Latest Odisha News

BREAKING NEWS

Browsing Category

ସହର

City

ଜୁଆ ଆଡ୍ଡା ଉପରେ ରେଡ୍, ୧୪ ଜଣ ଗିରଫ

ସମ୍ବଲପୁର: ଜୁଆ ଆଡ୍ଡା ଉପରେ ପଞ୍ଝା ମାରିଲା ପୋଲିସ । ସମ୍ୱଲପୁର ସହରର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ମୋଟ ୧୪ ଜଣଙ୍କୁ ଗିରଫ କରାଯାଇଛି । ସହରରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସ୍ୱତନ୍ତ୍ର ପୋଲିସ ଟିମ୍ ଆରମ୍ଭ କରିଥିଲା ରେଡ୍ । ପୋଲିସ ୧୪…

ଜ୍ୟୋତିପ୍ରକାଶଙ୍କ ପରିବାରକୁ ଭେଟିଲେ ଅପରାଜିତା ଷଡ଼ଙ୍ଗୀ, ସାନ ଭାଇର ପାଠପଢ଼ା ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଡ୍ରେନରେ ଭାସି ଯାଇ ପ୍ରାଣ ହରାଇଥିବା ରାଜଧାନୀର ଜ୍ୟୋଜିପ୍ରକାଶ ବେହେରାଙ୍କ ପରିବାରକୁ ଭେଟିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଜ୍ୟୋତିପ୍ରକାଶଙ୍କ ସାନ ଭାଇକୁ ସାଂସଦ କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇ ଦ୍ୱାଦଶ ଯାଏ…

ସାରଙ୍କ ଲୁହା ରଡ ମାଡରେ ୫ ଛାତ୍ର ଗୁରୁତର

କୋରାପୁଟ : ଶିକ୍ଷକଙ୍କ ରଡ ମାଡରେ ୫ଜଣ ଛାତ୍ର ଗୁରୁତର । ଛାତ୍ରମାନେ ପାଠ ନବୁଝି ପାରିବାରୁ ନିର୍ଧୁମ ମାଡ ମାରିଲେ କୋଚିଂ ସେଣ୍ଟର ସାର୍ ।ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି କୋରାପୁଟ ସଦର ଥାନା ଛାପର ନିକଟ ଏକ କୋଚିଂ ସେଣ୍ଟରରେ। ଦୀର୍ଘ ଦିନ ଧରି ଛାତ୍ର ଙ୍କୁ ଶିକ୍ଷକ ଜଣକ ୟୁଟୁବ୍ ଶିଖି ପାଠ…

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ ଭ୍ୟାନ୍ ,୩ ଗୁରୁତର ୧୫ ଆହତ

କୋରାପୁଟ : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଲୁଲ୍ଲା ନିକଟ ନୁଆ କଲୋନି ଠାରେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନ୍ ଓଲଟି ପଡ଼ିଛି ।ଏହି ଦୁର୍ଘଟଣାରେ ୩ ଗୁରୁତର ହୋଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ…

ଗୋଟିଏ ଗଛରେ ୪୦ ପ୍ରକାରର ଫଳ

ଭୁବନେଶ୍ୱର: ଘଟଣା ବିଶ୍ୱସ ନହେଲେ ବି ସମ୍ପୁର୍ଣ୍ଣ ସତ । ବହୁତ କିଛି ଘଟଣା ଆମ ସାମନାରେ ଘଟୁଛି । କିଛି ବିସ୍ମୟ ଜନକ ରହସ୍ୟମୟ ହୋଇଥିବା ବେଳେ ତାର ସତ୍ୟତା କିନ୍ତୁ ଆମକୁ ଜଣା ନାହିଁ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବା ।  ଗୋଟିଏ ଫଳ ଗଛ ଯେଉଁଥିରେ ଫଳୁଛି ୪୦ ପ୍ରକାରର ଫଳ ।…

ଜନ ଶୁଣାଣି କେନ୍ଦ୍ରରେ ଉତ୍ତେଜନା , କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

କୋରାପୁଟ : ଜନଶୁଣାଣି କେନ୍ଦ୍ରରେ ଉତ୍ତେଜନା । କମ୍ପାନୀ ଅଧିକାରୀଙ୍କୁ  ମାଡ ମାରିଲେ ଗାଁ ଲୋକ। ଗୁରୁତର ଅବସ୍ଥାରେ  ହିଣ୍ଡଲକୋ କମ୍ପାନୀର ବରିଷ୍ଠ ଅଧିକାରୀ ସେମିଳିଗୁଡା ମେଡିକାଲରେ ଭର୍ତି ହୋଇଛନ୍ତି । କୋରାପୁଟ ହିଣ୍ଡଲକୋ ପକ୍ଷରୁ ଆଜି କଙ୍କଡା ଆମ୍ବ ଗାଁ ରେ ଜନଶୁଣାଣି ହେବାକୁ ଥିବା…

ପୁଣି ଏକ ଲଘୁଚାପ ,୧୧ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ବର: ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ

ପାଟଣାଗଡ଼ : ପାଟଣାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଲାଙ୍ଗୀର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିଥିବା ବେଳେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିବା ସହ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟଣାଗଡ଼ ରମାଇ ଉଚ୍ଚ…

ପାଇକ ବିଦ୍ରୋହରେ ବୀରତ୍ୱର କାହାଣୀ ’ବିଦ୍ରୋହୀ’

ଭୁବନେଶ୍ୱର: ସାରା ଦେଶ ଦେଖିବ ପାଇକ ବିଦ୍ରୋହ । ପାଇକ ସଂଗ୍ରାମରେ ଦେଖିବ ବିଦ୍ରୋହୀଙ୍କ ବୀରତ୍ୱର କାହାଣୀ । ଏକ ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବାକୁୂ ଯାଉଛି ପାଇକ ବିଦ୍ରୋହକୁ ନେଇ ଧାରାବାହିକ ’ବିଦ୍ରୋହୀ’ । ପାଇକମାନଙ୍କର ଅସାଧାରଣ ବୀରତ୍ୱରୁ ନେଇ ରହିଛି କିଛି ଐତିହାସିକ କଥା । ୧୮୧୭…

ବଢ଼ୁଛି ସୁବର୍ଣ୍ଣରେଖା ଜଳସ୍ତର, ବନ୍ୟା ଆଶଙ୍କା

ବାଲେଶ୍ୱର : ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱର ଜିଲ୍ଲାର ଭୋଗରାଇ ,ଜଳେଶ୍ୱର ଓ ବାଲିଆପାଳ ବ୍ଲକରେ ବଡ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ରାଜଘାଟ ରେଡିଂ ପଏଣ୍ଟ ଅନୁଯାୟୀ ବୁଧବାର ସକାଳ ୧୦ ଟା ବେଳେ ନଦୀର ଜଳସ୍ତର ୯.୪୮ ମିଟର ରହିଥିଲା । ଏଠାରେ ସତର୍କ…