେଲକୁ ସିଲ୍ କଲା ବିଏମସି । ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ଦାଣ୍ଡିଆ ନାଇଟ । ବିଏମସି କମିଶନର ଅଂଶୁମାନ ରଥ ନେତ୍ୱତ୍ୱରେ ଏକ ଟିମ୍ ହୋଟେଲକୁ ଯାଇ ଚଢାଉ କରିଥିଲେ ।…

ମହାଷ୍ଟମୀରେ ଭଦ୍ରକ ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ନିଆରା ପରମ୍ପରା

ଭଦ୍ରକ: ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମାଆଙ୍କ ପୂଜା ଚଳଚଞ୍ଚଳ ହୋଇପଡ଼ିଛି ସହର। ଚଣ୍ଡିପାଠରେ କମ୍ପୁଛି ମଣ୍ଡପ। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁର ମଣ୍ଡପରେ ଚାଲିଛି ମାଆ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। କରୋନା କଟକଣାକୁ ମାନି ମାଆ ଦୁର୍ଗାଙ୍କ ପୂଜା ଚାଲିଛି। ସକାଳୁ ବଙ୍ଗୀୟ…

ବଙ୍ଗଳାମୁଖୀ ପୀଠରେ ଜଗତଜନନୀଙ୍କ ‘ମହାଗୌରୀ’ ବେଶ

ବାଲେଶ୍ୱର : ବିଭିନ୍ନ ସ୍ଥାନରେ ବିଭିନ୍ନ ରୂପରେ ପୂଜା ପାଉଛନ୍ତି ଜଗତଜନନୀ ମା' ଦୁର୍ଗା । ବାଲେଶ୍ୱରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ବଙ୍ଗଳାମୁଖୀ ପୀଠରେ ଅର୍ଚ୍ଚିତ ହେଲେ ମାଆଙ୍କ ଅଷ୍ଟମ ସ୍ୱରୂପ ‘ମହାଗୌରୀ’। ଶକ୍ତିପୀଠରେ ଚାଲିଛି ମା’ ଆଦ୍ୟାଶକ୍ତିଙ୍କର ନବରାତ୍ର ପୂଜା।…

୧୭୭ ବର୍ଷର ଦୁର୍ଗାପୂଜା

ବାଲେଶ୍ୱର : ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା । ବାଲେଶ୍ୱରରେ ୧୭୭ ବର୍ଷ ଧରି ନିଷ୍ଠାର ସହ ଚାଲିଛି ଜମିଦାର ଦାସ ଘରେ ମା’ଙ୍କ ଶାରଦୀୟ ଦୁର୍ଗାପୂଜା । ସ୍ୱତନ୍ତ୍ର ରୀତିନୀତି ଓ କରୋନା କଟକଣା ମଧ୍ୟରେ ମହାମାୟୀଙ୍କ ପୂଜାର୍ଚ୍ଚନା ଚାଲିଛି । ଜିଲ୍ଲାର ବିଭିନ୍ନ ସାର୍ବଜନୀନ ମଣ୍ଡପ…

ଦଶହରାରେ ବାଲେଶ୍ୱରରେ ଆଖଡ଼ା ଖେଳ ପ୍ରଦର୍ଶନ

ବାଲେଶ୍ୱର: ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ହେଉଛି ଆଖଡ଼ା ଖେଳ। ବାଲେଶ୍ୱରରେ ଆଖଡ଼ା ଦଳମାନେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶସ୍ତ୍ର ପୂଜା ସହ ହନୁମାନଙ୍କୁ ସଲାମୀ ପ୍ରଦାନ କରିଛନ୍ତି। ଏବର୍ଷ ବାଲେଶ୍ୱର ଆଖଡ଼ା ସଂଘ ପକ୍ଷରୁ ଏହି ପର୍ବ ପାଳିତ ହୋଇଥିଲା। ସହର ତଥା ଆଖପାଖ ଅଞ୍ଚଳର୨୫ଟି ଦଳ…

ମୋବାଇଲ ଛଡ଼ାଇନେବାରୁ ଆତ୍ମହତ୍ୟା କଲେ ୧୩ବର୍ଷର ନାବାଳକ

କୋରାପୁଟ: ମୋବାଇଲ ଛଡ଼ାଇ ନେବାରୁ ନାବାଳକର ଆତ୍ମହତ୍ୟା। କୋରାପୁଟ ସହରର ଗୌତମନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ନାବାଳକ ଜଣକ ହେଉଛନ୍ତି ଶ୍ରୀନିବାସ ରାଓଙ୍କ ପୁଅ ବି.ମନୋହର। ବୟସ ୧୩। ମନୋହର ଅଷ୍ଟମ ଶ୍ରେଣୀରେ କୋରାପୁଟସ୍ଥିତ ସେଣ୍ଟ ଜାଭିୟରରେ ପାଠ ପଢ଼ୁଥିଲେ। କରୋନା ଯୋଗୁଁ…

ଋଣ ପାଇଁ ବନ୍ଧାପଡ଼ିଲା ଝିଅ

ନୂଆପଡ଼ା : ମା’ ଋଣ ସୁଝି ନ ପାରିବାରୁ ବନ୍ଧକ ପଡ଼ିଲା ନାବାଳିକା ଝିଅ । ନୂଆପଡ଼ା ଜିଲ୍ଲା ସଦର ଖରିଆଳ ରୋଡର ଗଣେଷ ବସ୍ତିରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୂଆପଡ଼ା ଚାଇଲଡ ଲାଇନ ନାବାଳିକା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରିଛି ।ସୂଚନା ଅନୁସାରେ କିଛି ବର୍ଷ ତଳେ…