Latest Odisha News

BREAKING NEWS

Browsing Category

ସହର

City

ବରଗଡ଼ରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ବରଗଡ଼ : ବରଗଡ଼ ଜିଲ୍ଲା କୁଠାରପାଲି ଗାଁର ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ। ପ୍ରଧାନ ଶିକ୍ଷକ ହେଉଛନ୍ତି ପ୍ରହ୍ଲାଦ ଦାସ। ତାଙ୍କୁ ୫୭ବର୍ଷ ହୋଇଥିଲା। ସକାଳୁ ତାଙ୍କ ଘରଠାରୁ ୫ଶହ ମିଟର ଦୂର ନିଛାଟିଆ ଜାଗାରେ ଏକ କୁମ୍ଭୀ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିଥିଲେ। ପରେ ପରିବାର…

ବିରଜାଙ୍କ ପୀଠରେ ମହାନବମୀ ପୂଜା

ଯାଜପୁର : ବିରଜାଙ୍କ ପୀଠରେ ମହାନବମୀ ପୂଜା । ସବୁଠି ଚାଲିଛି ମାଆଙ୍କ ଆବାହନି । ପ୍ରତି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ସବୁ ଆଡେ ପାର୍ବଣ ର ଧୁମ । ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ହେଉଥିବା ବେଳେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ମହାନବମୀ । ସେଥି ପାଇଁ ମାଙ୍କୁ ଦର୍ଶନ…

ବ୍ରହ୍ମପୁରରେ ମିଠା ଦୋକାନରେ ଖାଦ୍ୟର ମାନ ଯାଞ୍ଚ କଲେ ଫୁଡ୍ ସେଫଟି ଅଫିସର

ବ୍ରହ୍ମପୁର : ଦୁର୍ଗାପୂଜା ଅବସରରେ ବିଭିନ୍ନ ମିଠା ଦୋକାନ ବୁଲୁଛନ୍ତି ଫୁଡ୍ ସେଫଟି ଅଫିସର ମାନେ । ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରେସନ ତରଫରୁ ଆଜି ବ୍ରହ୍ମପୁର ସହରର ବିଭିନ୍ନ ମିଠା ଦୋକାନ ବୁଲି ଦେଖିଥିଲା ଟିମ୍ । ପୂରୁଣା ମିଠା ଓ କ୍ୱାଲିଟି କମ୍ ଥିବା ମିଠା ଗୁଡିକୁ ଏହି ଅଫିସର ମାନେ…

କୋଭିଡ଼୍ କଟକଣା ସହ ମାଲକାନଗିରିରେ ଚାଲିଛି ମାଆ ଦୁର୍ଗାଙ୍କ ପୂଜା

ମାଲକାନଗିରି: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଉପାନ୍ତ ଅଞ୍ଚଳ ମାଲକାନଗିରିର ବିଭିନ୍ନ ପୂଜା ମଣ୍ଡପରେ କରୋନା କଟକଣା ମଧ୍ୟରେ ଚାଲିଛି ମାଆଙ୍କ ପୂଜା। ଆଜି ମାଆ ବିମଳା ରୂପରେ ଦର୍ଶନ ଦେଉଛନ୍ତି। ସମସ୍ତ ଦେବୀ ପୀଠମାନଙ୍କରେ ପ୍ରଥମ ଦିନରୁ ନବରାତ୍ରି ପୂଜା ଆରମ୍ଭ…

କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର :କଂଗ୍ରସ ଭବନରେ ଭଙ୍ଗାରୁଜା । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ କଂଗ୍ରେସ ଭବନ ଭିତରକୁ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆଜି ସକାଳ ୬ ଟା ପାଖାପାଖି ସମୟ ହେବ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। କଂଗ୍ରେସ ଭବନ ଭିତରେ କାହିଁକି ଓ କିଏ ଏପରି କାଣ୍ଡ ଘଟାଇଲେ ତାହା…

