Latest Odisha News

BREAKING NEWS

Browsing Category

ସହର

City

ଭାଙ୍ଗିଲା ସୋଲାର ବାଡ, ବଢିଲା ବିପଦ

ଢେଙ୍କାନାଳ: ଭାଙ୍ଗି ରୁଜି ଯାଇଛି ସୋଲାର ବାଡ଼ । ବନବିଭାଗର ଦାଇତ୍ୱ ହୀନତା ଯୋଗୁଁ ଭାଙ୍ଗି ଯାଇଛି ହାତୀ ଉପଦ୍ରବ ରୋକିବା ପାଇଁ ଟଣା ଯାଇଥିବା ସୋଲାର ବାଡ଼ । ଫଳରେ ହାତୀପଲ ଚାଷ ଜମି ଓ ଜନ ବସତି ମୁହାଁ ହେବା ଆଶଙ୍କା ଥିବାରୁ ଭୟଭୀତ ଅଞ୍ଚଳବାସୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି…

ବୈପାରିଗୁଡା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ

କୋରାପୁଟ : ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ରାୟ ପ୍ରକାଶ ପାଇଥିଲ। ଅଭିଯୁକ୍ତକୁ ବୈପାରିଗୁଡା ଥାନା ଅନ୍ତର୍ଗତ ଦିସାରିଗୁଡାର ବୈଦନାଥ କୁମାରଙ୍କୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଆର୍ଥିକ…

ରେଳ ବିଭାଗର ନୂଆ ନିୟମ

ନୂଆଦିଲ୍ଲୀ: ଟିକେଟ ବୁକ୍ କରିବା ପୂର୍ବରୁ ଭାରତୀୟ ରେଳ ବିଭାଗର ନୂଆ ନିୟମ । ଭାରତୀୟ ରେଳର ସମୟ ସାରଣୀରେ ପରିବର୍ତ୍ତନ ହେବାକୁ ଯାଉଛି । କରୋନା ମହାମାରୀ ପାଇଁ ବନ୍ଦ ରହିଥିବା ରେଳ ସେବା ଦୁଇ ବର୍ଷ ପରେ ନୂଆ ସମୟ ସାରଣୀ ମୁତାବକ ଚାଲିବ । ଅକ୍ଟୋବର ପହିଲାରୁ ପ୍ରୟାଗରାଜ ମଣ୍ଡଳରେ ସମସ୍ତ…

ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ମୃତ

ଆନନ୍ଦପୁର: ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଙ୍ଖିଡି ନିକଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଜଣେ ଏନ୍‌କିୟୁଏମ୍‌ ଅଧିକାରୀ ଗୁହାରଚନ୍ଦ୍ର ପନୱର  ବୋଲି…

ପାର୍ବଣ ସମୟରେ ସତର୍କତା, ଭିଡକୁ ନଯିବା ଲାଗି ପରାମର୍ଶ

ଭୁବନେଶ୍ବର: ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ବଢ଼ିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।   ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା । ସାମାଜିକ ଦୂରତା ରକ୍ଷା କରିବା ଓ ଭିଡକୁ…

ମର୍ମନ୍ତୁଦ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

ଢେଙ୍କାନାଳ : ଦୁର୍ଘଟଣା ନେଲା ଜୀବନ । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର କୁଲେଇ ଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ…

ମୁହଁ ଖୋଲିଲେନି ବିଦ୍ୟାଭାରତୀ

ବଲାଙ୍ଗିର: ଫାଇନାଲ୍‌ ସେମିଷ୍ଟର ଦେଲେ ବିଦ୍ୟାଭାରତୀ । କାହା ସହିତ କଥା ହେଲେନି । ବିଦ୍ୟା ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ  । ପରୀକ୍ଷା ଦେଲେ ବିଦ୍ୟାଭାରତୀ । ବହୁଚର୍ଚ୍ଚିତ ମୃତ ପାରଳାଖେମୁଣ୍ଡି ଏସିଏଫ୍‌ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ…

୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ୨୪ଘଣ୍ଟାରେ ବର୍ଷିବ ଜୋର୍

ଭୁବନେଶ୍ୱର: ୧୧ ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ହେବ ବଜ୍ରପାତ । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଭିତରେ ଜୋର୍ ବର୍ଷା ଓ ବଜ୍ରପାତ ହୋବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ୧୧ ଜିଲ୍ଲାରେ ଅଧିକ…

ଯାଜପୁରରେ ମାତିଛନ୍ତି ଚୋର, ଦୋକାନରୁ ଚୋରି ଅଭିଯୋଗ

ଯାଜପୁର : ଯାଜପୁରରେ ମାତିଛନ୍ତି ଚୋର । ଯାଜପୁର ଜିଲ୍ଲା ବିଝାରପୁର ଥାନା ବାଳମୁକିଳି ଛକରେ ବିଳମ୍ବିତ ରାତିରେ ଦୋକାନ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩ଟି ଦୋକାନରୁ ଚୋର ମାନେ ସ୍କାଇ ଲାଇଟ ଭାଙ୍ଗି ବହୁ ଜିନିଷ ପତ୍ର ଲୁଟ୍ କରିଛନ୍ତି । ବଜାରରେ ଥିବା ମେଡିସିନ ଷ୍ଟୋର…

ପୁଅ ଜିଉଁନ୍ତିଆ ପୂଜା ବନ୍ଦାପନା

ସୁବର୍ଣ୍ଣପୁର : ଆଶ୍ବୀନ ମାସ ମୂଳାଷ୍ଟମୀରେ ସାରା ପଶ୍ଚିମ ଓଡିଶାରେ ପାଳିତ ହୋଇଯାଇଛି ପୁଅ ଜିଉନ୍ତିଆ ଓଷା l ହେଲେ ସୁବର୍ଣ୍ଣପୁର ଗଡଜାତରେ ଏହି ପୂଜାର ସ୍ୱତନ୍ତ୍ରତା ରହିଛି l ସନ୍ତାନମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି ମାଆ ମାନେ ଅତି ନିଷ୍ଠାର ସହ ଏହି ଓଷା ପାଳନ କରିଛନ୍ତି l ଏହି…