ଗାଁରେ ଥମୁନି ହାତୀ ଆତଙ୍କ

ଭୁବନେଶ୍ୱର: ପୁଣି ମାତିଛି ହାତୀ । ବିଭିନ୍ନ ସ୍ଥାନରେ ଥମୁନି ହାତୀ ଉପଦ୍ରବ । ଗାଁ ଭିତରକୁ ଜଙ୍ଗଲୀ ହାତୀ ପଶି ଆସୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ଘରଦ୍ୱାର ଭାଙ୍ଗୁଥିବା ବେଳେ ଗାଁରେ ଲୋକେ ଆତିଙ୍କିତ ଅବସ୍ଥାରେ ରହିଛନ୍ତି । ଅନ୍ୟ ସ୍ଥାନ ଭଳି ଗଂଜାମ ଧରାକେଟରୁ ନେଇ…

ପୁଣି ରେଡ୍ ଜୋନରେ ଖୋର୍ଦ୍ଧା

ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ିବାରୁ ପୁଣି ରେଡ ଜୋନକୁ ଗଲା ଖୋର୍ଦ୍ଧା । ଦୀର୍ଘ ଦିନ ପରେ ସଂକ୍ରମଣ ବୃଦ୍ଧି ନେଇ ଖୋର୍ଦ୍ଧା ଜିଲ୍ଲା ଏବେ ରେଡ ଜୋନକୁ ଆସିଥିବା ଜଣାପଡ଼ିଛି । ଜିଲ୍ଲାରେ ଏବେ ଦିନକୁ ଦିନ ପଜିଟିଭ୍ ଓ ଆକ୍ଟିଭ୍ କେସ ବଢ଼ୁଛି ଫଳରେ ଏପରି ନିଷ୍ପତି ନିଆଯାଇଛି। ଲୋକେ ସଚେତନ…

ବରଗଡ଼ରେ ସହିଦ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ସହ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି

ବରଗଡ଼: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ଅଞ୍ଚଳରେ ଚାଷୀଙ୍କ ପ୍ରତି ହୋଇଥିବା ବର୍ବରକାଣ୍ଡ ଘଟଣା। ବରଗଡ଼ରେ ସହିଦ ଚାଷୀଙ୍କୁ କ୍ୟାଣ୍ଡେଲ ମାର୍ଚ୍ଚ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଏହି ବର୍ବରକାଣ୍ଡକୁ ନେଇ ସମ୍ପୃକ୍ତ କିଷାନ…

ମାଲକାନଗିରି ଗସ୍ତରେ ଡିଜିପି ,ମାଓ ମୁକାବିଲା ଦିଗରେ ଆଲୋଚନା

ମାଲକାନଗିରି : ମାଲକାନଗିରି ଗସ୍ତରେ ପୋଲିସ ଡିଜି ଶ୍ରୀ ଅଭୟ , ଆଇଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦେଶକ ଅନିରୁଦ୍ଧ ସିଂ ।ମାଲକାନଗିରି ଜିଲ୍ଲାକୁ ଏକ ସମ୍ପୁର୍ଣ୍ଣ ମାଓ ମୁକ୍ତ ଅଞ୍ଚଳରେ ପରିଣତ କରିବାକୁ ପୋଲିସର ଏହା ଏକ ବଡ ପଦକ୍ଷେପ । ମାଲକାନଗିରି ଜିଲ୍ଲା ମାଥିଲି ଥାନା…

ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ: ବାଂଶପାଣି ରେଳ ଷ୍ଟେସନରେ ଭଙ୍ଗାରୁଜା

କେନ୍ଦୁଝର: ଆରପିଏଫ୍ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ। ବାଂଶପାଣି ରେଳ ଷ୍ଟେସନରେ ଦୁଇ ବସ୍ତି ବାସିନ୍ଦା ଆକ୍ରମଣ ଓ ଷ୍ଟେସନ ଭଙ୍ଗାରୁଜା କରିଛନ୍ତି। ୩ ଆରପିଏଫ ଗୁରୁତର। ସେମାନଙ୍କୁ ଯୋଡ଼ା ଟାଟା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଭଞ୍ଜହାଟିଂର ଲକ୍ଷ୍ମଣ ପାତ୍ର ନାମକ ଜଣେ…